Odia Jokes- ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ? ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ ପୁଅ, ଥଣ୍ଡା ମୌସମ ଥିଲା…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ମଣିଷ ନିଜ କର୍ମ କ୍ଷେତ୍ରରେ ବ୍ୟସ୍ତ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହେଇଯାଉଛନ୍ତି ଯେ, ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ସବୁବେଳେ ସେମାନଙ୍କ ମନରେ ଚିନ୍ତା ରହୁଛି । ହେଲେ ବନ୍ଧୁଗଣ ଯଦି ମଣିଷର ମନ ଖୁସି ରହିବ ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ବହୁତ ସହଜରେ ଓ ଖୁସିରେ କରିଦେବ । ସେଥିପାଇଁ ମଣିଷର ମନୋରଞ୍ଜନ ହେବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆମେ ଆସିଛୁ ।

୧. ଝିଅ-ସବୁ ପୁଅ ମତେ ଚାହିଁ ରୁହନ୍ତି ହେଲେ ତମେ ମତେ ଦେଖୁ ହି ନାହଁ…

ମୁ କଣ ସୁନ୍ଦର ନୁହେଁ ?

ପୁଅ- ତମେ ବହୁତ ସୁନ୍ଦର… କେଜାଣି ତମର କେତେଟା ବୟଫ୍ରେଣ୍ଡ ଥିବେ ।

ଏହି କଥା ଭାବି ମୁ ଦେଖେ ନାହିଁ ତମକୁ ।

ଏବେ ଝିଅ ଏହା ଭାବୁଛି ଯେ, ପୁଅ ତାର ପ୍ରଶଂସା କରିଲା ନା ଚରିତ୍ର ଉପରେ ସନ୍ଦେହ କରିଲା ।

୨. ସ୍ଵାମୀ- ୟୁରୋପ ର ଏକ ମହାନ ବିଦ୍ଵାନ କହିଛନ୍ତି

ଯେଉଁ ସ୍ଵାମୀ ଯେତେ ବୋକା ହୋଇଥାଏ ତାକୁ ସେତେ ସୁନ୍ଦର ଝିଅ ମିଳିଥାଏ ।

ସ୍ତ୍ରୀ- ଛାଡ ନା, ସବୁବେଳେ ମୋର ପ୍ରଶଂସା କରିଲ

୩. ଚତୁର ଭିଣେଇ ନିଜ ଶାଳି ସହ କଥା ହଉଥିଲା…

ଭିଣେଇ ରୋମାଣ୍ଟିକ ହୋଇ ଶାଳିକୁ ପଚାରିଲା…

ଭିଣେଇ- କହିଲ, ରାତି ଆଉ ଚଉଠି ରାତି ମଧ୍ୟରେ କଣ ପାର୍ଥକ୍ୟ ରହିଛି ।

ଶାଳି-ଚଉଠି ରାତିରେ ଆମେ କେବଳ ସ୍ଵାମୀ ସହ ଶୋଇ ଥାଉ

ହେଲେ ସାଧାରଣ ରାତିରେ ଆମେ ଯାହା ସହିତ ଇଛା ତା ସହିତ ଶୋଇ ପାରିବା ।

୪. ପୁଅ ଝିଅକୁ କହିଲା…

ପୁଅ-ତମେ ମୋର ସ୍ଵପ୍ନରେ ମନରେ ମୋ ହୃଦୟରେ ରୁହ

ଝିଅ- ଭାଇ ତମକୁ କିଏ ବୋଧେ ବୋକା ବନେଇ ଦେଇଛି, ମୁ ତ ଦିଲ୍ଲୀରେ ରହୁଛି

୬. ବିବାହ ପରେ ସୋନମ ନିଜ ସାଙ୍ଗ ସହ ସାକ୍ଷାତ କରିଲା…

ସାଙ୍ଗ- କଣ ହେଇଛି ବିବାହ ପରେ ବହୁତ ଚିନ୍ତାରେ ରହୁଛୁ ?

ସୋନମ- କଣ କରିବି ସାଙ୍ଗ କାମ କରୁଛି ଯଦି ତାହାଲେ ନିଶ୍ଵାସ ନେଇ ପାରୁନି,

ଯଦି ନକରିବି ତା ହେଲେ ଶାଶୁ ନିଶ୍ଵାସ ନେଇପାରୁନି ।

୭. ସାନ୍ତା ଗାଁରେ ବୁଲୁଥିଲା ହଠାତ ଗୋଟେ ଟୋକା ଦଉଡି ଆସି କହିଲା…

ଟୋକା- ଗାଁରେ ବନ୍ୟା ଆସୁଛି, ପାଣି ତମ ଘର ଭିତରକୁ ପସିଲାଣି !!

ସାନ୍ତା ସେହି ଟୋକାକୁ ଗୋଟେ ଚାପୁଡା ମାରି କହିଲା…

ସାନ୍ତା- ଆବେ ଶଳା କାହିଁକି ମିଛ କହୁଛୁ, ମୁ ତ ଘର ଚାବି ନେଇ ଆସିଛି ପାଣି କେମିତି ପଶିବ ।

୮. ସ୍ଵାମୀ ସ୍ତ୍ରୀ ଗୋଟିଏ ପ୍ଳେଟରେ ଗୁପ୍ଚୁପ ଖାଉଥିଲେ ଓ ପରସ୍ପରର ଆଖି ସହ ଆଖି ମିସାଇଥିଲେ ।

ସ୍ତ୍ରୀ ରୋମାଣ୍ଟିକ ହୋଇ- କଣ ହେଉଛି ଏତେ ପ୍ରେମରେ ଚାହୁଁଛ ?

ସ୍ଵାମୀ- ଟିକେ ଆରାମ ସେ ଖାଅ ମୁ ଖାଇ ପାରୁନି

୯. ପୁଅ କହିଲା- ପାପା ମୋର ଜନ୍ମ କେମିତି ହେଲା ?

ପାପା କହିଲେ- ଏହା ବହୁତ ଲମ୍ବା କାହାଣୀ

ପୁଅ କହିଲା- ତଥାପି Short ରେ କୁହ ନା ?

ପାପା କହିଲେ- ପୁଅ ଥଣ୍ଡା ମୌସମ ଥିଲା ଓ

ସବୁ ମେଡିକାଲ ଷ୍ଟୋର ବନ୍ଦ ଥିଲା

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *