୫ ଜଣଙ୍କୁ ବିବାହ କରିବା ପରେ ମଧ୍ୟ ଭଲ ପାଇ ବସିଲା ଦିଅରକୁ, ଗାଁ ଲୋକମାନେ ମହିଳାକୁ ଉଚିତ ଶିକ୍ଷା ଦେବା ପାଇଁ କଲେ ଏହି କାମ

ବିହାରରେ ଜଣେ ମହିଳା ପାଞ୍ଚଜଣକୁ ବିବାହ କଲେ , ଯାହାପରେ ଏହି ମହିଳାକୁ ନିଜ ଗୋଟେ ସ୍ଵାମୀଙ୍କ ଭାଇ ସହ ପ୍ରେମ ହୋଇଗଲା । ଏହି ମହିଳା ନିଜ ସ୍ଵାମୀମାନଙ୍କୁ ଛାଡ଼ି ଦେଲେ ଓ ନିଜ ଦିଅର ସହିତ ପଳାଇଥିଲେ । ଏହି ମହିଳା ଦୁଇ ଦିନ ପର୍ଯ୍ୟନ୍ତ ନିଜ ଦିଅର ସହିତ ନିଜ ଘରେ ରହିଥିଲେ ଓ ଦିଅର ସହିତ ବିବାହ କରିବାକୁ ମନ୍ କଲେ ।କିନ୍ତୁ ଏହା ମଧ୍ୟରେ ହିଁ ମହିଳାର ସବୁ ସ୍ଵାମୀ ମାନଙ୍କୁ ଏହାର ସୂଚନା ମିଳିଗଲା ଓ ଏମାନେ ସବୁ ମହିଳାଙ୍କୁ ଧରିବା ପାଇଁ ପହଞ୍ଚି ଗଲେ ।

 

ଯେଉଁ ଯାଗାରେ ଏହି ମହିଳା ନିଜ ପ୍ରେମୀକ ସହିତ ରହୁଥିଲା, ସେହି ଯାଗାରେ ପହଞ୍ଚିକି ସବୁ ସ୍ଵାମୀମାନେ ହଙ୍ଗାମା କଲେ ଓ ତାଙ୍କୁ ଗାଁଲୋକଙ୍କ ସାହାଯ୍ୟରେ ଘରୁ ବାହାରକୁ ବାହାର କରାଗଲା । ତାପରେ ସେଇ ଦୁହିଁଙ୍କୁ ଖୁବ ମାଡ଼ ମରାଗଲା । ସେତିକିନି ହିଁ ନୁହେଁ କେତେ ସମୟ ପର୍ଯ୍ୟନ୍ତ ମାଡ଼ ମରିବା ପରେ ତାକୁ ଲଣ୍ଡା କରି ପୁରା ଗାଁରେ ବୁଲାଇଲେ ଓ ଯେମିତି ଏହି କଥା ଆଗକୁ ଆଗ ବଢିଲା ତାପରେ ଏହି କଥାକୁ ଦବାଇ ବାକୁ ଚେଷ୍ଟା କଲେ ।

ଉଚିତ ଶିକ୍ଷା ଦେବା ପାଇଁ କାଲେ ଏହି କାମ

ଏହି ମହିଳାର ବୟସ 35 ବର୍ଷ କୁହାଯାଉଛି । ମହିଳା ପ୍ରଥମେ ପାଞ୍ଚଜଣଙ୍କ ସହ ବିବାହ କରି ସାରିଛନ୍ତି । ସେଇଠି ଏବେ ସେ ନିଜର ପ୍ରେମୀକ ସହିତ ବିବାହ କରିବାକୁ ଚାହୁଁଛି । କିନ୍ତୁ ଯେବେ ଖଟଙ୍ଗୀ , ରଯୋଧ ଓ ଜମୁଗାୟ ଗାଁରେ ସ୍ଵାମୀମାନେ ଏସବୁ ଜାଣିଲେ ତେବେ ତାକୁ ଉଚିତ ଶିକ୍ଷା ଦେବା ପାଇଁ ସ୍ଥିର କଲେ ।

ମହିଳାଠୁ ପ୍ରତିଶୋଧ ନେବା ପାଇଁ ତାଙ୍କ ସ୍ବାମୀମାନେ ଗାଁରେ ଏହି କଥା ପ୍ରଚାର କରିଦେଲେ କହିଲେ କି ସେ ନିଜ ଘରେ ତା ପ୍ରେମିକ ସହିତ ରହିଛି । ଏହା ପରେ ଗାଁଲୋକମାନେ ଏହି ମହିଳାଙ୍କୁ ଓ ତା ପ୍ରେମିକକୁ ଘରୁ ବାହାର କରି ତାଙ୍କୁ ବାଡେଇଲେ । ମହିଳା ଓ ତାର ପ୍ରେମିକକୁ ପ୍ରଥମେ ବହୁତ ଗାଳି କରାଗଲା ଓ ତାପରେ ତାଙ୍କୁ ଜୋତା ଚପଲରେ ମରା ଗଲା ।

ତୁଗଲକି ଫରମାନ କଲା ଜାରି

ମହିଳାର ସ୍ଵାମୀମାନେ ତାକୁ ଦଣ୍ଡ ଦେବାପାଇଁ ତୁଗଲକି ଫରମାନ ଜାରି କଲେ । ମହିଳା ଓ ତାଙ୍କର ପ୍ରେମୀ ର ଚୁଟିକି କାଟିଦେଲେ । ଏହାପରେ ଏହି ଦୁଇ ଜଣଙ୍କୁ ପୁରା ଗାଁରେ ବୁଲାଗଲା । ମାମଲାର ବିଚାର କରାଯିବ କେମିତି ତାପରେ ଚେଷ୍ଟା କଲେ । ଏହି ଘଟଣାର ଯାଞ୍ଚ ସିରଦଲା ଥାନା ଅଧିକାରୀ ଆଶିଷ କୁମାର ମିଶ୍ରା କରୁଛନ୍ତି ।

6 ବର୍ଷରୁ ଚାଲିଥିଲା ପ୍ରେମ

କୁହାଯାଉଛି କି ଯେଉଁ ବ୍ୟକ୍ତି ସହିତ ଏହି ମହିଳା ନିଜର ଘରେ ରହିଥିଲା ସେ ତାର ଦିଅର ଅଟେ ଓ ଜମୁଗୟ ଗାଁ ର ସ୍ୱାମୀର ଭାଇ । ଏହି ଦୁହିଁଙ୍କ ମଧ୍ୟରେ 6 ମାସରୁ ପ୍ରେମ ଚାଲିଥିଲା ଓ ମହିଳା ସେହି ଯୁବକ ସହ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ତା ସ୍ଵାମୀମାନେ ଏହି କଥାରେ ନାରାଜ ଥିଲେ । ଯେଉଁଥି ପାଇଁ ସେ ଏହିସବୁ ହଙ୍ଗାମା କଲେ । ଏଥିର ଆପଣଙ୍କ ମତାମତ କଣ ଆମକୁ ଜଣାନ୍ତୁ ଓ ଦେଶରେ ଘଟୁଥିବା ସବୁ କହବର ସହ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *