ଏମିତି 4 ଜଣ indian cricketer ଯେଉଁମାନେ ନିଜ ସାଙ୍ଗର ସ୍ତ୍ରୀ କୁ କରିଛନ୍ତି ବିବାହ, 4 ନଂ କ୍ରିକେଟର ଙ୍କ ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ, ଆପଣ ମାନେ ଏହା କେବେ ଚିନ୍ତା କରିଛନ୍ତି କି ଆପଣଙ୍କ ବେଷ୍ଟ ଫ୍ରେଣ୍ଡ ଆପଣଙ୍କ ଠାରୁ ଆପଣଙ୍କ ଜୀବନସାଥି କୁ ମଧ୍ୟ ଦୂର କରିଦେଇପାରେ । ତେବେ ଏହିଭଳି କିଛି ଘଟଣା ଘଟିଛି  କ୍ରିକେଟର ମାନଙ୍କ ସହିତ । ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।୧;- ଦିନେଶ କାର୍ତ୍ତିକ ଏବଂ ମୁରଲୀ ବିଜୟ, ଦିନେଶ କାର୍ତ୍ତିକ ୨୦୦୭ ମସିହାରେ ନିକିତା ବଞ୍ଜାରି ଙ୍କୁ ବିବାହ କରିଥିଲେ । ଏହି ସମୟରେ କାର୍ତ୍ତିକ ଙ୍କ ବେଷ୍ଟ ଫ୍ରେଣ୍ଡ ମୁରଲୀ ବିଜୟ କାର୍ତ୍ତିକ ଙ୍କ ଘରକୁ ଯିବା ଆସିବା କରନ୍ତି ।

ଏହା ମଧ୍ୟରେ ନିକିତା ଏବଂ ମୁରଲୀ ବିଜୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ୨୦୧୨ ମସିହାରେ ନିକିତା ଦିନେଶ କାର୍ତ୍ତିକ ଙ୍କୁ ଡିଭୋର୍ସ ଦେଇ ମୁରଲୀ ବିଜୟ ଙ୍କୁ ବିବାହ କରିଥିଲେ । ଏହାପରେ ୨୦୧୫ ରେ କାର୍ତ୍ତିକ ଦୀପିକାଙ୍କୁ ଦ୍ଵିତୀୟ ବିବାହ କରିଥିଲେ ।

୨;- ଦିଲସାନ ଏବଂ ଓପୁଲ ଥରଙ୍ଗା, ଆପଣ ମାନେ ଶ୍ରୀଲଙ୍କା ର ଜବରଦସ୍ତ ଓପନର ବ୍ୟାଟ୍ସମ୍ୟାନ ଦିଲଶାନ ଙ୍କୁ ଭଲ ଭାବରେ ଜାଣିଥିବେ । ଦିଲସାନ ନିଲଙ୍କା ଭିଟନାଗେ ଙ୍କ ସହିତ ବିବାହ କରିଥିଲେ । ଉଭୟଙ୍କର ୫ ବର୍ଷର ପୁଅ ମଧ୍ୟ ଥିଲା । କିନ୍ତୁ ଶ୍ରୀଲଙ୍କାର ଅନ୍ୟ ଜଣେ ବ୍ୟାଟ୍ସମ୍ୟାନ ଓପୁଲ ଥରଙ୍ଗା ଙ୍କ ପାଇଁ ଦିଲଶାନ ଏବଂ ନିଲଙ୍କା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ନିଲଙ୍କା ଦିଲଶାନଙ୍କୁ ଡିଭୋର୍ସ ଦେଇ ଓପୁଲ ଥରଙ୍ଗା ଙ୍କୁ ବିବାହ କରିଥିଲେ ।

୩;- ମହମ୍ମଦ ସମି, ତାଙ୍କ ସ୍ତ୍ରୀ ହୋସେନ ୨୦୦୨ ରେ ପ୍ରଥମ ବିବାହ କରିଥିଲେ ସେ ଶେଖ ଶଇବ ଉଦ୍ଦିନ ଙ୍କୁ ବିବାହ କରିଥିଲେ । ବିବାହ ପରେ ହୋସେନ ପାଠ ପଢିବାକୁ ଚାହିଁଥିଲେ କିନ୍ତୁ ଶଇବ ଉଦ୍ଦିନ ତାଙ୍କୁ ପଢିବାର ସୁଯୋଗ ନ ଦେବାରୁ ୨୦୧୦ ମସିହାରେ ଉଭୟଙ୍କ ଡିଭୋର୍ସ ହୋଇଯାଇଥିଲା । ଏହାପରେ ସମ୍ମି ଏବଂ ହୋସେନ ଙ୍କର ୨୦୧୪ ମସିହାରେ ବିବାହ ହୋଇଥିଲା ।

୪;- ଶିଖର ଧବନ, ଭାରତର ଓପନର ବ୍ୟାଟ୍ସ ମ୍ୟାନ ଶିଖର ଧବନ ଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଶିଖର ଧବନ ନିଜଠାରୁ ୧୦ ବର୍ଷ ବଡ ଆଏଶା ମୁଖର୍ଜୀ ଙ୍କୁ ୨୦୧୨ ମସିହାରେ ବିବାହ କରିଛନ୍ତି । ଏହା ପୂର୍ବରୁଇ ଆଏସା ୨୦୦୦ ମସିହାରେ ଅଷ୍ଟ୍ରେଲିଆର ଜଣେ ବିଜନେସ ମ୍ୟାନ ଙ୍କୁ ବିବାହ କରିଥିଲେ । ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ଜାତ ହୋଇଥିଲେ ।

କୌଣସି ବ୍ୟକ୍ତିଗତ କାରଣ ହେତୁ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ଏହାପରେ ଆଏସା ଏବଂ ଧବନ ବିବାହ କରିନେଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *