2023 ପାଇଁ Baba Venga ଙ୍କ 5 ଭୟଙ୍କର ଭବିଷ୍ୟବାଣୀ ! ଶୁଣିଲେ ଭୟରେ ଥରିବେ ଆପଣ

ବନ୍ଧୁଗଣ, ସୂଚନା ଅନୁଯାୟୀ ବୁଲଗାରିଆର ଭବିଷ୍ୟବକ୍ତା ବାବା ଭେଙ୍ଗା ଙ୍କୁ ତାଙ୍କ ଭବିଷ୍ୟ ବାଣୀ ନିମନ୍ତେ ସମଗ୍ର ଦୁନିଆରେ ଜଣାଯାଇଥାଏ । ବାବା ଭେଙ୍ଗା 2023 ପାଇଁ କେତେକ ଭବିଷ୍ୟ ବାଣୀ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବରେ ଚମକାଇବା ସହିତ ଡରାଇବା ଭଳି କାମ ମଧ୍ୟ କରିଥାଏ । ବାବା ଭେଙ୍ଗା ବର୍ଷ 5089 ପର୍ଯ୍ୟନ୍ତ ଭବିଷ୍ୟବାଣୀ କରି ରଖିଛନ୍ତି । ବାବା ଭେଙ୍ଗା ଙ୍କର ଜନ୍ମ 1912 ରେ ହୋଇଥିଲା ଏବଂ ମାତ୍ର 12 ବର୍ଷ ବୟସରେ ହିଁ ତାଙ୍କ ଆଖି ଖରାପ ହୋଇଯାଇଥିଲା ।

ମାତ୍ର ଏହାପରେ ମଧ୍ୟ ତାଙ୍କୁ ଭବିଷ୍ୟ ସମ୍ବନ୍ଧରେ ସବୁକିଛି ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ । ସୂଚନା ଅନୁସାରେ ତାଙ୍କର ୮୦ ପ୍ରତିଶତ ଭବିଷ୍ୟବାଣୀ ସତ ସାବ୍ୟସ୍ଥ ହୋଇଥିଲା । ୧୨ ଅଗଷ୍ଟ ୧୯୯୬ କୁ ବାବା ଭେଙ୍ଗା ଙ୍କର ଜୀବନ ଚାଲିଯାଇଥିଲା । ଏହା ପୂର୍ବରୁ ସେ ଦୁନିଆର ଶେଷ ହେବାଠାରୁ ଆରମ୍ଭ କରି ପ୍ରଳୟ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିଥିଲେ ।

ବର୍ଷ ୨୦୨୩ କୁ ନେଇ ବାବା ଭେଙ୍ଗା ଯାହା ଭବିଷ୍ୟବାଣୀ କରିଛନ୍ତି ତାହା ସଂପୂର୍ଣ୍ଣ ଭାବରେ ଲୋକଙ୍କୁ ଚିନ୍ତାରେ ପକାଇ ପାରେ । ତେବେ ଆସନ୍ତୁ ଜାଣିନେବା ଯେ ୨୦୨୩ ର ଭବିଷ୍ୟବାଣୀ ଯାହାକୁ ବାବା ଭେଙ୍ଗା କରିଯାଇଛନ୍ତି ।

୧;- କୃତିମ ପ୍ରଜନନ, ଏହି ଭବିଷ୍ୟବାଣୀ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାବା ଭେଙ୍ଗା ଙ୍କ ଅନୁଯାୟୀ ମାନବ ପ୍ରଜନନ ଏକ କୃତିମ ପ୍ରଜନନ ବନିଯିବ, ଲ୍ୟାବରେ କୃତିମ ଗର୍ଭାଶୟରୁ ଛୁଆ ଜନ୍ମ କରାଯିବ ଯାହା ୨୦୨୩ ପର୍ଯ୍ୟନ୍ତ ସମ୍ଭବ ହୋଇଯିବ । ଏହାକୁ କେବଳ ନେତାମାନେ ହିଁ ଚୟନ କରିବେ ଯେ କେଉଁ ପ୍ରକାରର ଲୋକେ ଏହି ଦୁନିଆରେ ଜନ୍ମ କରିବେ ।

୨;- ଜୈବିକ ହତିଆର ର ପ୍ରୟୋଗ, ୨୦୨୩ ରେ ଡାକ୍ତର ମନୁଷ୍ୟ ଉପରେ ଅନେକ ପ୍ରୟୋଗ କରିବେ ଯାହା କାରଣରୁ ହଜାର ଲୋକ ମୃ-ତ୍ୟୁ ବରଣ କରିବେ । ସେହିଭଳି ଗୋଟିଏ ବଡ ଦେଶ ଲୋକ ଙ୍କ ଉପରେ ଜୈବିକ ହତିଆରରେ ଅନୁସନ୍ଧାନ କରିବ । ଏଥିରେ ଅନେକ ଭାଇରସ କୁ ଲୋକଙ୍କ ଠାରେ ଇଞ୍ଜେକ୍ଟ କରାଯିବ ।

୩;- ସୌର ତୁଫାନ, ୨୦୨୩ ରେ ଏକ ଏଭଳି ତୁଫାନ ଆସିବ ଯାହାକୁ କେବେ କେହି ମଧ୍ୟ ଦେଖି ନଥିବେ । ଏହା ପୃଥିବୀର ଚୁମ୍ବକୀୟ ଶକ୍ତି କୁ ବହୁତ କ୍ଷତି ପହଞ୍ଚାଇବ ।

୪;- ଏଲିୟାଂସ କରିବେ ହମଲା, ପୃଥିବୀ ପଞ୍ଚମ ବ୍ୟାୟାମ କୁ ଚାଲିଯିବା ଏହାପରେ ଏଲିୟନ ମାନେ ହମଲା କରିବେ । ୩ ଦିନ ଏବଂ ୩ ରାତି ବିଜୁଳି ର ପ୍ରୟୋଗ କରାଯିବ ନାହିଁ ।

୫;- ନ୍ୟୁକ୍ଲିୟର ପାୱାର ପ୍ଳାଣ୍ଟ ରେ ଏକ ବଡ ଧରଣର ବିସ୍ଫୋରକ ହେବ ଯାହା ଦ୍ଵାରା ବହୁତ କ୍ଷତି ହେବ । ତେବେ ବାବା ଭେଙ୍ଗା ଏହିଭଳି ଭବିଷ୍ୟବାଣୀ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *