Bollywood ର ଏହି 5 ଦିଗ୍ଗଜଙ୍କ ସାମ୍ନାରେ ମୁଣ୍ଡ ନୂଆଁନ୍ତି Salman Khan, ନମ୍ବର 1 ଙ୍କୁ ମାନନ୍ତି ନିଜର ଗୁରୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆ ରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ସେହି ଅଭିନେତା ଜଣକ ହେଉଛନ୍ତି ସଳମାନ ଖାନ । ଆପଣ ମାନେ ସମସ୍ତେ ସଲମାନ ଖାନଙ୍କ ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସଲମାନ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ସଲମାନ ଖାନଙ୍କୁ କେତେକ କଳାକାର ଭୟ କରି ରୁହନ୍ତି । ହେଲେ ଅନ୍ୟ ପକ୍ଷରେ ସଲମାନ କିଛି କଳାକାର ମାନଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ତାଙ୍କ ସାମ୍ନାରେ ନିଜ ମୁଣ୍ଡକୁ ମଧ୍ୟ ନୂଆଇ ଥାନ୍ତି । ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ସାମ୍ନାରେ ସଲମାନ ନିଜ ମୁଣ୍ଡକୁ ନୂଆଇ ଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ କଳାକାରଙ୍କ ବିଷୟରେ ।

ଅମିତାବ ବଚନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନ । ବନ୍ଧୁଗଣ ସଲମାନ ଓ ଅମିତାବ ବହୁତ ଫିଲ୍ମରେ ଏକା ସହ କାମ କରିଛନ୍ତି । ଏହି ଦୁଇଜଣ କେତେକ ଫିଲ୍ମରେ ବାପ ପୁଅର ଭୂମିକା ମଧ୍ୟ ପଦର୍ଶନ କରିଛନ୍ତି । ରିଅଲ ଲାଇଫରେ ମଧ୍ୟ ସଲମାନ ଅମିତାବଙ୍କ ପାଦ ଛୁଇଁ ନମସ୍କାର କରନ୍ତି ଓ ଅମିତାବ ମଧ୍ୟ ସଲମାନଙ୍କୁ ବହୁତ ସ୍ନେହ କରନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ସଲମାନ ଅମିତଙ୍କୁ ନିଜର ଗୁରୁ ବୋଲି ମାନନ୍ତି ।


ଧର୍ମେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କଳାକାର ଧର୍ମେନ୍ଦ୍ର । ଆପଣ ମାନେ ସମସ୍ତେ ଧର୍ମେନ୍ଦ୍ର ଓ ସଲମାନ ଖାନଙ୍କୁ ଏକା ସହ ବହୁତ ଫିଲ୍ମରେ ଦେଖିଥିବେ । ବନ୍ଧୁଗଣ ସଲମାନ ପିଲା ଦିନରୁ ଧର୍ମେନ୍ଦ୍ରଙ୍କର ବହୁତ ବଡ ଫ୍ୟାନ ଅଟନ୍ତି । ସଲମାନ ଧର୍ମେନ୍ଦ୍ରଙ୍କୁ ବହୁତ ସମ୍ମାନ ଦିଅନ୍ତି ଓ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ସଲମାନ ଧର୍ମେନ୍ଦ୍ରଙ୍କୁ ମଧ୍ୟ ପାଦ ଛୁଇଁ ନମସ୍କାର କରନ୍ତି ।


ସନି ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସନି ଦେଓଲ । ଆପଣ ମାନେ ସମସ୍ତେ ସନି ଦେଓଲଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଅବଶ୍ୟ ସଲମାନ ଓ ସନି ବହୁତ କମ ଫିଲ୍ମରେ ଏକା ସହ ନଜର ଆସିଛନ୍ତି, ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ସଲମାନ ସନିଙ୍କୁ ବଡ ଭାଇ ମାନିଥାନ୍ତି ଓ ତାଙ୍କର ବହୁତ ସମ୍ମାନ ମଧ୍ୟ କରିଥାନ୍ତି । ସଲମାନଙ୍କ ସହ ଦେଓଲ ପରିବାରର ସମ୍ପର୍କ ବହୁତ ପୁରୁଣା ରହିଛି ।

ଅନୀଲ କପୁର-ବନ୍ଧୁଗଣ ଏହି ଲିଷ୍ଟର ଚତୁର୍ଥ ସ୍ଥାନ ରେ ଅଛନ୍ତି ବଲିଉଡର ସୁପର ଷ୍ଟାର ଅନୀଲ କପୁର।ଏମାନେ ଦୁଇ ଜଣ ଦୁଇ ସାଙ୍ଗ ଭଳି ସବୁବେଳେ ରହିଥାନ୍ତି।ଯେତେବେଳେ ବି ଏମାନଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳିଥାଏ ସେତେବେଳ ସେମାନେ ବହୁତ ମସ୍ତି କରିବାର ନଜର ଆସିଥାନ୍ତି।ଅନୀଲ ସଲମାନ ଙ୍କ ଠାରୁ ବୟସ ଓ ଅଭିଜ୍ଞତା ରେ ବହୁତ ବଡ଼ ହୋଇଥିବାରୁ ସେ ତାଙ୍କର ବହୁତ ସମ୍ମାନ କରନ୍ତି।


ମିଥୁନ ଚକ୍ରବର୍ତୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜା ଅଭିନେତା ମିଥୁନ ଚକ୍ରବର୍ତୀ । ମିଥୁନ ଓ ସଲମାନ କେତେକ ଫିଲ୍ମରେ ଏକା ସହ ନଜର ଆସିଛନ୍ତି । ସଲମାନ ମିଥୁନଙ୍କର ବହୁତ ସମ୍ମାନ କରନ୍ତି ଓ ତାଙ୍କ ସହ କାମ କରିବା ପାଇଁ ଭଲ ପାନ୍ତି । ଅନ୍ୟ ପକ୍ଷରେ ମିଥୁନ ସଲମାନଙ୍କୁ ନିଜ ପୁଅ ପରି ମାନି ଥାନ୍ତି ।

Leave a Reply

Your email address will not be published. Required fields are marked *