7 ଦିନ ଏକାଠି ରହଣିର କଥା ବଖାଣିଲେ ଡିମ୍ପଲ, ସେ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ, ତପସ୍ଵିନୀ ଗଣମାଧ୍ୟମ ଆଗରେ ନିଜ ମୁହଁ ଖୋଲି କହିଛନ୍ତି ଯେ, ସମସ୍ତେ ଭାବନ୍ତି ଝିଅ ମାନଙ୍କୁ ଅବଳା ଦୁର୍ବଳା ବୋଲି । ସେମାନେ କିଛି କରି ପାରିବେ ନାହିଁ । ମାତ୍ର ଯେଉଁ ଧନୀ ଲୋକ ମାନେ ଅଛନ୍ତି ସେମାନେ ଭାବନ୍ତି ଯେ ସବୁକିଛି ନଷ୍ଟ କରିଦେବେ । ଯେଉଁଭଳି ମୋ ଶଶୁର କରୁଛନ୍ତି । ପଇସା ବଳରେ ସମସ୍ତଙ୍କ ମୁହଁ କୁ ବନ୍ଦ କରୁଛନ୍ତି, ମାତ୍ର ଆଜି ଯଦି ମୁଁ ବଞ୍ଚିକି ମତେ ନ୍ୟାୟ ମିଳୁନାହିଁ ତେବେ ମୁଁ ମରିଗଲେ ବୋଧ ହୁଏ ମୋ ପାଇଁ ବହୁତ ଲୋକ ନ୍ୟାୟ ଦେବା ନିମନ୍ତେ ବାହାରିବେ ।

ଯଦି ଗୋଟେ ଝିଅ ବଞ୍ଚି ଥାଉ ଥାଉ ତାକୁ ନ୍ୟାୟ ମିଳୁନାହିଁ ତେବେ ତାକୁ ମରିଯିବା ହିଁ ଉଚିତ । ତପସ୍ଵିନୀ ଙ୍କୁ ବର୍ତ୍ତମାନ ମଧ୍ୟ ଅନେକ ଝିଅ ଆଦର୍ଶ ବୋଲି ଭାବୁଛନ୍ତି, ଯିଏ ନିଜ ନ୍ୟାୟ ନିମନ୍ତେ ବାହାରକୁ ବାହାରୁଛନ୍ତି, ନିଜର ଅଧିକାର ନିମନ୍ତେ ଯାହା କର୍ତ୍ତବ୍ୟ ରହିଛି ତାକୁ ତୁଲାଇବେ ଏବଂ ନିଜର ଅଧିକାର କୁ ସେ ହାସଲ କରିବେ । ପ୍ରତ୍ୟକଟି ଝିଅ ଚାହୁଁଛନ୍ତି ଯେ ହକ ମିଳୁ କୌଣସି ଝିଅ ପଛଘୁଞ୍ଚା ନ ଦେଉ ।

ଯଦି ସ୍ଵାମୀ ଙ୍କ ସହିତ ରହିବାକୁ ବାହାରିଛନ୍ତି ତେବେ ତାଙ୍କୁ ନ୍ୟାୟ ମିଳୁ । ମାତ୍ର ତପସ୍ଵିନୀ କହିଛନ୍ତି ମୁଁ ବର୍ତ୍ତମାନ ବାହାରକୁ ବାହାରିଛି ମାନେ ମୁଁ ଆଦୌ ପଛଘୁଞ୍ଚା ଦେବୀ ନାହିଁ । ମୁଁ ନିଶ୍ଚିତ ଭାବରେ ଲଢିବୀ । ବାହାରକୁ ଠାରେ ଅସଡିଳି ମୋ ବାପା ଭାଇ ଙ୍କ ଇଜ୍ଜତ ଗଲା । ମୋ ପାଠ ପଢା ଗଲା । ମୋର ସବୁକିଛି ଗଲା । ମାତ୍ର ମୁଁ ଆଉ ପଛକୁ ଫେରିବିନି । ମୋ ଶଶୁର ଲୋକ ଲଗାଇ ମତେ ମାରି ଦିଅନ୍ତୁ ।

କିନ୍ତୁ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୁଁ ନ୍ୟାୟ ପାଇଁ ନିଶ୍ଚିତ ଲଢିବୀ । ଝିଅ ଏକ କଣ୍ଢେଇ ନୁହେଁ ଯେ ମନ ଇଛା ବ୍ୟବହାର କରି ତାକୁ ଫୋପାଡି ଦେବେ । ଏଣୁ ମୁଁ ମୋ ହକ ନିମନ୍ତେ ନିଶ୍ଚିତ ଭାବରେ ଲଢିବୀ । ତପସ୍ଵିନୀ ଏହା ମଧ୍ୟ କହିଛନ୍ତି ଯେ ମୋ ସାଥ କିଏ ଦଉ ଅଥବା ନ ଦେଉ ମାତ୍ର ମୁଁ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ଲଢିବୀ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି । ଶାଶୁ ଘର ଲୋକଙ୍କ ଚାପରେ ପଡି ସ୍ଵାମୀ ସୁମିତ ଏଭଳି ଫେରାର ହେଲେ ବୋଲି ତପସ୍ଵିନୀ କହିଲେ ।

ତାଙ୍କ କହିବା ଅନୁଯାୟୀ ଯେ ହେତୁ ସୁମିତ ତାଙ୍କୁ ବିବାହ କରିଛନ୍ତି ଏଣୁ ସେ ଯେଉଁଠି ନେଇ ରଖିବେ ତାଙ୍କ ସହିତ ସୁଖ ସଂସାର କରିବା ନିମନ୍ତେ ରାଜି ଅଛନ୍ତି । କିନ୍ତୁ ଯଦି ସେ ଚାହୁଁ ନାହାନ୍ତି ତେବେ ମୁ ତାଙ୍କୁ କହିଲି ଲକ ଡାଉନ ସମୟରେ କିଭଳି ହଇରାଣ ହୋଇ ଆମେ କୋର୍ଟ ମ୍ୟାରେଯ କରିଥିଲୁ ମନେ ପକାଅ ।

ଯଦି ମୋ ସହିତ ରହିବାକୁ ଚାହୁଁନ ତେବେ ମତେ ସିଧା ସଳଖ ଭାବରେ କହିଦିଅ ମୁ ଡିଭୋର୍ସ ଦେଇଦେବି । ମାତ୍ର ସୁମିତ, ତପସ୍ଵିନୀ ଙ୍କ ଠାରୁ ଏ ସବୁ କଥା ଶୁଣି ଚୁପ ରହିଥିଲେ । କେଉଁଠି ନା କେଉଁଠି ସୁମିତ ଙ୍କ ମନରେ ତପସ୍ଵିନୀ ଙ୍କ ପ୍ରତି ଭଲ ପାଇବା ଅଛି ମାତ୍ର ଅନ୍ୟର ଚାପ ରେ ସେ ହୁଏତ ପଛଘୁଞ୍ଚା ଦେଉଛନ୍ତି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *