26 Interesting Gk Questions: ଏମିତି କେଉଁ ଚିହ୍ନ 5 ଓ 9 ଭିତରେ ଲଗାଇଲେ ଯେଉଁ ସଂଖ୍ୟା ବାହାରିବ ତାହା 5 ରୁ ଅଧିକ ଓ 9 ରୁ କମ ହେବ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

1- ଦୂରବୀକ୍ଷଣ ଯନ୍ତ୍ର କିଏ ନିର୍ମାଣ କରିଥିଲେ ?

ଉ: ହାନ୍ସ ଲିପରେସ (୧୬୦୮)

2- ଆଡିଙ୍ଗ ମେସିନ କିଏ ନିର୍ମାଣ କରିଥିଲେ ?

ଉ: ପାସ୍କାଲ (୧୬୪୨)

3- ବାଇଫୋକଲ ଲେନ୍ସ କିଏ ନିର୍ମାଣ କରିଥିଲେ ?

ଉ: ବେଞ୍ଜାମିନ ଫ୍ରାଙ୍କଲିନ (୧୭୮୦)

4- ଓଡିଶାର ସବୁଠାରୁ ବଡ ଧାନ ଗବେଷଣା କେନ୍ଦ୍ରର ନାମ କ’ଣ ?

ଉ: କେନ୍ଦ୍ରୀୟ ଗବେଷଣା କେନ୍ଦ୍ର, ବିଦ୍ୟାଧରପୁର

5- କଞ୍ଚାବେଳେ ଲତପତ ପାଚିଗଲେ ଟାଣ । ତାହା କ’ଣ ?

ଉ: ମାଟି ହାଣ୍ଡି

6- ଓଡିଶାର ସବୁଠାରୁ ବଡ ଶୈବପୀଠର ନାମ କ’ଣ ?

ଉ: ଲିଙ୍ଗରାଜ ମନ୍ଦିର

7- ବାରୋମିଟର କିଏ ନିର୍ମାଣ କରିଥିଲେ ?

ଉ: ଇ. ଟୋରିସେଲି (୧୬୪୩)

8- ଓଡିଶାର ସବୁଠାରୁ ବଡ ଦୈନିକ ସମ୍ବାଦ ପତ୍ରର ନାମ କ’ଣ ?

ଉ: ସମ୍ବାଦ

9- ଷ୍ଟିମ ଇଞ୍ଜିନ କିଏ ନିର୍ମାଣ କରିଥିଲେ ?

ଉ: ଜେମସ ୱାଟ (୧୭୮୨)

10- ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ର ସ୍ଥାପନା କେବେ ହୋଇଥିଲା ?

ଉ: ୧୯୪୫

11: ଭରତ କେଉଁ ମସିହାରେ ପ୍ରଥମ କ୍ରିକେଟ ବିଶ୍ଵକପ୍ ଜିତିଥିଲା ?

ଉ: ୧୯୮୩

12- ଓଡିଶାର ସବୁଠାରୁ ବଡ ମେଳାର ନାମ କ’ଣ ?

ଉ: ବାଲିଯାତ୍ରା

13- ଜନମ ମୋର ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇ ଶାଳେ, ଏହାର ଉତ୍ତର କ’ଣ ?

ଉ: ଲୁଣ

14- ମୃତ୍ୟୁ ପରେ ଯିଏ ଠିଆ ହୋଇଥାଏ, ସେ କିଏ ?

ଉ: ଗଛ

15- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ?

ଉ: ଘଣ୍ଟା

16- ବିଶ୍ଵର କେଉଁ ଲୋକ ସାପ ଭୋଜନ କରେ ?

ଉ: ଯୋଗେନୀ ଅଲ୍ଲୀ

17- କେଉଁ ଲୋକ ଧନ୍ୟ ?

ଉ: ପରୋପକାର କରୁଥିବା ବ୍ୟକ୍ତି

18- କିଏ ‘ମିଶାଇଲ ମ୍ୟାନ’ ନାମରେ ପରିଚିତ ?

ଉ: ଏପିଜେ ଅବଦୁଲ କଲାମ

19- ସେ କିଏ ଯିଏ କାନ୍ଥରେ ଚାଲେ କିନ୍ତୁ ଆଗକୁ ଯାଇ ନଥାଏ ?

ଉ: କାନ୍ଥ ଘଣ୍ଟା

20- ଆଜାଦ ହିନ୍ଦ ଫୌଜ କେଉଠାରେ ଗଠିତ ହୋଇଥିଲା ?

ଉ: ସିଙ୍ଗାପୁର

21- କେଉଁ ଜୀବ ଜୀବନ ସାରା ପାଣି ପିଏ ନାହିଁ ?

ଉ: କଙ୍ଗାରୁ, ଭୈଟା (ଆମେରିକାରେ ଦେଖାଯାନ୍ତି)

22- ବାଦାମ କେଉଁ ପ୍ରକାର ଫସଲ ଅଟେ ?

ଉ: ଖରିଫ ଜାତୀୟ ଫସଲ

23- ଗ୍ରୀନଲାଣ୍ଡର କ୍ୟାପିଟାଲର ନାମ କ’ଣ ?

ଉ: ନୂକ

24- ପେଟ୍ରୋଲକୁ ହିନ୍ଦୀରେ କ’ଣ କୁହାଯାଏ ?

ଉ: ଶିଲା ତେଲ୍

25- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ ଓ ଆଲୋକ ଦ୍ଵାରା ହିଁ ମ-ରି-ଥା-ଏ । ମୁଁ କିଏ ?

ଉ: ଛାଇ

26 . ୫ ଓ ୯ ମଝିରେ ଏମିତି କେଉଁ ଚିହ୍ନ ଲାଗିବ ଯେଉଁଟା କି ୫ ରୁ ଅଧିକ ଏବଂ ୯ ରୁ କମ ହେବ ?

ଉତ୍ତର – ଦଶମିକ ଚିହ୍ନ ଲାଗିବା ଦ୍ଵାରା ସଂଖ୍ୟା ଟି ୫ ରୁ ଅଧିକ ଏବଂ ୯ ରୁ କମ ହେବ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *