Chanakya Niti- ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇ ଆସିଥାନ୍ତି ଏହି 5 ଟି ନାମର ପୁରୁଷ, କଣ ଆପଣଙ୍କ ନାମ ଏଥିରେ ଅଛି ?

ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ନିୟମ ସମ୍ବନ୍ଧରେ କୁହାଯାଇଅଛି । ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ସମସ୍ତ ବ୍ୟବହାରିକ ଶିକ୍ଷା ଦେବା ଅଟେ । ଆଚାର୍ଯ୍ୟ ଚାଣକ୍ୟ ଏକ ମହାନ ଜ୍ଞାନୀ ଥିଲେ, ଯିଏ ନିଜ ନୀତିଶିକ୍ଷା ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟାଙ୍କୁ ରାଜଗାଦୀ ବସାଇ ଦେଇଥିଲେ ।

ଆସନ୍ତୁ ଜାଣିବା ଚନ୍ଦ୍ରଗୁପ୍ତ ମୋରୟା ଙ୍କର କିଛି ଏଭଳି ନୀତି ଯାହା ଆପଣଙ୍କୁ ଜୀବନରେ ଅନେକ ମୋଡ ରେ କାର୍ଯ୍ୟ ରେ ଆସିପାରେ । ଆଜି ଆମ୍ଭେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ର ବହୁତ ଅଦ୍ଭୁତ ଜ୍ଞାନ ସମ୍ବନ୍ଧରେ କହିବାକୁ ଯାଉଅଛୁ । କୁହାଯାଇଅଛି ଯେ ଏହି ୫ ଟି ଅକ୍ଷର ମଧ୍ୟରୁ କୌଣସି ଅକ୍ଷରରେ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ଜନ୍ମରୁ ହିଁ ମାଲିକ ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ନାମ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ।

୧;- C ନାମ ଥିବା ଲୋକ, ଯେଉଁ ଲୋକମାନଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ଏହି ନାମର ବ୍ୟକ୍ତି ସବୁବେଳେ କାରୋବାର ସମ୍ବନ୍ଧରେ ହିଁ ଅଧିକ ଚିନ୍ତା କରିଥାନ୍ତି । ଏହି ନାମର ବ୍ୟକ୍ତି ଅନ୍ୟର କାମ କରିବାକୁ ପସନ୍ଦ କରି ନଥାନ୍ତି । ଏମାନେ ନିଜର କାରୋବାର ଆରମ୍ଭ କରିବା ଉପରେ ବିଚାର କରିଥାନ୍ତି । ଏମାନଙ୍କର ଏହି ଚିନ୍ତାଧାରା ଯୋଗୁଁ ଏମାନେ ଚାକିରି କରି ନଥାନ୍ତି । ଏହି କାରଣ ହେତୁ ଏମାନଙ୍କୁ ମାଲିକ ବୋଲି କୁହାଯାଇଥାଏ ।

୨;- H ନାମ ଥିବା ଲୋକ, ଯେଉଁ ଲୋକ ମାନଙ୍କର ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ସବୁବେଳେ କୌଣସି ନା କୌଣସି କାରବାରରେ ଧନ ନିବେଶ କରିବା ନିମନ୍ତେ ଚିନ୍ତା କରିଥାନ୍ତି । ଏମାନେ କାରୋବାର କ୍ଷେତ୍ରରେ ବହୁତ ପ୍ରସିଦ୍ଧି ପ୍ରାପ୍ତ କରିଥାନ୍ତି । ଏମାନେ ନିଜର କାର୍ଯ୍ୟ କରିବାକୁ ବହୁତ ପସନ୍ଦ କରିଥାନ୍ତି ।

୩;- M ନାମ ଥିବା ବ୍ୟକ୍ତି, ଯେଉଁ ଲୋକ ମାନଙ୍କ ନାମ ର ପ୍ରଥମ ଅକ୍ଷର ଏହି ନାମରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବୁଦ୍ଧିମାନ ଏବଂ ଚତୁର ହୋଇଥାନ୍ତି । ଏମାନେ କୌଣସି କାର୍ଯ୍ୟ ନିଜ ମସ୍ତିଷ୍କ ରୁ ହିଁ କରିଥାନ୍ତି । ଏବଂ ଏମାନେ ବହୁତ ସାହସୀ ମଧ୍ୟ ହୋଇଥାନ୍ତି । ଏମାନେ ନିଜକୁ କୌଣସି ମାଲିକ ଠାରୁ କମ ଭାବନ୍ତି ନାହିଁ । ଏବଂ ଏହି ନାମ ଥିବା ବ୍ୟକ୍ତି ନିଜର କାରୋବାର କରିଦେଇଥାନ୍ତି ।

୪;- S ନାମ ଥିବା ବ୍ୟକ୍ତି, ଯେଉଁ ଲୋକ ମାନଙ୍କ ନାମର ପ୍ରଥମ ଅକ୍ଷର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ମାଲିକ ହେବା ନିମନ୍ତେ ହିଁ ଜନ୍ମ ନେଇଥାନ୍ତି । ଏବଂ ଏହି କଥାର ପୁଷ୍ଟି ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ କରାଯାଇଅଛି ଯେ ଏହି ନାମର ଲୋକେ ଜନ୍ମ ରୁ ହିଁ ମାଲିକ ହୋଇଥାନ୍ତି ।

୫;- V ନାମ ଥିବା ବ୍ୟକ୍ତି, ଏହି ଅକ୍ଷର ଥିବା ନାମର ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି । ଏବଂ ଏମାନଙ୍କ ମସ୍ତିଷ୍କ ମଧ୍ୟ ବହୁତ ତେଜ ହୋଇଥାଏ । ଏହି ନାମର ବ୍ୟକ୍ତି ନିଜର ସମସ୍ତ ସଫଳତା କୁ ଶୀଘ୍ର ପ୍ରାପ୍ତ କରିବା ନିମନ୍ତେ ବିଶ୍ଵାସ ରଖିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *