କୁକୁରକୁ ଡରି ଗାଡି ପିଟି ଦେଲେ… ଦେଖନ୍ତୁ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାମୁଡିବା ପାଇଁ ଗୋଡାଇଲା କୁକୁର ! ଭୟରେ ସ୍କୁଟି ଯାଇ କାରରେ ପିଟିହୋଇଗଲା । ତେବେ ସୂଚନା ମୁତାବିକ ଜଣେ ମହିଳା ସ୍କୁଟି ଚଳାଇ ଯାଉଥିଲେ । ତାଙ୍କ ପଛରେ ଅନ୍ୟ ଜଣେ ମହିଳା ଓ ଆଗରେ ଜଣେ ଛୋଟ ପିଲାଟି ମଧ୍ୟ ଥିଲା । ତେବେ ଏହାରି ମଧ୍ୟରେ ବ୍ରହ୍ମପୁର ଗାନ୍ଧୀନଗର ଛକର ରାସ୍ତା ପାଖରେ ସ୍କୁଟି ଗାଡିରେ ବସି ଯାଉଥିବା ସମୟରେ ତାଙ୍କ ଉପରେ କୁକୁର ମାନଙ୍କର ନଜର ପଡିଥିଲା ।

ତେବେ ଗୋଟିଏ କି ୨ ଟି ନୁହେଁ । ଏକାବେଳକରେ ଦଳେ କୁକୁରଙ୍କ ନଜର ସ୍କୁଟି ଗାଡିରେ ବସି କରି ଯାଉଥିବା ଲୋକଙ୍କ ଉପରେ ପଡିଯାଇଥିଲା । ତେବେ ସେମାନଙ୍କୁ ଆକ୍ରମଣ କରିବାକୁ ଯାଇ ଦଳେ କୁକୁର ଚଳନ୍ତା ସ୍କୁଟି ପଛରେ ଧାଇଁ ଥିଲେ । ତେବେ ଗାଡି ଚଲାଉଥିବା ମହିଳା ଜଣଙ୍କ କୁକୁର ଦଳଙ୍କୁ ନିଜ ଗାଡି ପଛରେ ଦୌଡିବାର ଆସିବାର ଦେଖି ଅତ୍ୟନ୍ତ ଭାବରେ ଭୟଭୀତ ହୋଇଯାଇଥିଲେ । ତାପରେ ନିଜର ଗାଡିର ବେଗକୁ ଅଧିକ ମାତ୍ରାରେ ବଢାଇ ଦେଲେ ।

ତାପରେ ଗାଡିର ବେଗ ଅଧିକ ବଢାଇବା ଦ୍ଵାରା ମହିଳା ଜଣଙ୍କ ଗାଡିର ଭାରସାମ୍ୟ ହରାଇ କାର ପଛରେ ମାଡ କରିଦେଇଥିଲେ । ତାପରେ ଗାଡିଟି କାର ପଛରେ ମାଡ ହୋଇଯିବା ଦ୍ଵାରା ଗାଡିରେ ବସିଥିବା ଲୋକେ ଛିଟିକି ପଡିଥିଲେ । ତାପରେ ଗୋଡାଇ ଗୋଡାଇ ଆସିଥିବା କୁକୁର ମାନେ ଏମାନଙ୍କୁ ପଡିବାର ଦେଖି ସେମାନେ କୁକୁର ଦଳ ପଛକୁ ପୁଣି ଥରେ ଫେରିଯାଇଥିଲେ । ତେବେ କୁକୁର ମାନଙ୍କର ଆକ୍ରମଣାତ୍ମକ ଶିକାର କିଏ ବି କେଉଁ ସମୟରେ ହୋଇଯିବ ।

ତାହା ତ କେହି ମଧ୍ୟ କହିପାରିବେ ନାହିଁ । ହେଲେ ଏଠାରେ ଆପଣ ମାନଙ୍କୁ କହି ରଖିବା ପାଇଁ ଚାହୁଁଛୁ କି । ଯେତେବେଳେ ବାହାରର ବୁଲା କୁକୁର ଆପଣଙ୍କୁ ଆକ୍ରମଣ କରିବାକୁ ଆସୁଛି ବୋଲି ଜାଣିବାକୁ ପାଉଛନ୍ତି । ସେତେବେଳେ ଅଧିକ ମାତ୍ରାରେ ବିଚଳିତ ନହୋଇ ସାମାନ୍ୟ ଭାବରେ ସ୍ତିର ରହି ଉପଯୁକ୍ତ ବୁଦ୍ଧି ଖଟାଇ କୁକୁରଙ୍କୁ ସେହି ସ୍ଥାନରେ ଘଉଡାଇବାକୁ ଚେଷ୍ଟା କରନ୍ତୁ ।

ନଚେତ ଯଦି କୁକୁରକୁ ଦେଖି ଲୋକ ଦୌଡିବ କୁକୁର ସନ୍ଦେହ କରି ଅଧିକ ପଛରେ ପଡି ଗୋଡାଇବାକୁ ଚେଷ୍ଟା କରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ଅଧିକ ସୂଚନା ନିମନ୍ତେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *