ବିଶ୍ଵ କ୍ରିକେଟ ଇତିହାସରେ ପ୍ରଥମ ! No ବଲ୍ ରେ ଆଉଟ ! ଜାଣନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଶ୍ଵରେ ପ୍ରଥମ ନୋ ବଲ୍ ରେ ଆଉଟ ! ତେବେ ସୂଚନା ମୁତାବିକ ଗତ କାଲି ମୁମ୍ବାଇ  ଇଣ୍ଡିଆନ ଓ ରୋୟାଲ ଚାଲେଞ୍ଜର୍ଷ ବାଙ୍ଗୋଲୋର ମଧ୍ୟରେ IPL ୨୦୨୩ ମ୍ଯାଚର ପଞ୍ଚମ ମ୍ଯାଚ ଖେଲାଯାଇଥିଲା । ତେବେ IPL ମ୍ଯାଚ ପାଇଁ ସବୁଆଡେ ଉତ୍ସାହର ମହୋଲ ଖେଳିଯାଇଛି । ତେବେ ବିଶେଷ କରି କ୍ରିକେଟ ପ୍ରେମୀ ମାନେ ନିଜ ନିଜ ପସନ୍ଦର ଦଳକୁ IPL କ୍ରିକେଟ ମଇଦାନରେ ଦେଖିବା ପାଇଁ ବେଶ ମାତ୍ରାରେ ଆଗ୍ରହର ସହିତ ଅଛନ୍ତି ।

ଯାହାକୁ ନେଇ କ୍ରିକେଟର କ୍ରେଜ ଆହୁରି ମାତ୍ରରେ ବଢିଯାଉଛି । ତେବେ ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର ମଧ୍ୟରେ ହୋଇଥିବା ମ୍ଯାଚରେ ରୋୟାଲ ବାଙ୍ଗୋଲୋରର ବ୍ୟାଟ୍ସମ୍ୟାନ ଛକା ଓ ଚଉକାର ବର୍ଷଣ କରିଥିଲେ । ଏହାର ବିପକ୍ଷରେ ଇଣ୍ଡିଆନ ପ୍ଲେୟର ସୂର୍ଯ୍ୟକୁମାର ଯାଦଭ ନୋ ବଲ୍ ରେ ଆଉଟ ହୋଇଯାଇଥିଲେ । ଯାହା ଦ୍ଵାରା କ୍ରିକେଟରେ ଏକ ନୂଆ ହଇଚଇ ସୃଷ୍ଟି କରିଛି ।

ଯାହାର କି ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ହୋଇ ଯାଉଛି ।  ତେବେ ଏହାର ପ୍ରଭାବରେ ଅମ୍ପେୟାରଙ୍କୁ କିନ୍ତୁ ଫ୍ୟାନ୍ସ ମାନେ ଗାଳି ବର୍ଷଣ କରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର ମଧ୍ୟରେ ହୋଇଥିବା ମ୍ଯାଚଟିରେ ରୋୟାଲ ବାଙ୍ଗଲୋରର ଅଧିନାୟକ ଟସ ଜିତି ପ୍ରଥମେ ଫିଲ୍ଦିଙ୍ଗ ଆରମ୍ଭ କରିଦେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ  ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ପ୍ରଥମ ଇନିଙ୍ଗ୍ସରେ ରୋହିତ ଶର୍ମା ଓ ଈଶାନ କିଷାନ ଆଉଟ ହୋଇଯାଇଥିଲେ ।  ତାପରେ ୪ ନମ୍ବରରେ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦଭ ମଇଦାନକୁ ଆସିଥିଲେ । ମୁମ୍ବାଇ ଇନିଙ୍ଗ୍ସର ଅଷ୍ଟମ ଓଭରରେ ସୂର୍ଯ୍ୟକୁମାର ଯାଦଭ ବାସୱେଲଙ୍କ ବଲରେ ଅଫ ସାଇଡରେ ଏକ ସଟ ମାରିଥିଲେ । ତେବେ ବଲ୍ ଟି ପବନରେ ଥିବା ବେଳେ ଫିଲଡର ଏହାକୁ ଧରି ପକାଇଥିଲେ ।

ତେବେ ଏହାପରେ ଅମ୍ପୟାର ଏହି ବଲ୍ କୁ ନୋ ବଲ୍ କି ନାହିଁ ଚେକ କରୁଥିବା ବେଳେ କ୍ଲିୟର ନୋ ବଲ୍ କୁ ଆଉଟ ଦେଇଥିଲେ । ଯାହାର କି ଦୃଶ୍ୟ କ୍ରିକେଟ ଜଗତରେ ଏକ ନୂଆ ଟ୍ଵିଷ୍ଟ ଆଣିଦେଇଥିଲା । ଏହା ସହ ଏହି ଦୃଶ୍ୟଟି ଅଧିକ ଭାଇରାଲ ହୋଇଯାଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ କ୍ରିକେଟ ଜଗତର ଲାଟେଷ୍ଟ ଅପଡେଟ ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *