ସମୁଦ୍ର ତଳେ କେମିତି ଜୀବନ ବିତାନ୍ତି ଭାରତୀୟ ସୈନିକ ? ଜାଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଦେଶକୁ ସୁରକ୍ଷା ଦେବାରେ ସୈନିକ ମାନଙ୍କର ଭୂମିକା ଅଗ୍ରଣୀ ଅଟେ । ଯେପରି ସ୍ତଳରେ, ବାୟୁରେ କିମ୍ବା ଜଳରେ ଏହି ୩ ଭାଗରେ ସେନା ମାନେ ବଣ୍ଟା ହୋଇଯାଇଥାନ୍ତି । ତେବେ ଯେଉଁ ମାନେ ଜଳ ଭାଗରେ ରହି ଦେଶକୁ ସୁରକ୍ଷା ଦେଇଥାନ୍ତି । ସେମାନଙ୍କୁ ପୁନଶ୍ଚ ୨ ଭାଗରେ ବିଭାକ କରାଯାଇଥାଏ । ଯେପରି କିଛି ନୌସେନା ଜାହାଜରେ ସମୁଦ୍ରର ଉପର ଭାଗରେ ରହିଥାନ୍ତି ।

ଅନ୍ୟ ନୌସେନା ମାନେ ସମୁଦ୍ରର ହଜାର ଫୁଟ ଗଭୀର ତଳେ ବୁଡାଜାହାଜ ରହି ଦେଶକୁ ସୁରକ୍ଷା ଦେଇଥାନ୍ତି । ତେବେ ଚାଲନ୍ତୁ ସେହିପରି ସମୁଦ୍ର ମଧ୍ୟରେ ମାସ ମାସ କାଳ କିପରି ଭାବରେ ନୌସେନା ମାନେ ରହିଥାନ୍ତି । ସେହିପରି ବିଷୟରେ ଆଲୋଚନା କରିବା । ତେବେ କୌଣସି ପାଣି ମିଶନରେ ଯିବାର ବ୍ୟବସ୍ଥା କରାଗଲେ । ବୁଡା ଜାହାଜରେ କିଛି ବିଶେଷ ସେନା ମାନେ ବସି ସମୁଦ୍ରର ବହୁ ଗଭୀର ମଧ୍ୟକୁ ଯାଇ ଦେଶର ସୁରକ୍ଷା କରିବା ସହ ପ୍ରତ୍ଯେକଟି ମୂହୁର୍ତ୍ତରେ ଅପଡେଟ ପଠାଇ ଥାନ୍ତି ।

ସେମାନଙ୍କର ଏହି ମିସନ କେତେ ମାସ ପର୍ଯ୍ୟନ୍ତ ଜାରୀ ରହିବ । ସେମାନଙ୍କର ସେନା ମୁଖ୍ୟ ଅଧିକାରୀ ଏହି ବିଷୟରେ ଜାଣିଥାନ୍ତି । ତେବେ ମାସ ମାସ କାଳ ସମୁଦ୍ର ମଧ୍ୟରେ ରହିବା ପାଇଁ ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିଥାଏ । ଯେପରି ଖାଦ୍ୟ, ପାନୀୟ ଓ ଡାକ୍ତର ଆଦି ସୁବିଧା ସେମାନଙ୍କ ପାଇଁ ତାଙ୍କ ସହ ପଠା ଯାଇଥାଏ । ତେବେ ମିସନ ସମୟରେ ବୁଡ ଜାହାଜ ମଧ୍ୟରେ ସେନା ମାନେ ରହିଥିବା ବେଳେ ସେମାନଙ୍କ ପ୍ରତ୍ଯେକଟି କାର୍ଯ୍ୟକୁ କଣ୍ଟ୍ରୋଲ ରାମରେ ଅନୁଧ୍ୟାନ କରାଯାଇଥାଏ ।

ସେମାନେ ସାଙ୍ଗରେ ନିଥିବା ଖାଦ୍ୟ ଓ ପାଣିକୁ ଜମାରୁ ମଧ୍ୟ ନଷ୍ଟ କରନ୍ତି ନାହିଁ । କାରଣ ଯଦି ଏହା ସରିଯିବ ତେବେ ଏତେ ଦିନର ମିଶାଣ ମଧ୍ୟରେ ସମୁଦ୍ର ମଧ୍ୟରୁ ଖାଦ୍ୟ କୁଆଡୁ ଆସିପାରିବ । ଏହା ସହିତ ସାଙ୍ଗରେ ନେଇଥିବା ପାଣିକୁ ମଧ୍ୟ ଦରକାର ଠାରୁ ଯଥେଷ୍ଟ କମ୍ ବ୍ୟବହାର କରିଥାନ୍ତି । କାରଣ ସମୁଦ୍ରର ପାଣି ତ ଲୁଣିଆ ହୋଇଥାଏ । ସେହି ପାଣି ବ୍ୟବହାର ଯୋଗ୍ୟ ତ ନୁହେଁ ।

ଯଦି ସେହି ସେନା ମାନଙ୍କର ସ୍ଵାସ୍ଥଗତ କିଛି ସମସ୍ଯାମାନ ଆସିଥାଏ । ତେବେ ତାଙ୍କ ସାଙ୍ଗରେ ତାଙ୍କ ସ୍ଵାସ୍ଥ ସୁରକ୍ଷାରେ ଯାଇଥିବା ଡାକ୍ତର ସଙ୍ଗେ ସଙ୍ଗେ କାର୍ଯ୍ୟରେ ଆସିଥାନ୍ତି । ଯଦି ବହୁତ ଦିନ ପର୍ଯ୍ୟନ୍ତ ମିଶନ ଟି ଜାରୀ ରହିଥାଏ । ତେବେ ଦରକାର ପଡିଲେ ସମୁଦ୍ରର ଗଭୀର ମଧ୍ୟରୁ କିଛି ସମୟ ପାଇଁ ଜାହାଜକୁ ପାଣି ଉପର ସ୍ତରକୁ ଆଣି ପୁଣି ଥରେ ତଳ ସ୍ତରକୁ ନିଆଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *