ପାକିସ୍ତାନ ଉପରେ ମିଶାଇଲ ମାଡ କଲା ଭାରତ, ଆଉଆ ତା’ପରେ ଯାହା କହିଲା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ପ୍ରଥମେ ୟୁକ୍ରେନ ସହ କେତୋଟି ନାଟୋ ଦେଶ ଥିଲେ ହେଲେ ଋଷ ରାଷ୍ଟ୍ରପତି ପୁଟିନଙ୍କ ଧମକ ପରେ ସବୁ ଦେଶ ୟୁକ୍ରେନକୁ ଏକା କରିଦେଲେ । ଏବେ ଋଷ ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରି ନଷ୍ଟ କରିସାରିଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ପାକିସ୍ତାନ ଉପରେ ଭାରତ ମିଶାଇଲ ମାଡ କରିଛି । ବୈଷୟକ ତ୍ରୁଟି ଯୋଗୁଁ ଏପରି ହୋଇଥିବାରୁ ଦୁଃଖ ପ୍ରକାଶ କରିଛି ଭାରତ । ଗତ ଗୁରୁବାର ଦିନ ପାକିସ୍ତାନ ଅଭିଯୋଗ କରିଥିଲା ଯେ, ଭାରତ ଆଡୁ ଏକ ମିଶାଇଲ ଆସି ପାକିସ୍ତାନରେ ପଡିଥିଲା । ବନ୍ଧୁଗଣ ଏହା ପରେ ଏହି ଖବର ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ତେବେ ଏହା ପରେ ଭାରତ ତରଫରୁ ଦିଆଯାଇଛି ସ୍ପର୍ଷ୍ଟି କାରଣ । ଭାରତ ସୂଚନା ଦେଇଛି ଦୁର୍ଘଟଣା ବଶତଃ ମିଶାଇଲ ଫାୟାର ହୋଇଯାଇଥିଲା । ଡିଆ ରିପୋର୍ଟସ ଅନୁସାରେ ମାର୍ଚ୍ଚ ୯ ତାରିଖରେ ମିଶାଇଲ ରକ୍ଷଣ ବେକ୍ଷଣ ସମୟରେ ବୈଷୟିକ ତ୍ରୁଟି ଯୋଗୁଁ ମିଶାଇଲ ଫାୟାର ହୋଇଥିଲା । ତେବେ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କହିଛି, ଆଶ୍ଵସ୍ତିର ବିଷୟ ଏଥିରେ କେହିବି ମୃତାହତ ହୋଇ ନାହାନ୍ତି । ତେବେ ଏହି ଖବରଟି ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *