ପାକିସ୍ତାନର କଳା ସତ ! ଜାଣିଲେ ଆପଣଙ୍କ ହୋସ ଉଡିଯିବ, ବିଶ୍ଵାସ ହେଉନଥିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଯେତେବେଳେ ଭାରତ ଓ ପାକିସ୍ତାନ ଅଲଗା ହୋଇଥିଲା ସେତେବେଳେ ଲୋକ ମାନେ ନିଜ ଅନୁସାରେ କେଉଁ ଦେଶକୁ ଯିବେ ବାଛି ଥିଲେ । ହେଲେ କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ନିଜ ସ୍ଥାନରେ ରହିଥିଲେ । ପାକିସ୍ତାନ ପତାକାରେ ଏକ ଧଳା ଚିହ୍ନ ଅଛି ତାହା ପାକିସ୍ତାନରେ ଥିବା ହିନ୍ଦୁ ଓ ଇସାଇ ଧର୍ମ ଆଡିକୁ ବୁଝାଏ । ହେଲେ ସେହି ସମୟରେ ପାକିସ୍ତାନରେ ହିନ୍ଦୁ ମାନେ ସୁରକ୍ଷିତ ନଥିଲେ ।

ହିନ୍ଦୁ ମାନଙ୍କ ଉପରେ ଅ-ତ୍ୟା-ଚା-ର କରାଯାଉଥିଲା । ତେଣୁ ୧୪ ଅଗଷ୍ଟ ୧୯୪୭ ମସିହାରେ ୪୪ ଲକ୍ଷ ହିନ୍ଦୁ ଭାରତ ଆସିଯାଇଥିଲେ । ଅନ୍ୟ ପକ୍ଷରେ ଭାରତରୁ ୪.୧ କୋଟି ମୁସଲମାନ ପାକିସ୍ତାନ ଚାଲିଯାଇଥିଲେ । ୧୯୫୧ରେ ହୋଇଥିବା ଜନଗଣନା ଅନୁସାରେ ପାକିସ୍ତାନରେ ହିନ୍ଦୁଙ୍କ ଜନ ସଂଖ୍ୟା ୧.୬ ପ୍ରତିଶତ ଥିଲା ଓ ବାଙ୍ଗଲାଦେଶରେ ହିନ୍ଦୁଙ୍କ ସଂଖ୍ୟା ୨୨ ପ୍ରତିଶତ ଥିଲା ।

୪୭ ବର୍ଷ ପରେ ପୁଣି ଜନଗଣନା ହୋଇଥିଲା ସେତେବେଳେ ମଧ୍ୟ ହିନ୍ଦୁ ମାନଙ୍କ ସଂଖ୍ୟା ୧.୬ ପ୍ରତିଶତ ଥିଲା । ହେଲେ ବାଙ୍ଗଲାଦେଶରେ ହିନ୍ଦୁ ମାନଙ୍କର ସଂଖ୍ୟା ୨୨ ପ୍ରତିଶତରୁ କମି ୧୦ ପ୍ରତିଶତ ହୋଇ ଯାଇଥିଲା । ବନ୍ଧୁଗଣ ୪୭ ବର୍ଷ ପରେ ମଧ୍ୟ ପାକିସ୍ତାନରେ ସେତିକି ହିନ୍ଦୁ ଅଛନ୍ତି ଏହା ଏକ ଆଶ୍ଚର୍ଯ୍ୟ କଥା । ପାକିସ୍ତାନ ସ୍ଵାଧୀନ ହେବ ପରଠାରୁ ୨୦୧୪ ପର୍ଯ୍ୟନ୍ତ ସେଠାରେ ଥିବା ହିନ୍ଦୁ, ଖ୍ରୀଷ୍ଟିୟାନ ଓ ଇସାଇ ମାନେ ଅ-ତ୍ୟା-ଚା-ର ସ-ହୁ-ଥି-ଲେ ।

ସେହି ସମୟରେ ହିନ୍ଦୁ ମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଥିଲା । ଅନ୍ୟ ଧର୍ମର ମହିଳା ମାନଙ୍କୁ ବ-ଳା-ତ-କା-ର କରାଯାଉଥିଲା । ଐତିହାସିକ ମନ୍ଦିର ଓ ଗୀର୍ଜା ଘର ଆଦିକୁ ଭ-ଙ୍ଗା ଯାଉଥିଲା । ଯାହାଫଳରେ କିଛି ହିନ୍ଦୁ ଭାରତକୁ ଆସିଯାଇଥିଲେ ଓ ପାକିସ୍ତାନର କଳା ସତ ବିଷୟରେ କହିଥିଲେ । ହିନ୍ଦୁ ଛାତ୍ରୀ ମାନଙ୍କୁ ସ୍କୁଲରେ ବହୁତ ଅ-ତ୍ୟା-ଚା-ର କରାଯାଉଥିଲା । ସ୍କୁଲ ଆଦିରେ ହିନ୍ଦୁ ଧାର୍ମିକ ଗ୍ରନ୍ଥ ଗୁଡିକର ଉପହାସ କରା ଯାଉଥିଲା ।

 

ବର୍ତ୍ତମାନ ଭାରତ ସରକାର ଏକ ନୂଆ ଯୋଜନା କରୁଛନ୍ତି । ପାକିସ୍ତାନରେ ଥିବା ହିନ୍ଦୁ ଲୋକଙ୍କ ପାଇଁ ଆଧାର କାର୍ଡ ଓ ପ୍ୟାନ କାର୍ଡ କରାଯିବ । ଜୁଲାଇ ୧୦ ତାରିଖ କରାଚିରେ ଅନେକ ହିନ୍ଦୁ ମାନଙ୍କୁ ତାଙ୍କ ଘରୁ ବାହାର କରଯାଇଥିଲା ଓ ଅ-ତ୍ୟା-ଚା-ର କରଯାଇଥିଲା । ପାକିସ୍ତାନରେ ହିନ୍ଦୁ ମାନଙ୍କୁ ଭଡା ଘର ମିଳେ ନାହିଁ ଓ ସରକାରୀ ଚାକିରି ମଧ୍ୟ ମିଳେ ନାହିଁ । ପାକିସ୍ତାନରେ ଜମି କିଣିବା ପାଇଁ ମଧ୍ୟ ହିନ୍ଦୁ ମାନଙ୍କୁ ନିଜ ଧର୍ମ ପରିବର୍ତ୍ତନ କରିବାକୁ ପଡିଥାଏ ।

ପାକିସ୍ତାନରେ ହିନ୍ଦୁ ମାନେ ନିଜ ପରିଜନଙ୍କ ଅ-ନ୍ତି-ମ ସ-ତ୍କା-ର ହିନ୍ଦୁ ରୀତିନୀତି ସହ କରି ପାରୁ ନାହାନ୍ତି । ୮୦ ପ୍ରତିଶତ ହିନ୍ଦୁ ନିଜ ପରିଜନ ମାନଙ୍କର ମୃ-ତ୍ୟୁ ପରେ ତାଙ୍କ ଶରୀରକୁ କ-ବ-ର-ରେ ପୋ-ତି ଦିଅନ୍ତି । ଏହାର ମୁଖ୍ୟ କାରଣ ହେଉଛି ଦରିଦ୍ରତା କାରଣ ଅ-ନ୍ତି-ମ ସ-ତ୍କା-ର ପାଇଁ ୮୦୦୦ ଟଙ୍କା ଲାଗିଥାଏ ଯାହାକୁ ଅଧିକାଂଶ ହିନ୍ଦୁ କରିପାରନ୍ତି ନାହିଁ ।

ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାର ସେମାନଙ୍କ ସଂଖ୍ୟାକୁ କମ କରି ମୁସଲମାନ ମାନଙ୍କ ସଂଖ୍ୟାକୁ ଅଧିକ କରିଥାଏ । ବନ୍ଧୁଗଣ ୨୦୦୬ ରୁ ୨୦୦୯ ମଧ୍ୟରେ ପାକିସ୍ତାନରୁ ପାଖା ପାଖି ୫୦୦୦ ହିନ୍ଦୁ ଭାରତ ଆସିଯାଇଥିଲେ । ଆସିବାର କାରଣ ଆପଣ ମାନେ ଜାଣିପାରୁଥିବେ । ତା ହେଲେ ବନ୍ଧୁଗଣ ଏହା ହେଉଛି ପାକିସ୍ତାନର କଳା ସତ ।

Leave a Reply

Your email address will not be published. Required fields are marked *