Sidharth Shukla ଙ୍କ ଯିବା ପରେ Shehnaaz Gill ଙ୍କ ଅବସ୍ଥା ଦେଖି ରାଗିଗଲେ Disha Parmar & Zareen Khan, କହିଲେ କିଛି ଏମିତି, ଦେଖନ୍ତୁ Video

ବନ୍ଧୁଗଣ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃ-ତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମାନଙ୍କ ଉପରେ ଦୁଃଖର ପାହାଡ ଭା-ଙ୍ଗି ଯାଇଛି । ଖାସ କରି ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ତାଙ୍କ ମା ଓ ସେହେନାଜ ଗିଲ ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛନ୍ତି । ସେହେନାଜ ଓ ସିଦ୍ଧାର୍ଥ ପରସ୍ପରକୁ ପ୍ରେମ କରୁଥିଲେ । କୁହାଯାଉଛି ଯେ, ଘଟଣା ଦିନ ସେହେନାଜ ସିଦ୍ଧାର୍ଥଙ୍କ ସହ ଥିଲେ । ସିଦ୍ଧାର୍ଥଙ୍କ ମୃ-ତ୍ୟୁ ପରେ ମି-ଡି-ଆ ବାଲା ସେହେନାଜଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ବହୁତ ଖୋଜି ଥିଲେ ଓ ଯେତେବେଳେ ସେହେନାଜ ସାମ୍ନାକୁ ଆସିଲେ ସେତେବେଳେ ମି-ଡି-ଆ ବାଲା ସମସ୍ତ ସୀମା ପାର କରିଦେଲେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-କୁ ଦେଖିଲେ ଆପଣ ମାନେ ବି ରାଗିଯିବେ । ବନ୍ଧୁଗଣ ଭି-ଡି-ଓରେ ସେହେନାଜ ସିଦ୍ଧାର୍ଥଙ୍କ ଅ-ନ୍ତି-ମ ସ-ତ୍କା-ର-କୁ ଆସୁଥିବା ବେଳେ ତାଙ୍କୁ ସଂପୂର୍ଣ୍ଣ ଭାବରେ ମି-ଡି-ଆ ବାଲା ଘେରି ଯାଉଛନ୍ତି ଓ ପ୍ରଶ୍ନ ପଚାରୁ ଛନ୍ତି । ଭି-ଡି-ଓ-ରେ ସେହେନାଜ ଗିଲଙ୍କ ଅବସ୍ତା ବହୁତ ଖରାପ ନଜର ଆସୁଛି ।

ଭି-ଡି-ଓ-ରେ ସେହେନାଜ କାନ୍ଦୁ ଥିବାର ନଜର ଆସୁଛନ୍ତି ଓ ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛନ୍ତି ହେଲେ ସେହି ସମୟରେ ମି-ଡି-ଆ ବାଲାଙ୍କର ଏହି ବ୍ୟବହାର ଦେଖି ବହୁତ ଦୁଃଖ ଲାଗୁଛି ।ମି-ଡି-ଆ ବାଲାଙ୍କର ଏହି କାମକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ମି-ଡି-ଆ ବାଲାଙ୍କ ଏହି ବ୍ୟବହାର ପାଇଁ କେତେକ ବଲିଉଡ ସେଲିବ୍ରେଟି ମାନେ ମଧ୍ୟ ଭଡକି ଯାଇଛନ୍ତି । ଦିଶା ଫରମାର ଓ ଜରିନ ଖାନ ଏନେଇ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଦିଶା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟରେ ଏକ ପୋ-ଷ୍ଟ ସେ-ୟା-ର କରି ଲେଖିଛନ୍ତି-‘ମୁ କ୍ୟାମେରାକୁ ଦେଖିଲି । ଭି-ଡି-ଓ-ରେ ସେହେନାଜ ମଧ୍ୟ ନଜର ଆସୁଛନ୍ତି । ଭି-ଡି-ଓ କରିବା ପାଇଁ କେତେ ତଳକୁ ଖସି ପାରିବେ ଏମାନେ’ । ବନ୍ଧୁଗଣ ଅନ୍ୟ ପକ୍ଷରେ ଜରିନ ଖାନ ମଧ୍ୟ ଏକ ପୋ-ଷ୍ଟ ସେ-ୟା-ର କରିଛନ୍ତି ।

ଜରିନ ନିଜ ପୋଷ୍ଟରେ ଲେଖିଛନ୍ତି-‘ ଗୋଟେ ମହିଳା ପୂର୍ବରୁ ହିଁ କଷ୍ଟରେ ଅଛି । ଆପଣ ମାନଙ୍କ ଏହି ବ୍ୟବହାର ଠିକ ନୁହେଁ । ଏହି ସମୟରେ ସେହେନାଜଙ୍କୁ କିଛି ସମୟ ଦେବା ଉଚିତ । କେମିତି ମଣିଷ ଆପଣ ମାନେ ଆପଣଙ୍କ ପାଖରେ ହାର୍ଟ ନାହିଁ’ ।

Leave a Reply

Your email address will not be published. Required fields are marked *