Raimohan ଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ବୟାନ ଦେଲେ ତାଙ୍କ ପଡୋଶୀ, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ରାଇମୋହନଙ୍କ ମୃତ୍ୟୁ ପରେ ଏବେ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ରାଇମୋହନ ଜଣେ ପ୍ରସିଦ୍ଧ ଓଡିଆ ଅଭିନେତା ରୂପେ ପରିଚିତ । ଦର୍ଶକ ମାନଙ୍କର ବହୁତ ଭଲ ପାଇବା ସେ ପାଇଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରି ଆଉ ଯାତ୍ରା ଜଗତରେ କାମ କରି ସୁନାମ ଅର୍ଜନ କରିଥିଲେ ଆଉ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଗତ କିଛି ସମୟ ତଳେ ରାଇମୋହନ ଆତ୍ମହତୟଆ ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍ସ ମାନେ ଭାଙ୍ଗି ପଡିଛନ୍ତି । ତେବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ରାଇମୋହନଙ୍କ ଆତ୍ମହତୟଆ କରିବା ପଛରେ କଣ କାରଣ ରହିଛି । ଆଉ ଏହାରି ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଗଣମାଧ୍ୟମ ସାମ୍ନାରେ ନିଜ ଦୁଃଖ ପ୍ରକାଶ କରୁଛନ୍ତି ।

ବନ୍ଧୁଗଣ ରାଇମୋହନଙ୍କ ଘର ପାଖରେ ରହୁଥିବା ଜଣେ ପଡୋଶୀ ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ଦେଇଛନ୍ତି । ପଡୋଶୀ ମହିଳା ଜଣକ ଯାହା ସବୁ କହିଛନ୍ତି ତାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ପଡୋଶୀ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୁଁ ରାଇ ଭାଇଙ୍କର ବହୁତ ପାଖ ଲୋକ । ମୁଁ ନିକଟରେ ତାଙ୍କୁ ପ୍ରତିଦିନ ଭେଟିଛି ।

ମୋତେ ସେ ସାନ ଭଉଣୀ ଠାରୁ ବି ଅଧିକ ବହୁତ ଭଲ ପାନ୍ତି । ଆଜି ମୁଁ ବିଶ୍ଵାସ କରିପାରୁନି ଯେ ରାଇ ଭାଇ ଆମ ଭିତରେ ନାହାନ୍ତି । ଆଉ ସେ ଆତ୍ମହତୟଆ କରିଛନ୍ତି ଏ କଥା ଶୁଣିଲା ବେଳକୁ ବିଶ୍ଵାସ ହେଉଛି । କିନ୍ତୁ ମୁଁ ଯେହେତୁ ବହୁତ ପାଖରୁ ତାଙ୍କୁ ଦେଖିଛି ତାଙ୍କ ସହ କଥା ହୁଏ ଲକ୍ଷ କରିଛି କିଛି ଦିନ ହେବ ସେ ନିରାଶ ଥିଲେ । ତାଙ୍କ ମନରେ ବୋଧେ ବହୁତ ବଡ ଆଘାତ ଥିଲା ।

ସେ ଆଉ କିଛି ଦିନ ପରେ ମୋତେ କହିଥାନ୍ତେ କିନ୍ତୁ କହି ପାରି ନାହାନ୍ତି ଏଇଟା ମୋର ସବୁଠାରୁ ବଡ ଦୁଃଖ । ମୁଁ ଯାହା ଅନୁମାନ କରେ ତାଙ୍କ ପରିବାର ଭିତରେ କଷ୍ଟ ଥିଲା । ସପ୍ତାହ ତଳେ ଏ ଗଳି ଭିତରକୁ ପୋଲିସ ଗାଡି ଆସିଥିଲା ହେଲେ କଣ ପାଇଁ ଆସିଥିଲା ମୁଁ ଜାଣିନି । ଏତେ ଭିତର କଥା ମୁଁ ଜାଣିନି ଯଦି କହିବି ତ ପୋଲିସ ମୋତେ ଖାଇଯିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *