ଅଭିନେତ୍ରୀ Rani Sahu ଙ୍କ ଚାଞ୍ଚଲ୍ୟକର ଖୁଲାସା ! କହିଲେ ‘ତାଙ୍କ ପାଦ ତଳେ ଲାଗିଛି ..ତାଙ୍କୁ କିଏ ମା- ରିକି …’ ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଓଡିଶା ପାଇଁ ବଡ ଦୁଃଖର ଦିନ ଥିଲା । ବନ୍ଧୁଗଣ ଓଡିଆ ଫିଲ୍ମ ଜଗତର ବରିଷ୍ଠ ଅଭିନେତା ତଥା ଯାତ୍ରା ଜଗତରେ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡା ଗତ କାଲି ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ରାଇମୋହନଙ୍କ ଆତ୍ମହତୟଆ କରି ନିଜ ପ୍ରାଣ ହାରିଲେ । ରାଇମୋହନ ଯିବା ପରେ କେବଳ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ସାରା ଓଡିଶାରେ ଶୋକରର ଛାୟା ଖେଳି ଯାଇଛି । ଗତ କାଲି ପୁରୀର ସ୍ଵର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ହୋଇଛି ।

ବନ୍ଧୁଗଣ ରାଇମୋହନଙ୍କୁ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଆ କଳାକାର ଏବଂ ଓଡିଶା ବାସୀ । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ  ରାଣୀ ସାହୁ  ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁଗଣ ରାଣୀ ସାହୁ ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି-‘ମୁଁ ବିଶ୍ଵାସ କରି ପାରୁନି ମୋତେ ବହୁତ କଷ୍ଟ ଲାଗୁଛି ଯେ ଆମ ଗହଳରେ ଆଉ ରାଇମୋହନ ଭାଇ ନାହାନ୍ତି ।

ଏଇଟା ହେଉଛି ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ଗୋଟେ ପରେ ଗୋଟେ ବରିଷ୍ଠ ସିନେମା କଳାକାର ଆମକୁ ଛାଡି ଚାଲି ଯାଉଛନ୍ତି । ଏ କ୍ଷତି କେବେ ବି ପୂରଣ ହେଇପାରିବନି । ରାଇମୋହନ ଭାଇ ଜଣେ ବହୁତ ଭଲ ମଣିଷ । ସେ ବହୁତ ଷ୍ଟ୍ରଙ୍ଗ ଲୋକ ଆଉ ବହୁତ ହସକୁରା ଲୋକ । ସେ ପୁଣି ଏତେ ବଡ ନିଷ୍ପତ୍ତି ନେବେ ସୁସାଇଡ ଭଳିଆ ଏଇଟେ କେବେ ବି ସମ୍ଭବ ନୁହେଁ ।

ଗୋଟେ ଫଟୋ ଦେଖିଲି ତାଙ୍କର ସେଇ ଫଟୋରେ ତାଙ୍କ ପାଦଟି ତଳେ ଲାଗୁଛି । ମୋତେ ଲାଗୁଛି କିଏ ତାଙ୍କୁ ମାରି ଏମିତି ଟଙ୍ଗେଇ ଦେଇଛନ୍ତି । କେବଳ ମୁଁ ନୁହେଁ ସମସ୍ତ ଓଡିଆ କଳାକାର ଆଉ ଓଡିଶା ବାସୀ ଚାହୁଁଛନ୍ତି ଏହି ମାମଲାଟି ଉଚ୍ଚ ତଦନ୍ତ କରାଯାଉ । ସିବିଆଇ ତଦନ୍ତ କରାଯାଉ ଦୋଷୀ କିଏ ବି ହେଉନା କାହିଁକି ତାକୁ କଠୋରରୁ ଅତି କଠୋର ଦଣ୍ଡ ଦିଆଯାଉ ।

ଆଉ ମୁଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ରାଇମୋହନ ଭାଇଙ୍କୁ ଶାନ୍ତି ଦିଅନ୍ତୁ । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଆଉ ତାଙ୍କ ପରିବାରକୁ ସାହାସ ମିଳୁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଓଡିଆ ଅଭିନେତ୍ରୀ ରାଣୀ ସାହୁ ନିଜ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *