Tapaswini ଙ୍କ ପ୍ରତି ଅନ୍ୟାୟ ଦେଖି Sumit ଙ୍କ ପରିବାର ଉପରେ ବର୍ଷିଲେ ପଡୋଶୀ, କହିଲେ, ‘କବାଟ ପିଟିକି, ଚାବି ଭାଙ୍ଗିକି ତପସ୍ଵିନୀଙ୍କୁ ଘରେ…’ ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖା ଦେଇଛି । ଗତ ଅନେକ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଏବେ ନାରୀ ଶକ୍ତିର ଉତ୍ତେଜନା ଦେଖିବାକୁ ମିଳିଛି । ଓଡିଶା ଏମିତି ବୋଧେ ପ୍ରଥମ ଥର ହୋଇଛି ଯେଉଁଠି ଜଣେ ନାରୀ ନିଜର ଅଧିକାର ପାଇବା ପାଇଁ ଏତେ କଷ୍ଟ ଓ ସଂଘର୍ଷ କରୁଛି । ପ୍ରଥମରୁ ହିଁ ତପସ୍ଵିନୀ ନିଜ ଅଧିକାର ପାଇବା ପାଇଁ ନିଜ ଶଶୁର ଘର ସାମ୍ନାରେ ଧାରଣା ଦେଇ ବସିରହିଥିଲେ ।

କୋର୍ଟ ଏକ ଭଲ ନିଷ୍ପତ୍ତି ନେବା ପରେ ମଧ୍ୟ ସୁମିତ କୋର୍ଟ ନିଷ୍ପତ୍ତିକୁ ଅବମାନନା କରିଛନ୍ତି । କୋର୍ଟ ଉଭୟ ତପସ୍ଵିନୀ ଓ ସୁମିତଙ୍କୁ ଗୋଟିଏ ଘରେ ଏକା ସହ ରହି ବୁଝାବଣା କରିବାକୁ କହିଥିବା ବେଳେ ସୁମିତ ଚମ୍ପଟ ମାରିଥିଲେ ଏବଂ ଏ ପର୍ଯ୍ୟନ୍ତ ସୁମିତ ଲୋକ ମାନଙ୍କ ସାମ୍ନାକୁ ନଆସି ଲୁଚି ରହିଛନ୍ତି । ଗତ ୧୭ ତାରିଖ ଦିନ କୋର୍ଟରେ ତପସ୍ଵିନୀଙ୍କ ପିଟିସନ ଜବାବ ରଖିଥିଲେ ସୁମିତଙ୍କ ଓକିଲ ଏବେ ଆସୁଥିବା ଡିସେମ୍ବର ୨୦ରେ ହେବ ସେସନ କୋର୍ଟର ଶୁଣାଣୀ ।

ବର୍ତ୍ତମାନ ତପସ୍ଵିନୀ ପୁଣି ନିଜ ଶଶୁର ଘର ସାମ୍ନାଏ ଧାରଣା ଦେଇଛନ୍ତି ଓ ତାଙ୍କ ସହ ଛିଡା ହୋଇଛନ୍ତି ପଡୋଶୀ ଲୋକ । ସୁମିତଙ୍କ ଘର ପାଖରେ ଥିବା ପଡୋଶୀ ମହିଳା ମାନେ ଏବେ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୋସିଆଲ ମିଡିଆରେ ଏହି ପଡୋଶୀ ମହିଳା ମାନଙ୍କର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପଡୋଶୀ ମହିଳା ମାନେ କହୁଛନ୍ତି-‘ସୁମିତ ଘର ଭିତରେ ଲୁଚିଛି ଆମେ ଚାବି ଭାଙ୍ଗିକି ଘରେ ପଶି ମାରିବୁ । ଏମାନଙ୍କୁ ଏଭଳି ଦଣ୍ଡ ଦିଆଯିବ ଯେ, କବାଟ ପିଟିକି ଘର ଭିତରେ ଜବରଦସ୍ତି ପଶିବା ଉଚିତ ।

ଆଗକୁ ପଡୋଶୀ ମହିଳା ମାନେ କହୁଛନ୍ତି-‘ଏବେ ଯାହା ପରିସ୍ଥିତି ମୁ ଦେଖୁଛି ସେମାନେ ପରସ୍ପରକୁ ପ୍ରଥମେ ଭଲ ପାଇଲେ ତେଣୁ ସୁମିତ ନିଜ ପତ୍ନୀଙ୍କୁ ଏଭଳି ବାହାରେ ରଖିବା ଉଚିତ ନୁହେଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ପଡୋଶୀ ମହିଳା ମାନେ ଏହି ମାମଲାକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ମାମଲା ଉପରେ ଆପଣ ମାନଙ୍କର ପ୍ରତିକ୍ରିୟା କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *