ପଡିଆରୁ ବାହାରିଲା କୋଟି କୋଟି ଟଙ୍କା, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ ଚର୍ଚାରେ ଅଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ବନ୍ଧୁଗଣ ଦୁନିଆରେ ସମସ୍ତଙ୍କୁ ଟଙ୍କାର ଆବଶ୍ୟକତା ଥାଏ । କାରଣ ଟଙ୍କା ଦ୍ଵାରା ହିଁ ମଣିଷ ଦୁନିଆର ସମସ୍ତ ସୁଖ ସୁବିଧାକୁ ଭୋଗ କରନ୍ତି ।

ଟଙ୍କା ଅର୍ଜନ ପାଇଁ ଲୋକମାନେ ଦିନ ରାତି କଷ୍ଟ କରନ୍ତି । ହେଲେ ଅନ୍ୟ ପକ୍ଷରେ କିଛି ଏପରି ଲୋକ ଅଛନ୍ତି ଯେଉଁ ମାନେ ଟଙ୍କା ପାଇଁ ଲୁ-ଟ-ମା-ର ଓ ଚୋ-ରୀ ଆଦି ଅ-ପ-ରା-ଧ କରନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ମଧ୍ୟ ଟଙ୍କା ସହ ଜଡିତ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ପଡିଆ ମଧ୍ୟରେ କିଛି ଲୋକ ବସି ପୁଳା ପୁଳା ଟଙ୍କାକୁ ଗଣୁ ଛନ୍ତି ।

ସେହି ପଡିଆରେ ପୋଲିସ ଓ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ଅଛନ୍ତି । ଏହି ଭିଡିଓ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି । ଆମେ ଆପଣ ମାନଙ୍କୁ ଏହି ଭିଡିଓ ପଛରେ ଥିବା ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ, ଆଠଗଡ଼ ATM କ୍ୟାସ୍ ଭ୍ୟାନ୍‌ ରୁ ଲୁ-ଟ୍ ହୋଇଥିଲା ।

ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ତିଗିରିଆ ଯାଉଥିବା ବେଳେ ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି ଏକ କାରରେ କିଛି ଦୁର୍ବୁତ୍ତ ଆସି ATM ଭ୍ୟାନ୍ କୁ ଅଟକାଇ ଲୁ-ଟି ନେଇଥିଲେ । ଲୁ-ଟ ପଇସାକୁ ପୁଲିସ ଧ-ରି-ବା ପରେ ଚାଲିଛି ଗଣତି । ଟଙ୍କା ଗଣିବା ସମୟର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *