ଫିଲ୍ମ ଷ୍ଟାଇଲରେ ଗୋଡେଇ ଗୋଡେଇ ATM ଭ୍ୟାନ ଲୁଟେରାଙ୍କୁ ଧରିଲା ପୋଲିସ, ଦେଖନ୍ତୁ ଘଟଣା ସମୟର Exclusive Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ବଡ ଖବର ସାମ୍ନାକୁ ଆସୁଛି ବିଲ ଗଭୀର ଭିତରେ ନଜର ଆସୁଛନ୍ତି ମାଳ ମାଳ ପୋଲିସ । ଗୋଟେ ପଟରେ ଲୁ-ଟେ-ରା-କୁ ଜେ-ରା ଓ ଅନ୍ୟ ପଟରେ ଗଣା ଚାଲିଛି ବିଡା ବିଡା ଟଙ୍କା । ଫିଲ୍ମ ସୁ-ଟି-ଙ୍ଗ ପରିକା ଏହି ଚିତ୍ର କିନ୍ତୁ ପୁରା ରିଅଲ । ବନ୍ଧୁଗଣ ଏହି ଘ-ଟ-ଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମି-ଡି-ଆ ରିପୋର୍ଟସ ଅନୁସାରେ କଟକ ଆଠଗଡ ରୁ ଅନୁଗୁଳ ଅଭିମୁଖେ ଯାଉଥିଲା ସିଏମଏସର ଏଟିଏମ ଟଙ୍କା ବୋଝେଇ ଭ୍ୟାନ । ଦିନ ପ୍ରାୟ ୧ ଥିଲା ସେହି ସମୟରେ ହଠାତ ଏକ ଡିଜାୟର ଗାଡିରେ ଆସି ଏଟିଏମ ଭ୍ୟାନକୁ ଅଟକାଇଥିଲେ ୪ ରୁ ୫ ଜଣ ମୁଖା ପିନ୍ଧା ଲୁ-ଟେ-ରା । ଭ୍ୟାନ ଡ୍ରାଇଭର ସିକ୍ଯୁରିଟି ଓ ଅନ୍ୟ ଦୁଇ କର୍ମଚାରୀ କିଛି ବୁଝିବା ପୂର୍ବରୁ ସେମାନଙ୍କ ମୁଣ୍ଡରେ ବ-ନ୍ଧୁ-କ ଓ ଖ-ଣ୍ଡା ଲଗାଇଥିଲେ ଲୁ-ଟେ-ରା ।

ଲୁ-ଟେ-ରା ଦଳ ଜଣେ ସିକ୍ଯୁରିଟି ଗାର୍ଡକୁ ଗୁରୁତ୍ଵର ଆ-ହ-ତ କରି ଟଙ୍କା ଭର୍ତ୍ତି ଭ୍ୟାନକୁ ହା-ଇ-ଜ୍ୟା-କ କରିନେଇଥିଲେ । ସେହି ସମୟରେ ଘ-ଟ-ଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ ଭ୍ୟାନ କର୍ମଚାରୀ । ଖବର ପାଇବା ପରେ ତୁରନ୍ତ ଲୁ-ଟେ-ରା ମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା ଢେଙ୍କାନାଳ ସଦର ପୋଲିସ । ଅନ୍ୟ ପକ୍ଷରେ ଲୁ-ଟେ-ରା ଭ୍ୟାନରୁ ଟଙ୍କା କାଢି ଅନ୍ୟ ଏକ ଗାଡିରେ ଫେ-ରା-ର ହୋଇଯାଇଥିଲେ ।

ଗାଁ ଗହଳିରେ ପ୍ରାୟ ୪୦ ମିନିଟ ଧରି ଚାଲିଥିଲା ଲୁ-ଟେ-ରା ଓ ପୋଲିସ ମଧ୍ୟରେ ଗୋ-ଡା-ଗୋ-ଡି । ତେବେ ଭୋଯୋଦେଇପୁର ନିକଟରେ ଆଗକୁ ଆଉ ରାସ୍ତା ନପାଇ ଗାଡି ଛାଡି ଫେ-ରା-ର ମା-ରି-ବା-କୁ ଉଦ୍ୟମ କରିଥିଲେ ୪ ଲୁ-ଟେ-ରା । ସେହି ସମୟରେ ଗାଁ ଲୋକଙ୍କ ସହ ମିଶି ତିନି ଲୁ-ଟେ-ରା ସହ ଟଙ୍କା ବାସ୍କକୁ ଧରିଥିଲା ପୋଲିସ । ତେବେ ତିନି ଜଣଙ୍କୁ କା-ବୁ କରାଯାଇଥିବା ବେଳେ ଅନ୍ୟ ଏକ ଜଣ ଫେ-ରା-ର ହୋଇଯାଇଛି ।

ଅଭିଯୁକ୍ତ ମାନେ ନୟାଗଡ, ଢେଙ୍କାନାଳ, କନ୍ଧମାଳ ଓ ଆଠଗଡ ଅଞ୍ଚଳର ବୋଲି ଜଣା ପଡିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *