ଦେଖନ୍ତୁ ହାରିବା ପରେ ହଠାତ କାନ୍ଦିବାକୁ ଲାଗିଲେ Kohli, କିନ୍ତୁ RCB ପାଇଁ କହିଗଲେ କିଛି ଏମିତି…ଶୁଣିଲେ ଆପଣ ବି କରିବେ ସଲାମ !

ବନ୍ଧୁଗଣ ଆଇପିଏଲ ରେସ୍ ରୁ ବାହାରି ଯାଇଛନ୍ତି ରୋୟାଲ ଚ୍ୟାଲେଞ୍ଜର ବେଙ୍ଗାଲୋର । ଗତକାଲି ବେଙ୍ଗାଲୋର ସହ କଲିକତା ନାଇଟ ରାଇଡ଼ର୍ସର ମ୍ୟାଚ ହୋଇଥିଲା ଓ ଏହି ମ୍ୟାଚରେ କଲିକତା ବିଜୟ ହେବା ସହ ବେଙ୍ଗାଲୋର ହାରି ଥିଲା । ଏହି ମ୍ୟାଚରେ ସର୍ବ ପ୍ରଥମେ ବିରାଟ କୋହିଲି ଟସ ଜିତି ଏକ ଭୁଲ ନିଷ୍ପତ୍ତି ନେଇଗଲେ ବ୍ୟାଟିଙ୍ଗ କରିବାର ।

ପ୍ରଥମେ ତ ମ୍ୟାଚ ବହୁତ ଭଲ ଚାଲିଥିଲା ହେଲେ ବିରାଟ ଆଉ ପଡିକଲଙ୍କ ଆଉଟ ପରେ ଆରସିବି ଟିମ ଦୁର୍ବଳ ହୋଇଯାଇଥିଲା । ସେକେଣ୍ଡ ଇନିଙ୍ଗରେ କଲିକତା ବହୁତ ଭଲ ଖେଳିଲା ଅନ୍ତିମ ସମୟରେ ମୋରଗନ ନିଜ ଟିମକୁ ଜିତାଇ ଥିଲେ । ଆରସିବି ହାରିବା ପରେ ଫ୍ୟାନ୍ସ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆରସିବିରେ ଦୁନିଆର ଅନେକ ଦିଗକ ଖେଳାଳି ଅଛନ୍ତି । ବିରାଟ କୋହିଲି କେବଳ ଆରସିବି ନୁହେଁ ସେ ଭାରତୀୟ କ୍ରିକେଟ ଟିମର କ୍ଯାପଟେନ ଅଟନ୍ତି । ହାରିବା ପରେ କ୍ୟାପଟେନ ବିରାଟ କୋହିଲି ଭାବୁକ ହୋଇଯାଇଥିଲେ ଓ ତାଙ୍କ ଆଖି ଛଳଛଳ ହୋଇ ଯାଇଥିଲା । ହାରିବା ପରେ ବିରାଟ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିରାଟଙ୍କ ମତରେ- ‘ମୋତେ ଲାଗୁଛି ମେଡେଲ ଅର୍ଡରସରେ ଯେତେବେଳେ ଆମ ଖେଳାଳି ବୋଲିଙ୍ଗ କରିଲେ ସେତେବେଳର ସମୟ ବହୁତ ଭଲ ଥିଲା । ଖ୍ରୀଷ୍ଟିୟାନ ପୁରା ମ୍ୟାଚକୁ ବଦଳାଇ ଦେଲା । ଆମକୁ ଲାଗୁଥିଲା ଆମ ଟିମ କମବ୍ୟାକ କରିବ ହେଲେ ଏମିତି ହେଲା ନାହିଁ । ଶେଷ ସମୟରେ କଲିକତାକୁ ୨୨ ରନ୍ ମିଳିଗଲା ଏହି କାରଣ ପାଇଁ ଗେମ ବଦଳି ଗଲା । ଶେଷ ଓଭରରେ ଯେତେବେଳେ ଚଉକା ହେଲା ସେତେବେଳେ ସମସ୍ତେ ଜାଣିଗଲେ ଯେ, ଆମେ ହାରିବା’ ।

ଆଗକୁ ବିରାଟ କହିଛନ୍ତି-‘ଆମ ଟିମର ସମସ୍ତ ଖେଳାଳି ନିଜର ୧୦୦ ପ୍ରତିଶତ ଚେଷ୍ଟା ଦେଖାଇଲେ ଏବଂ ମୁ ୧୨୦ ପ୍ରତିଶତ । ସବୁବେଳେ ଟିମକୁ ଜିତାଇବା ପାଇଁ ମୁ ଚାହେଁ ଏହା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ । ମୁ ଆରସିବି ଛଡା ଅନ୍ୟ କୌଣସି ଟିମରେ ଖେଳିବା ପାଇଁ କେବେବି ଭାବି ନାହିଁ । ମୁ ବାସ ଏତିକି ଚାହୁଁଛି ମୁ ଆରସିବି ଟିମ ପାଇଁ ଅଧିକରୁ ଅଧିକ ସଫଳତା ଦେଇପାରିବି । ଆଶା କରୁଛି ଆମ ସମସ୍ତ ଫ୍ୟାନ୍ସ ଏହି ପରିସ୍ଥିତିକୁ ବୁଝିବେ ଓ ଆମକୁ କ୍ଷମା କରିବେ’ ।

Leave a Reply

Your email address will not be published. Required fields are marked *