ପଡିଆ ମଝିରେ ଆଖି ଦେଖାଦେଖି ଠେଲା ଠେଲି, ପୁଣି ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବଡ଼ ଝଗଡା, ମ୍ୟାଚ ଜିତିଲାପରେ RCB ଫ୍ୟାନଙ୍କୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମ୍ଯାଚରେ ବିଜୟ ପରେ RCB ଫ୍ୟାନଙ୍କୁ ଚୁପ କରେଇଦେଲେ ଗମ୍ଭୀର ! ତେବେ ସୂଚନା ମୁତାବିକ ଗତକାଲି LSG ଓ  RCB ମଧ୍ୟରେ ରହିଥିଲା IPL  ୨୦୨୩ ମ୍ଯାଚ । ଯାହାକୁ ନେଇ କ୍ରିକେଟର ମାନେ ମଇଦାନ ଉପରେ ଖେଳ ପଦର୍ଶନ ପାଇଁ ଯେତେ ଏକ୍ସସାଇଟେଡ ଥିଲେ । ତା’ ଠାରୁ ଅଧିକ ନିଜ ନିଜ ଦଳର ଫ୍ୟାନ ମାନେ ଏହି ମ୍ଯାଚଟିକୁ ଦେଖିବା ପାଇଁ ଆଗ୍ରହୀ ରହିଥିଲେ । ତେବେ ଉଭୟ ଦଳ ପକ୍ଷରୁ ନିଜ ନିଜ ସ୍ତରରେ ସମସ୍ତେ ବେଷ୍ଟ ଦେଇଛନ୍ତି ।

ସତ ହେଲେ ସେଥିରୁ ଯେଉଁ ଦଳର ଭାଗ୍ୟର ସାଥ୍ ଦେଇଥିଲା । ସିଏ ହିଁ ମ୍ଯାଚରେ ବାଜି ମାତ କରିନେଇଥିଲେ । ତେବେ LSG ବା ଲକ୍ଷ୍ନୋ ସୁପର ଜ୍ୟାନ୍ଟ୍ସ ମ୍ଯାଚରେ କାଲି ସଫଳତା ହାସଲ କରି RCB କୁ ପଛରେ ପକାଇଦେଇଥିଲା । ତାପରେ କ୍ରିକେଟ ମଇଦାନରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ କ୍ରିକେଟର ଗୌତମ ଗମ୍ଭୀରଙ୍କର ସେହି ଦୃଶ୍ୟଟି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପୁରା ହଇଚଇ ସୃଷ୍ଟି କରିଦେଇଛି ।

ତେବେ ମ୍ଯାଚରେ LSG ଜିତିବା ପରେ RCB ର ଫ୍ୟାନ ମାନଙ୍କୁ ପୁରା ଚୁପ କରେଇ ଦେଇଥିଲେ ଗୌତମ ଗମ୍ଭୀର ।  ତେବେ ମ୍ଯାଚ ଚାଲିଥିବା ସମୟରେ RCB ର ଫ୍ୟାନ ମାନେ RCB ଟିମକୁ ଜିତେଇବା ପାଇଁ ଜୋରଦାର ଚିଅରଅପ କରେଇଦେଇଥିଲୁ । ତାପରେ ମ୍ଯାଚରେ LSG  ଜିତିବା ପରେ ଗୌତମ ଗମ୍ଭୀର RCB ର ଫ୍ୟାନ ମାନଙ୍କୁ ବଡ ବଡ ଆଖି ଦେଖାଇ ପାଟିରେ ହାତ ଦେଇ କହିଥିଲେ ଏକଦମ ଚୁପ ହୋଇଯାଅ ।

ଦେଖିଲ ଆମେ ମାନେ ତମ ପାଟିକୁ ପୁରା ଚୁପ କରିଦେଇଛୁ । ଫାଇନାଲି ଆମ LSG ଦଳର ହିଁ ଜିତ୍ ହୋଇଛି । ତେବେ ସେପରି ଭାବରେ ଦେଖିବାକୁ ଗଲେ । ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେବାର ନଜର ସାମ୍ନାକୁ ଆସିଛି । ହେଲେ ଏଥର ଗମ୍ଭୀର ନଖେଳି ମଧ୍ୟ ନିଜ ଦଳର ଜିତ ଦେଖି ବହୁତଖୁସି ହୋଇଯାଇଥିଲେ ।

ସବୁଠୁ ବଡ କଥା ହେଉଛି, ବିରାଟ କୋହଲୀ ଓ ଗୌତମ ଗମ୍ଭୀର ମିଶିକି ଉଠାଇଥିବା ଫୋଟ ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ ହେବାରେ  ଲାଗିପଡିଛି ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *