Pramila Tripathy ଙ୍କ ବିରୁଦ୍ଧରେ ଦୀପିକାଙ୍କ ସାଂଘାତିକ ଅଭିଯୋଗ, କହିଲେ ‘ଦିନେଶ ଠୁ ଟଙ୍କା ଖାଉଛି ପ୍ରମିଳା, ମୁଁ ଏବେ କାନ୍ଦୁଛି…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ଦିନେଶ ଓ ଦୀପିକାଙ୍କର ପ୍ରସଙ୍ଗକୁ ଅନେକ ମାସ ଏହାରି ମଧ୍ୟରେ ବିତିସାରିଛି । ହେଲେ ଏ ପର୍ଯ୍ୟନ୍ତ ମଧ୍ୟ ଦୀପିକାଙ୍କୁ ନ୍ୟାୟ ମିଳିପାରୁନାହିଁ ବୋଲି ଦୀପିକା ବର୍ତ୍ତମାନ ସମୟରେ ପୁଣି ଥରେ ମୁହଁ ଖୋଲି ଗଣ ମଧ୍ୟମ ସାମ୍ନାରେ ନିଜର ବୟାନ ଦେଇଛନ୍ତି । ତେବେ ଦୀପିକା ଏପରି ଭାବେ ନିଜର କିଛି ପ୍ରତିକ୍ରିୟା ରଖି କହିଛନ୍ତି । ଯେ ପ୍ରେମ ବାହାନାରେ ମୋ ସହ ସମ୍ପର୍କ ରଖି ମୋତେ ବାହା ନହୋଇ ଦିନେଶ ମୋତେ ତା’ ଠାରୁ ଦୂରେଇ ଦେଇଛି ।

ତେଣୁ ପ୍ରଥମରୁ ବି କହିଥିଲି ଆଉ ଆଜି ମଧ୍ୟ କହୁଛି । ଯେ ମୋତେ ଦିନେଶର ସ୍ତ୍ରୀ ଓ  ମୋ ପୁଅକୁ ତା’ ବାପାର ପରିଚୟ ଦିଆଯାଉ ବୋଲି ମୁଁ ନ୍ୟାୟ ମାଗିଆସୁଛି । ସେଥିପାଇଁ ମୁଁ କୋର୍ଟରେ ମଧ୍ୟ ଆବେଦନ କରିଛି । ହେଲେ ଦୀର୍ଘ ଏତେ ମାସ ବିତିସାରିଲା ପରେ ମଧ୍ୟ ମୋତେ କେହି କିଛି ସାହାଜ୍ଯ କରୁ ନାହାନ୍ତି । ଓଲଟା ମୋତେ ମାରି ଦେବା ପାଇଁ ଦିନେଶ ଘର ପରିବାର ଲୋକେ ମଧ୍ୟ ଧମକ ଦେଉଛନ୍ତି ।

ପ୍ରଥମେ ପ୍ରଥମେ ପ୍ରମିଳା ମା’ ମଧ୍ୟ ନିଜର ଲୋକ ପବ୍ଲିସିଟି ପାଇଁ ମୋତେ ଆସି ସାହାଜ୍ଯର ହାତ ନିଜ ଆଡୁ ବଢାଇ ଥିଲେ । ହେଲେ ଏବେ ସିଏ ଦିନେଶ ଘର ଲୋକଙ୍କ ଠାରୁ ଟଙ୍କା ନେଇ ପାଟି ଚୁପ କରି ବସିଯାଇଛନ୍ତି । ମୋତେ ଆଉ ସାହାଜ୍ଯ ଓ ସହଯୋଗ କିଛି ମଧ୍ୟ କରୁନାହାନ୍ତି । କି ମୋ’ ପାଖରେ ମଧ୍ୟ ଠିଆ ହେଇ ସାହସ ମଧ୍ୟ ଦେଉ ନାହାନ୍ତି । ତେଣୁ ମୁଁ ଏଠାରେ ସ୍ପଷ୍ଠ ଭାବରେ ଗଣ ମାଧ୍ୟମ ସାମ୍ନାରେ କହିବା ପାଇଁ ଚାହୁଁଛି ।

ଯେ ପ୍ରମିଳା ମା’ କେବଳ ଆଉ କେବଳ ନିଜର ଲୋକପ୍ରିୟତା ବଢାଇବା ପାଇଁ ପବ୍ଲିସିଟି କରିବା ପାଇଁ ହିଁ ମୋତେ ପ୍ରଥମେ ସାହାଜ୍ଯ କରୁଥିଲେ । ହେଲେ କୁଆଡେ ଗଲା ପ୍ରମିଳା ମାଆ’ ଙ୍କର ସାହାଜ୍ଯ । ଏବେ ମୋତେ କୌଣସି ପ୍ରକାର ହେଲ୍ପ ପ୍ରମିଳା ମା’ ଙ୍କ ଠାରୁ ମିଳୁ ନାହିଁ ।

ତେବେ ଦୀପିକାଙ୍କ କହିବା ଅନୁଯାଇ ମୋ ନ୍ୟାୟ ପାଇବାର ଲଢେଇ ଯେତେ ଦିନ ଲାଗୁ ପଛେ ମୁଁ ନିଜେ ଏକେଲା ହିଁ ଲଢିବୀ ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *