Jyotish Shastra – ପାଦରେ ଏମିତି ଝୁଣ୍ଟିଆ କେବେ ବି ପିନ୍ଧିବେ ନାହିଁ, ହେଇଥାଏ ଘୋର ଅନର୍ଥ, ସ୍ଵାମୀଙ୍କ ଉପରେ ମାଡି ଆସେ ବିପଦ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ସ୍ତ୍ରୀ ମାନଙ୍କ ପାଇଁ ସେମାନଙ୍କ ସିନ୍ଦୁର ସହ ଜଡିତ ଜିନିଷ ଗୁଡିକ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ । ସାଧାରଣତଃ ଗୋଟେ ସ୍ତ୍ରୀ ପାଇଁ ସିନ୍ଦୁର, ମଙ୍ଗଳସୂତ୍ର, ପାଊଁଜି, ଚୁଡି ଓ ଗୋଡ ମୁଦି ଆଦିର ବହୁତ ମହତ୍ଵ ରହିଥାଏ । ହେଲେ ଆଜି ଆମେ ଆପଣ ମାନଙ୍କୁ ଗୋଡ ମୁଦି ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାକୁ ଯାଉଛୁ । ଶାସ୍ତ୍ର ଅନୁସାରେ ପାଦରେ ଗୋଡ ମୁଦି ବା ଝୁଣ୍ଟିଆ ପିନ୍ଧିବା ଦ୍ଵାରା ବହୁତ ଫାଇଦା ମିଳିବା ସହିତ ସ୍ଵାମୀ ମାନଙ୍କ ଉପରେ କେବେହେଲେ ବିପଦ ଆସିନଥାଏ ।

ସାଧାରଣତଃ ମହିଳା ମାନେ ପାଦରେ ଝୁଣ୍ଟିଆ ବାହାର କରିବା ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହା ଦ୍ଵାରା ସେମାନଙ୍କ ସ୍ଵାମୀ ଉପରେ ବିପଦ ଆସିଥାଏ । ସେଥିପାଇଁ ପାଦରେ ଝୁଣ୍ଟିଆ ପିନ୍ଧିବା ଓ ବାହାର କରିବା ସମୟରେ ବହୁତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଆଜି ଆମେ ଆପଣ ମାନଙ୍କୁ ଝୁଣ୍ଟିଆ ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ଆପଣ ବିବାହିତ ଅଛନ୍ତି ତା ହେଲେ ଆପଣଙ୍କୁ ନିଶ୍ଚିତ ନିଜ ପାଦରେ ଝୁଣ୍ଟିଆ ପିନ୍ଧିବା ଦରକାର । ଶାସ୍ତ୍ର ଅନୁଯାୟୀ ପାଦରେ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଆପଣଙ୍କ ସ୍ଵାମୀ ଉପରେ କେବେ ହେଲେ ବିପଦ ଆସିନଥାଏ । ହେଲେ ଯଦି ଆପଣ ବିବାହ କରିନାହାନ୍ତି ତା ହେଲେ ଆପଣଙ୍କୁ ଝୁଣ୍ଟିଆ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ, ଏହା ଆପଣ ମାନଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ ।

୨. ସାଧାରଣତଃ ସ୍ତ୍ରୀ ମାନେ ଝୁଣ୍ଟିଆ ପିନ୍ଧିବା ଓ ବାହାର କରିବା ସମୟରେ ବହୁତ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ନଚେତ ଆପଣଙ୍କ ସ୍ଵାମୀ ଉପରେ ବିପଦ ଆସିପାରେ । ନୂଆ ଝୁଣ୍ଟିଆ ପିନ୍ଧିବା ସମୟରେ ଆପଣ ତୁରନ୍ତ ପୁରୁଣା ଝୁଣ୍ଟିଆକୁ ବାହାର କରନ୍ତୁ ଓ ନୂଆ ଝୁଣ୍ଟିଆ ପିନ୍ଧାନ୍ତୁ । ଏହା ଦ୍ଵାରା ଆପଣଙ୍କୁ ବହୁତ କମ କଷ୍ଟ ମଧ୍ୟ ହୋଇଥାଏ । ଶାସ୍ତ୍ର ଅନୁସାରେ କୌଣସି ସ୍ତ୍ରୀକୁ ଅଳ୍ପ ସମୟ ପର୍ଯ୍ୟନ୍ତ ମଧ୍ୟ ନିଜ ଝୁଣ୍ଟିଆକୁ ପାଦରୁ ବାହାର କରିବା ଉଚିତ ନୁହେଁ ।


୩. ଶାସ୍ତ୍ର ଅନୁସାରେ କୌଣସି ସ୍ତ୍ରୀକୁ ନିଜ ଝୁଣ୍ଟିଆକୁ ଅନ୍ୟ କାହାକୁ ଦେବା ଉଚିତ ନୁହେଁ ଓ ଏହାକୁ କୌଣସି ସ୍ଥାନରେ ପକାଇବା ମଧ୍ୟ ଉଚିତ ନୁହେଁ । ଯଦି ଆପଣ ଝୁଣ୍ଟିଆକୁ କାହାକୁ ଦେଇଦେବେ ବା କୌଣସି ସ୍ଥାନରେ ପକାଇ ଦେବେ ତା ହେଲେ ଆପଣଙ୍କ ସ୍ଵାମୀ ଉପରେ ବିପଦ ଆସିପାରେ । ଝୁଣ୍ଟିଆ ଆପଣଙ୍କ ଅସ୍ତିତ୍ଵ ସହ ଜଡିତ ଥାଏ ଯାହା ଆପଣଙ୍କ ମଧ୍ୟରେ ଥିବା ପ୍ରେମକୁ ଦର୍ଶାଇ ଥାଏ । ସେଥିପାଇଁ ଝୁଣ୍ଟିଆକୁ ଅନ୍ୟ କାହାକୁ ଦେବେ ନାହିଁ । ଏହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ଖରାପ ହୋଇଥାଏ ।

୪. ବନ୍ଧୁଗଣ ଝୁଣ୍ଟିଆ କେବଳ ସିନ୍ଦୁରତାର ପ୍ରତୀକ ହୋଇନଥାଏ, ଏହା କେତେକ ରୋଗକୁ ମଧ୍ୟ ଦୂର କରିଥାଏ । ଚାନ୍ଦିର ଗହଣା ଚନ୍ଦ୍ରମାର ଶୀତଳତା ପ୍ରତୀକ ରୂପେ ମନା ଯାଇଥାଏ । ପାଦରେ ଚାନ୍ଦିର ମୁଦି ପିନ୍ଧିବା ଦ୍ଵାରା ସ୍ତ୍ରୀର ଶରୀରକୁ ଏକ ଊର୍ଜା ଆସିଥାଏ । ଯାହା ଫଳରେ ସ୍ତ୍ରୀ ସୁସ୍ଥ ଅନୁଭବ କରିଥାଏ । ତେଣୁ ସମସ୍ତ ସ୍ତ୍ରୀ ଚାନ୍ଦିର ମୁଦି ପିନ୍ଧିବା ନିହାତି ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *