bollywood ହିରୋଇନ ଙ୍କ ଠାରୁ ବି ଅଧିକ ସୁନ୍ଦର ଆଉ ଷ୍ଟାଇଲିସ ନଜର ଆସନ୍ତି ଏହି 6 ଜଣ South Star ଙ୍କ ସ୍ତ୍ରୀ, ଅଲ୍ଲୁ ଅର୍ଜୁନ ଙ୍କ ସ୍ତ୍ରୀ ତ ପୁରା ପରୀ ଭଳି ଲାଗନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଓ ସାଉଥର ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଉଥର ଅଭିନେତା ମାନେ ନିଜ ଟ୍ୟାଲେନ୍ଟ ଓ କଷ୍ଟ ଦ୍ଵାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସାଉଥର ଏମିତି ମଧ୍ୟ କିଛି ଅଭିନେତା ଅଛନ୍ତି ଯେଉଁମାନେ ସଂପୂର୍ଣ୍ଣ ଭାରତ ବର୍ଷରେ ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସାଉଥରେ ଅଭିନୟ କରୁଥିବା ଅଭିନେତା ମାନଙ୍କ ସ୍ତ୍ରୀ ମାନଙ୍କୁ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସାଉଥ ଅଭିନେତା ମାନଙ୍କର ରିଅଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ଓ ସେମାନଙ୍କ ପତ୍ନୀଙ୍କ ବିଷୟରେ ।

ରଜନୀ କାନ୍ତ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ସୁପର ଷ୍ଟାର ରଜନୀ କାନ୍ତ । ବନ୍ଧୁଗଣ ରଜନୀ କାନ୍ତଙ୍କ ଅସଲ ନାମ ହେଉଛି ଶିବାଜି ରାଓ ଗାଏକୱାର୍ଡ । ରଜନୀ କାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଉଭୟ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଆଜି ରଜନୀ କାନ୍ତ ସମଗ୍ର ଭାରତ ବର୍ଷରେ ପ୍ରସିଦ୍ଧି ହାସଲ କରିଛନ୍ତି । ରଜନୀଙ୍କର ରିଅଲ ଲାଇଫ ପତ୍ନୀ ହେଉଛନ୍ତି ଲଥା ରଙ୍ଗାଚାରୀ । ରଜନୀ ଓ ଲଥା ୨୬ ପ୍ରେବୃୟାରି ୧୯୮୧ ମସିହାରେ ତିରୁପତିରେ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଏକ ଝିଅ ମଧ୍ୟ ଅଛି ।

ଅଲୁ ଅର୍ଜୁନ – ସମଗ୍ର ଭାରତ ବର୍ଷରେ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ବହୁତ ଅଧିକ । ସାଉଥର ଦିଗ୍ଗଜ ଷ୍ଟାରଙ୍କ ମଧ୍ୟରୁ ଅଲୁ ଅର୍ଜୁନ ହେଉଛନ୍ତି ଅନ୍ୟତମ । ଅଲୁ ଅର୍ଜୁନଙ୍କ ଅଭିନୟ ଓ ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ଅଲ୍ଲୁ ଅଧିକାଂଶ ତାମିଲ ଫିଲ୍ମରେ କାମ କରିଛନ୍ତି । ଅଲୁ ଅର୍ଜୁନ ସ୍ନେହା ରେଡିଙ୍କ ସହ ବିବାହ କରିଛନ୍ତି । ସ୍ନେହା ବହୁତ ସୁନ୍ଦର ଏବଂ ଆକର୍ଷିତ ଦେଖାଯାନ୍ତି ।


ମହେଶ ବାବୁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସାଉଥର ଷ୍ଟାଇଲିସ ଆକ୍ଟର ମହେଶ ବାବୁ । ଆପଣ ମାନେ ସମସ୍ତେ ମହେଶଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ମହେଶଙ୍କୁ ପାଇବା ପାଇଁ ଉଭୟ ବଲିଉଡ ଓ ସାଉଥର ଅଭିନେତ୍ରୀ ମାନେ ଇଛା କରନ୍ତି । ହେଲେ ମହେଶ ବଲିଉଡ ଅଭିନେତ୍ରୀ ନମ୍ରତା ସିରୋଡକରଙ୍କ ସହ ବିବାହ କରିଛନ୍ତି । ନମ୍ରତା ବଲିଉଡରେ ବହୁତ ଫିଲ୍ମ କରିଛନ୍ତି ହେଲେ ତାଙ୍କୁ ବଲିଉଡରେ ସଫଳତା ମିଳିନଥିଲା ଯାହା ଫଳରେ ସେ ବଲିଉଡକୁ ଛାଡି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିଲେ ଓ ମହେଶଙ୍କ ସହ ବିବାହ କରିଥିଲେ ।


ଧନୁସ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡର ପ୍ରସିଦ୍ଧ ଅଭିନେତା ଧନୁସ । ବନ୍ଧୁଗଣ ଧନୁସ ଉଭୟ ସାଉଥ ଓ ବଲିଉଡରେ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଧନୁସ ରଜନୀ କାନ୍ତଙ୍କ ଝିଅ ଐଶ୍ଵର୍ୟ୍ୟାଙ୍କୁ ବିବାହ କରିଛନ୍ତି । ବନ୍ଧୁଗଣ ଧନୁସଙ୍କର ଅସଲ ନାମ ହେଉଛି ଭେଙ୍କଟେସ ପ୍ରଭୁ ରାଜା । ଧନୁସ ଏକ ଆକ୍ଟର ସହ ଏକ ବହୁତ ଭଲ ସିଙ୍ଗର ମଧ୍ୟ ଅଟନ୍ତି ।

ୟଶ – କେଜିଏଫ ଫିଲ୍ମ ପରଠାରୁ ଏମିତି କୌଣସି ଲୋକ ନଥିବ ଯିଏ ସାଉଥର ଷ୍ଟାର ୟଶଙ୍କୁ ଜାଣି ନଥିବ । ୟଶଙ୍କ ଲୋକପ୍ରିୟତା ବହୁତ ଅଧିକ ଅଛି । ୟଶ ୨୦୧୬ରେ ଟିଭି ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ବିବାହ କରିଥିଲେ । ରାଧିକା ପଣ୍ଡିତ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଚିରଞ୍ଜିବ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଦିଗ୍ଗଜ ଅଭିନେତା ଚିରଞ୍ଜିବ । ସାଉଥରେ ଚିରଞ୍ଜିବଙ୍କ ଲୋକପ୍ରିୟତା ବହୁତ ଅଧିକ ଅଛି । ଚିରଞ୍ଜିବଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ଚିରଞ୍ଜିବ ଏକ ଦିଗଜ ଅଭିନେତା ହେବା ସହ ଏକ ଭଲ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ଚିରଞ୍ଜିବଙ୍କର ପତ୍ନୀଙ୍କ ନାମ ହେଉଛି ସୁରେଖା କୋନିଡାଲା । ଏହି ଦୁଇଜଣଙ୍କ ବିବାହ ୨୨ ଫେବୃୟାରି ୧୯୮୦ ମସିହାରେ ହୋଇଥିଲା । ବର୍ତ୍ତମାନ ଚିରଞ୍ଜିବଙ୍କ ପୁଅ ରାମ ଚରଣ ବଲିଉଡ ସହ ସାଉଥରେ ମଧ୍ୟ ପ୍ରସିଦ୍ଧି ହାସଲ କରିସାରିଛନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *