TV ସିରିଏଲ ‘ସାଥ ନିଭାନା ସାଥୀୟା’ ରେ ମୀରା ର ଅଭିନୟ କରିଥିବା ଏହି Actress ଆଜି ଦେଖା ଯାଆନ୍ତି କିଛି ଏମିତି, ପ୍ରଥମ ନଜରରେ ଚିହ୍ନିବା ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସିରିଏଲ ‘ସାଥ ନିଭାନା ସାଥିଆ’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । କାରଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ବହୁତ ଭଲ ଭୂମିକା ପଦର୍ଶନ କରିଥିଲେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ମୀରାର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ଦର୍ଶକ ମାନଙ୍କ ମନକୁ ନିଜ ଅଭିନୟ ଦ୍ଵାରା ଜିତି ପାରିଥିଲେ ।

ଏହି ସିରିଏଲଟି ବନ୍ଦ ହେବାର ବହୁତ ସମୟ ହୋଇସାରିଛି । ଯାହା ପରେ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ବଦଳି ଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସିରିଏଲରେ ମୀରାର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ମୀରାର ଭୂମିକା ପଦର୍ଶନ କରିଥିବା ଏହି ଅଭିନେତ୍ରୀଙ୍କ ନାମ ହେଉଛି ତାନିୟା ଶର୍ମା । ତାନିୟାଙ୍କ ଜନ୍ମ ୨୭ ସେପ୍ଟେମ୍ବର ୧୯୯୫ ମସିହାରେ ରାଜଧାନୀ ଦିଲ୍ଲୀରେ ହୋଇଥିଲା । ତାନିୟା ନିଜର ସମସ୍ତ ପାଠ ପଢା ଦିଲ୍ଲୀରେ ପୂରଣ କରିଥିଲେ । ନିଜର ପାଠ ପଢା ଶେଷ କରିବା ପରେ ସେ ଦିଲ୍ଲୀରୁ ମୁମ୍ବାଇ ଆସି ଯାଇଥିଲେ ଓ ମଡେଲିଙ୍ଗ ଦୁନିଆରେ ପାଦ ଦେଇଥିଲେ ।

ମଡେଲିଙ୍ଗ କରିବା ସହିତ ସେ କେତେକ ଟିଭି ସୋର ଅଡିସନ ଦେବାକୁ ମଧ୍ୟ ଆରମ୍ଭ କରିଥିଲେ । ବହୁତ ଟିଭି ସୋରେ ଅଡିସନ ଦେବା ପରେ ତାଙ୍କୁ ୨୦୧୧ରେ ସିରିଏଲ ‘ଅଫିସର ବିଟିଆ’ରେ ଅଭିନୟ କରିବା ପାଇଁ ମଉକା ମିଳିଥିଲା । ଏହି ସିରିଏଲରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ ସେ ବହୁତ ଭଲ ଭୂମିକା ପଦର୍ଶନ କରିଥିଲେ । ଯାହା ଫଳରେ ତାଙ୍କୁ ଅନ୍ୟ କେତେକ ଫେମସ ସିରିଏଲରେ କାମ କରିବାର ମଉକା ମିଳିଥିଲା ।

ଏହି ସିରିଏଲ ପରେ ସେ ଦେବୋ କା ଦେବ ମହାଦେବ ଓ ଇଟ୍ସ କମ୍ପ୍ଲିକେଟେଡ ଆଦି ସିରିଏଲରେ ଅଭିନୟ କରିଥିଲେ । ଏହାପରେ ସେ ସିରିଏଲ ‘ସାଥ ନିଭାନା ସାଥିଆ’ରେ ଗୋପୀର ଝିଅ ମୀରାର ଭୂମିକା ପଦର୍ଶନ କରିଥିଲେ । ଦର୍ଶକ ମାନଙ୍କୁ ତାନିୟାଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା । ଯାହା ଫଳରେ ସେହି ସିରିଏଲ ପରେ ତାନିୟାଙ୍କ ଲୋକପ୍ରିୟତା ବହୁତ ଅଧିକ ବଢିଯାଇଥିଲା ।

 

ଏହି ସିରିଏଲ ପରେ ତାଙ୍କୁ ଶେଷ ଥର ପାଇଁ ଉଡାନ ସିରିଏଲରେ ଦେଖାଯାଇଥିଲା । ଏହି ସିରିଏଲରେ ସେ ମୁଖ୍ୟ ଭୂମିକା ତଥା ଅଞ୍ଜୋରର ଭୂମିକା ପଦର୍ଶନ କରିଥିଲେ । ଏହି ସିରିଏଲ ପରଠାରୁ ସେ ଅନ୍ୟ କୌଣସି ସିରିଏଲରେ ନଜର ଆସିନଥିଲେ । ଟିଭି ଇଣ୍ଡଷ୍ଟ୍ରିରୁ ସେ ବହୁତ ସମୟ ହେବ ଦୂରରେ ରହିଛନ୍ତି ଓ ପୂର୍ବ ଅପେକ୍ଷା ସେ ବହୁତ ଅଧିକ ବଦଳି ଯାଇଛନ୍ତି ।


ତାନିୟା ବର୍ତ୍ତମାନ ୨୪ ବର୍ଷ ବୟସର ହୋଇସାରିଛନ୍ତି । ତାଙ୍କ ଲୁକ୍ସରେ ବହୁତ ଅଧିକ ପରିବର୍ତ୍ତନ ଦେଖିବାକୁ ମିଳିଛି ଓ ସେ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ଏବଂ ଷ୍ଟାଇଲିସ ନଜର ଆସୁଛନ୍ତି । ବର୍ତ୍ତମାନ ସେ ଟିଭି ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି ହେଲେ ବହୁତ ଶୀଘ୍ର ସେ ନିଜ ନୂଆ ସୋ ନେଇ ଇଣ୍ଡଷ୍ଟ୍ରିକୁ ଫେରିବେ ।

ତେବେ ଆପଣଙ୍କୁ ତାନିୟା ଙ୍କ ଆକଟିଂ କେମିତି ଲାଗେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *