ପୋତି ଦେଲେ ମୃତ ଦେହ, ହେଲେ ସାକ୍ଷୀ ରହିଲା ପାଉଁଜି ! ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଉଡ଼ି ସାଜିବ ପାଦର ପାଉଁଜି, ସାମ୍ନାକୁ ଆସିବ ମାଟି ତଳର ଲୋମହର୍ଷଣ କାହାଣୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନର ର ବଡ଼ ଖବର ବିଷୟ ରେ ଜାଣିଥିବେ କି ମହାଲିଙ୍ଗ ଖେଳ ପଡିଆ ରେ ବର୍ତ୍ତମାନ ଜୋର ଜୋର ହଲଚଲ ଧରିଛି । କାରଣ ମହାଲିଙ୍ଗ ସ୍କୁଲ ଖେଳ ପଡିଆରୁ ଜଣଙ୍କ ମୃ-ତ ଦେ-ହ ମିଳିଛି ।  ମୃ-ତ ଦେ-ହ ସହିତ ପାଉଁଜି ଏବଂ ବେକର ସୁନା ଚେନ ମଧ୍ୟ ମିଳିଛି । ମିଳିଥିବା ମୃ-ତ-ଦେ-ହ-ର ପୋ-ଡା ଅଂ-ଶ ସ୍କୁଲ ଅଧ୍ୟକ୍ଷାଙ୍କର ହୋଇଥିବା ସ-ନ୍ଦେ-ହ କରାଯାଉଛି ।

ପ୍ରମାଣ ନଷ୍ଟ କରିବାକୁ ଯାଇ ମା-ରି-କି ମା-ଟି-ରେ ପୋ-ତି ଦେଇଥିବା ସ-ନ୍ଦେ-ହ । ଏପଟେ ପୋଲିସ କ୍ୟାପ୍ଟେନ ଦିବ୍ୟଶଙ୍କରଙ୍କ  ଘର ଜଗିଛି । କ୍ୟାପ୍ଟେନ ବହିଷ୍କାର ଦାବିରେ ଜୁନାଗଡ ବ୍ଲକ ସମ୍ମୁଖରେ ବିକ୍ଷୋଭ ଜୋ-ର ଧ-ରି-ଛି । ତେବେ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନି-ଖୋ-ଜ ଘ-ଟ-ଣା-ରେ ପୋଲିସର ତ-ନା-ଘ-ନା ତ-ଦ-ନ୍ତ ଆରମ୍ଭ ।

ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମ ସିଲ୍ କରି ତ-ଦ-ନ୍ତ ଚାଲାଇଛି  ପୋଲିସ । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ପଡ଼ିଆକୁ ଚାରିପଟୁ ଘେ-ରି ରହିଛି ପୋଲିସ । ଗତକାଲି ରାତିରୁ ଉପସ୍ଥିତ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଅଛନ୍ତି । ତେବେ କିଏ କଣ ଭାବିଥିଲା କି ୧୦ ଫୁଟ ତଳେ ପୋ-ତା ଯାଇଥିବା ପାଉଁଜି କୁ କିଏ ପାଇବ ।

ତେବେ ବର୍ତ୍ତମାନ ଏହି ପାଉଁଜି ହିଁ ଅସଲ ଅ-ଭି-ଯୁ-କ୍ତ କୁ ଧ-ରେ-ଇ ପାରିବ । ତେବେ ଆପଣଙ୍କ ର ମନେ ଥିବ ବ୍ରହ୍ମପୁର ର ସେହି ଟେବୁଲ ର କଥା । ସେହି ଟେବୁଲ ହିଁ ମୁଖ୍ୟ ଅ-ଭି-ଯୁ-କ୍ତ କୁ ଧ-ରେ-ଇ-ବାରେ ସାହାର୍ଯ୍ୟ କରିଥିଲା । ତେବେ ହୁଏତ ବର୍ତ୍ତମାନ ସେହିଭଳି ଏହି ପାଉଁଜି ମୁଖ୍ୟ ଅ-ଭି-ଯୁ-କ୍ତ କୁ ଧ-ରେ-ଇ-ବାରେ ସାହାର୍ଯ୍ୟ କରିବ ଏବଂ ଅ-ଭି-ଯୁ-କ୍ତ ବେକ ର ଫା-ଶୀ ମଧ୍ୟ ହୋଇ ପାରିବ ।

ତେବେ ସୂଚନାଯୋଗ୍ୟ ଯେ ଆଠ ତାରିଖ ଦିନ ମମିତା ସ୍କୁଲ କୁ ଯିବା ସମୟରେ ଚନ୍ଦ ତାରା ଛକ ନିକଟରୁ ନି-ଖୋ-ଜ ହୋଇ ଯାଇଥିଲେ । ତେବେ ପରିବାର ଲୋକ ଙ୍କ ଅ-ଭି-ଯୋ-ଗ ପରେ ଏହି ମା-ମ-ଲା ର ମୁଖ୍ୟ ଅ-ଭି-ଯୁ-କ୍ତ ସ୍କୁଲ ର ମାଲିକ ଗୋବିନ୍ଦ ଙ୍କୁ ପୋଲିସ ପଚରା ଉଚରା କରି ଗି-ର-ଫ କରିଥିଲା କିନ୍ତୁ ସେ ପୋଲିସ କବଳରୁ ଖସି ପଳେଇଥିଲା । ତେବେ ପୋଲିସ ର ଚେଷ୍ଟା ବଳରେ ଗୋବିନ୍ଦ କାଲି ଏକ ଆଖୁ କିଆରୀ ରେ ଧ-ରା-ପ-ଡି ଥିଲା ଏବଂ ପୋଲିସ ତାକୁ ଗି-ର-ଫ ମଧ୍ୟ କରିଛି ତେବେ ଦେଖିବାର ଅଛି ମମିତାଙ୍କୁ ନ୍ୟାୟ ମିଳୁଛି କିମ୍ବା ନାହିଁ ।

Leave a Reply

Your email address will not be published. Required fields are marked *