‘Govinda, ତୁମ ବିଷୟରେ Mamita ସବୁ ଜାଣିଗଲାଣି, ସେ ସବୁ କହିଦେବ ?’ ୟେ ସେହି ସାଙ୍ଗ କି ଯିଏ ବିଶ୍ଵାସରେ ବିଷ ଦେଲା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହ-ତ୍ୟା-କୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଏକ ସାମ୍ବାଦିକ ସମ୍ମିଳନୀ, ଯେଉଁଥିରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ମମିତା ମୃ-ତ୍ୟୁ ବିଷୟରେ ସବିଶେଷ ବିବରଣୀ ଦେଇଛନ୍ତି ।

ଡିଆଇଜିଙ୍କ କହିବା ମୁତାବକ, ‘ଗୋବିନ୍ଦ ସାହୁ ମମିତା ଙ୍କୁ କାର୍ ଭିତରେ ହିଁ ହ-ତ୍ୟା କରିଥିଲା ଗୋବିନ୍ଦ ସାହୁ । ମହାଲିଙ୍ଗ ମି-ଷ୍ଟ୍ରି ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଛନ୍ତି ।  ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ କାର୍ ଭିତରେ ହ-ତ୍ୟା କରିଥିଲା । ୮ ତାରିଖରେ ଭବାନୀପାଟଣାରୁ କେ.ଗାଁ ଫେରିବା ବେଳେ ମା-ରି-ଥି-ଲା । ତ-ଣ୍ଟି-ଚି-ପି ମା-ରି-ଛି କି ନାହିଁ ସେନେଇ ତ-ଦ-ନ୍ତ ଚାଲୁ ରହିଛି ବୋଲି ଡିଆଇଜି କହିଛନ୍ତି । ଗୋବିନ୍ଦର ପ-ର-କୀ-ୟା ପ୍ର-ଘ-ଟ କରିବା ଆ-ଶ-ଙ୍କା-ରେ ହ-ତ୍ୟା ଘ-ଟି-ଛି ।

ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପ-ର-କୀ-ୟା ସଂପର୍କ ନେଇ ମମିତା ଜାଣିଥିଲେ । ଏହାକୁ ପ୍ର-ଘ-ଟ କରିବା ନେଇ ମମିତା ତାଙ୍କୁ ଧ-ମ-କ ଦେଇଥିଲେ ।  ଏହି ଘ-ଟ-ଣାକୁ ନେଇ ମମିତାଙ୍କୁ ହ-ତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା ।  ହ-ତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ପୋ-ଡ଼ି ଦେଇଥିଲା । କାର୍ଡବୋର୍ଡ, ଟା-ୟା-ର ଆଦି ପକାଇ ମୃ-ତ-ଦେ-ହକୁ ଜା-ଳି ଦେଇଥିଲା ।

ଘ-ଟ-ଣା ପରଦିନ ସକାଳେ ଉକ୍ତ ଗାତଟିକୁ ଗୋବିନ୍ଦ ପୋ-ତି ଦେଇଥିଲା । ଘ-ଟ-ଣା-ରେ ଆଉ କାହାରି ସଂ-ପୃ-କ୍ତି ଅଛି କି ନାହିଁ ତ-ଦ-ନ୍ତ କରାଯାଉଛି । ଶୀଘ୍ର ଚା-ର୍ଜ-ସି-ଟ୍ କରାଯାଇ ଫା-ଷ୍ଟ-ଟ୍ରା-କ୍ କୋ-ର୍ଟରେ ବିଚାର ହେବ ବୋଲି ଡ଼ିଆଇଜି କହିଛନ୍ତି । ତେବେ ୧୪ ତାରିଖରେ ହ-ତ୍ୟା-କା-ଣ୍ଡ ହୋଇଥିବା କାରକୁ ପୋଲିସ ଜ-ବ-ତ କରିଥିଲା । କାରକୁ ଏବେ ସିନ୍ଧେକେଲା ଥା-ନାରେ ରଖାଯାଇଛି ।

ଜ-ବ-ତ ହୋଇଥିବା କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ୍ ଜାର୍ ମିଳିଥିଲା । ଗତକାଲି ମିଳିଥିବା ମୃ-ତ-ଦେ-ହ ପାଖରୁ ଆଉ ଗୋଟିଏ ପାଉଁଜି ମିଳିଥିଲା । ତେବେ ୬ ତାରିଖରେ ଗା-ତ ଖୋ-ଳା-ଯାଇଥିଲା । ଏଣୁ ମମିତାଙ୍କୁ ହ-ତ୍ୟା କରିବା ଲାଗି ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା ବୋଲି ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ନି-ଖୋ-ଜ ମାମଲାରେ ପୋଲିସ ହେ-ପା-ଜ-ତରୁ ଫେ-ରା-ର ହୋଇ ଯାଇଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଗତକାଲି ଅପରାହ୍ନରେ ଗି-ର-ଫ କରାଯାଇଥିଲା ।

ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ପୋଲିସ ଧ-ରି-ଥି-ଲା । ଆଜି ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା JMFC କୋ-ର୍ଟରେ ଗୋବିନ୍ଦକୁ ହାଜର କରିଥିଲା ପୋଲିସ । ପୋଲିସ ୭ ଦିନ ପାଇଁ ରିମାଣ୍ଡ ମାଗିଥିଲେ ବି ୫ ଦିନ ପାଇଁ କୋର୍ଟ  ମଂଜୁର ଦେଇଛନ୍ତି । ତେବେ ବର୍ତ୍ତମାନ ବଡ଼ ପ୍ରଶ୍ନ ଆସୁଛି କି ଗୋବିନ୍ଦ ଙ୍କୁ ଏହି ସବୁ କଥା କି ମମିତା ତାଙ୍କର ସମସ୍ତ ର-ହ-ସ୍ୟ କୁ ଜାଣିଛନ୍ତି ବୋଲି କହିଲା କିଏ ।

ଏହା ସହ ଏହି ପ-ର-କି-ୟା ସ-ମ୍ପ-ର୍କ କଣ ଏବଂ ଯଦି ଓ ମମିତା ଙ୍କୁ ସବୁ ର-ହ-ସ୍ୟ ଜଣା ଥିଲା ତେବେ ଗୋବିନ୍ଦ ଚାହିଁଥିଲେ ତାଙ୍କୁ ଚାକିରୀ ରୁ ବାହାର କରି ହ-ଇ-ରା-ଣ କରି ପାରିଥାନ୍ତା ତେବେ ଜୀଵନ ରୁ ମା-ରି ଦେବାର କାରଣ ଆଉ କିଛି ବଡ଼ ନୁହେଁ ତ । ତେବେ ତାହା ତ-ଦ-ନ୍ତ ପରେ ଜଣା ପଡିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *