Mamita Meher ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ସତ, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ବନ୍ଧୁଗଣ ବହୁତ ଚର୍ଚିତ ମମିତା ମୃ-ତ୍ୟୁ ମାମଲାରେ ଏକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବର୍ତ୍ତମାନ ସମୟରେ ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ କହିବାକୁ ଯାଉଛୁ ଓ ଏହି ତଥ୍ୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ ।

ତେବେ ମମିତା ମୃ-ତ୍ୟୁ ମାମଲାରେ ଅନେକ ବଡ ବଡ ଖୁଲାସା ସାମ୍ନାକୁ ଆସିଛି ହେଲେ ବର୍ତ୍ତମାନ ଯେଉଁ ଖୁଲାସା ସାମ୍ନାକୁ ଆସିଛି ତାହା ବିଷୟରେ ଜାଣିଲେ ଆପଣଙ୍କ ହୋ-ସ ଉ-ଡି-ଯିବ । ବର୍ତ୍ତମାନର ବଡ ତଥ୍ୟ ହେଉଛି ମମିତାଙ୍କ ମୃ-ତ ଦେ-ହ-କୁ ଖ-ଣ୍ଡ-ଖ-ଣ୍ଡ କରି କ-ଟା ଯାଇଥିଲା । ପୋ-ଡି-ବା ପୂର୍ବରୁ ମମିତାଙ୍କ ମୃ-ତ ଦେ-ହ-କୁ ଖ-ଣ୍ଡ ଖ-ଣ୍ଡ କରି କ-ଟା ଯାଇଥିଲା ।

ଘଟଣାର ତ-ଦ-ନ୍ତ କରୁଥିବା ସାଇଣ୍ଟିଫିକ ଟିମର ଜଣେ ଅଧିକାରୀ ଏହାର ସୂଚନା ଦେଇଛନ୍ତି । ଅଧିକାରୀଙ୍କ ମତରେ, ମୃ-ତ ଦେ-ହ-କୁ ସହଜରେ ପୋ-ଡି-ବା ପାଇଁ ଖ-ଣ୍ଡ ଖ-ଣ୍ଡ କରି କ-ଟା ଯାଇଥିଲା । ଏହି ମାମଲାର ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ମିଶି ଏଭଳି କରିଥିବାର ପୋଲିସ ସ-ନ୍ଦେ-ହ କରୁଛି । ତେବେ ମମିତାଙ୍କ ମୃ-ତ ଦେ-ହ ପ୍ରାୟ ନ-ଷ୍ଟ ହୋଇ ଯାଇଥିଲା ତେବେ ସହଜରେ ଯେମିତି ମୃ-ତ ଦେହ ପୋ-ଡି-ଯି-ବ ସେଥିପାଇଁ ଖ-ଣ୍ଡ ଖ-ଣ୍ଡ କରି କ-ଟା ଯାଇଥିଲା ।

ଏହା ସହିତ ତାଙ୍କୁ ପୋ-ତି-ବା ବେଳେ ପ୍ଲାଏ ଖ-ଣ୍ଡ ଓ ଟା-ୟା-ର ରଖାଯାଇଥିଲା । ବର୍ତ୍ତମାନ ପୋଲିସ ଗୋବିନ୍ଦ ସାହୁଙ୍କ ସହ ତାଙ୍କ ସହଯୋଗୀ ମାନଙ୍କୁ ଅ-ଟ-କ ରଖି ପଚରା ଉଚରା କରୁଛି । ବନ୍ଧୁଗଣ ଏହି ଘ-ଟ-ଣା ହେବା ଦିନରୁ ପ୍ରତିଦିନ କିଛି ନୂଆ ନୂଆ ଖୁଲାସା ହେଉଛି ଓ ବର୍ତ୍ତମାନର ଖୁଲାସା ବହୁତ ଚର୍ଚାରେ ଅଛି । ପୋଲିସ ମଧ୍ୟ ଏହି ଘ-ଟ-ଣା-କୁ ନେଇ ସମସ୍ତ ସୂଚନା ଦେଇ ସାରିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *