ଟ୍ରକରେ 900 କିଲୋ ଖୁଚୁରା ପଇସା ଭରି ପହଞ୍ଚିଗଲା 50 ଲକ୍ଷର BMW କିଣିବା ପାଇଁ, ପୁଣି ଯାହା ହେଲା ନା…

ବନ୍ଧୁଗଣ, ସାଧାରଣତଃ କୌଣସି ବ୍ୟକ୍ତି ର ଆଉକାଦ ଶରୀର ଉପରେ ଢାଙ୍କି ହୋଇ ରହିଥିବା କପଡା, ବ୍ୟାଙ୍କ ବାଲାନ୍ସ ଏବଂ ମହଙ୍ଗା ଗାଡି ଦ୍ଵାରା ସ୍ଥିର ହୋଇ ନଥାଏ । ଆଉକାଦ ତାହାର ଅଧିକ ହୋଇଥାଏ ଯାହାର ସ୍ଵପ୍ନ କୁ ସତ କରିବାର କ୍ଷମତା ରହିଥାଏ । ଯାହା ଭିତରେ ସ୍ଵପ୍ନ କୁ ସତ କରିବା ନିମନ୍ତେ ସମସ୍ତ ପ୍ରକାରର ଇଛାଶକ୍ତି ରହିଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ୩ ଟି କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ ଏବଂ ଯାହାକୁ ଶୁଣି ଆପଣ ବୁଝି ପାରିବେ ଯେ ସତରେ ଆଉକାଦ ତାହାର ଅଧିକ ରହିଥାଏ, ଯାହାର ସ୍ଵପ୍ନ ରେ ତାକତ ରହିଥାଏ ।

୧;- ଚାଇନା, BMW ର ଚମକୁଥିବା ସୋ ରୁମ । ଯେଉଁଠାରେ ପ୍ରତ୍ୟକ ବ୍ୟକ୍ତି ଥରେ ମାତ୍ର ଭିତରକୁ ଯାଇ ନିଜ ପସନ୍ଦ ର ମହଙ୍ଗା ଗାଡି BMW କୁ ଦେଖିପାରିଥାଏ । ଅଚାନକ ସେହି ସୋ ରୁମ ପାଖରେ ଜଣେ ବସ ଡ୍ରାଇଭର ପହଞ୍ଚି ଥାଏ । ଏବଂ ସେଠାରେ ସୋ ରୁମ ର ମ୍ୟାନେଜର କୁ କହିଥାଏ ଗୋଟିଏ ଗାଡି ଦେଖେଇଥାଏ, ପସନ୍ଦ ମଧ୍ୟ କରିଥାଏ । ଏହାପରେ ଯେତେବେଳେ ପେମେଣ୍ଟ ର ସମୟ ଆସିଥାଏ ସେତେବେଳେ ସେହି ବସ ଡ୍ରାଇଭର ଇସାରା କରିଥାଏ ବାହାରେ ଛିଡା ହୋଇଥିବା ଏକ ଟ୍ରକ କୁ ।

ଯେତେବେଳେ ମ୍ୟାନେଜର ସେହି ଟ୍ରକ ଆଡକୁ ବଢିବାକୁ ଲାଗିଥାଏ ସେ ଯାହା ଦେଖିଲା ଦେଖି ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଗଲା । ସଂପୂର୍ଣ୍ଣ ଟ୍ରକ ୯୦୦ କିଲୋ ଚିଲ୍ଲର ରେ ପରିପୂର୍ଣ୍ଣ ହୋଇ ରହିଥିଲା । ବସ ଡ୍ରାଇଭର କହିଲା ଯେ ମୋର ସ୍ଵପ୍ନ ଥିଲା BMW କିଣିବା ତେଣୁ ମୁଁ ଖୁଚୁରା ଟଙ୍କା ଯାହା ମିଳେ ସେ ସବୁ କୁ ସାଇତି ରଖିଥାଏ । ତାହା ବର୍ତ୍ତମାନ ୫୦ ଲକ୍ଷ ଟଙ୍କା ରେ ଆସି ପହଞ୍ଚିଛି । ଏହା ଦେଖି ସୋ ରୁମ ମାଲିକ ଭାବୁକ ହୋଇଗଲେ । ତେବେ ବ୍ୟକ୍ତି ଜଣଙ୍କର ସ୍ଵପ୍ନ କୁ ସାକାର କରିବାର ତାକତ ଥିଲା ବୋଲି ସେ ଆଜି ନିଜ ସ୍ଵପ୍ନ କୁ ସାକାର କରିଲା ।

୨;- ରାଞ୍ଚିର ରାଜୁ ଶ୍ରୀବାସ୍ତବ ନାମକ ଜଣେ ବ୍ୟକ୍ତି ନିଜ ପିତା ଙ୍କ ନିମନ୍ତେ ଏକ ଗାଡି କିଣିଥିଲେ ଯାହାର ନାମ BMW ଥିଲା । ମାତ୍ର କିଛି ଦିନ ପରେ ତାହା ଖରାପ ହେବାକୁ ଲାଗିଲା । ପୁନର୍ବାର ତାକୁ ସଜାଡିକି ଆଣିଲା ପରେ ମଧ୍ୟ ସେ ଖରାପ ହେବାରେ ଲାଗିଲା । ଏହାପରେ ରାଜୁ ଶ୍ରୀବାସ୍ତବ ରାଗିକି ତାହାକୁ କଚରା ଉଠାଇବାର ଗାଡି ବନାଇ ଦେଲେ ଅର୍ଥାତ ତାଙ୍କ ମନରେ ଆସିଲା ଯେ BMW ସବୁଠାରୁ ଅଳିଆ ଗାଡି ଅଟେ । ଏହାର ସର୍ଭିସ ମଧ୍ୟ ଭଲ ନୁହେଁ । ଏହି ଭି-ଡି-ଓ ଟି ସୋ-ସି-ଆ-ଲ ମି-ଡି-ଆରେ ଖୁବ ଧୂମ ମଚାଇଥିଲା ।

୩;- ୧୯୨୦ ମସିହାର ଘଟଣା ଜାଣିଲେ ଚକିତ ରହିଯିବେ । ସେତେବେଳେ ଅଲବର ର ମହାରାଜା ଜୟ ସିଂ ପ୍ରଭାକର କିଛି ସମୟ ପାଇଁ ଲଣ୍ଡନ ଯାଇଥିଲେ ସେ ଲଣ୍ଡନ ରେ ନିଜର ଅଲଗା ବେସ ଭୁସାରେ ବୁଲୁଥିଲେ । ଯେଉଁଭଳି ଭାବରେ ସେ ଭାରତରେ ଅଲଗା ପ୍ରକାରର ସ୍ଵର୍ଣ୍ଣ ଆଭୁଷଣରେ ରହୁଥିଲେ, ସେ ଲଣ୍ଡନ ରେ ସେତେବେଳେ ଏକ ସାଧାରଣ ବ୍ୟକ୍ତି ଭାବରେ ଜୀବନ ବିତାଉଥିଲେ ।

ସେ ରାସ୍ତାରେ ଗୋଟିଏ ସୋ ରୁମ ଦେଖିଲେ ଏବଂ ସେଠାରେ ତାଙ୍କୁ ଗୋଟିଏ ଗାଡି ବହୁତ ଭଲ ଲାଗିଲା ସେ ତାକୁ କିଣିବେ ବୋଲି ସେଲ୍ସ ମ୍ୟାନ ଙ୍କୁ ଡାକିଲେ ମାତ୍ର ସେଲ୍ସ ମ୍ୟାନ ଟି ରାଜା ଙ୍କୁ ଦେଖି ଏକ ସାଧାରଣ ଭାରତୀୟ ଗରିବ ବୋଲି ଭାବି ସେଠାରୁ ତାଙ୍କୁ ତଡିଦେଲା । ଏହାପରେ ମହାରାଜା ହୋଟେଲ ଯାଇ ସେଠାରେ ସେହି ସୋ ରୁମ ମାଲିକ କୁ କହି ୭ ଟି ରୟାଲ୍ସ ରୋୟଲ ଗାଡି କିଣି ସେଲ୍ସ ମ୍ୟାନ ସହିତ ତାକୁ ଭାରତ ପହଞ୍ଚାଇବାକୁ କହିଲେ ଏହାପରେ ଭାରତରେ ପହଞ୍ଚିବା ପରେ ମହାରାଜା କହିଲେ ଯେ ସଂପୂର୍ଣ୍ଣ ଗାଡି କୁ ନଗର ନିଗମ କୁ ଦେଇ ଦିଅନ୍ତୁ ଯାହା ଦ୍ଵାରା ସହରର ଆଲିଆ ଆବର୍ଜନା ଉଠାଇପାରିବ ।

ଏହହାପରେ ସେଲ୍ସ ମ୍ୟାନ ବୁଝି ପାରିଲା ଯେ ସେ ଯେଉଁ ବ୍ୟକ୍ତି ର ଅପମାନ କରିଥିଲା ସେ ମହାରାଜା ଜୟ ସିଂ ଥିଲେ । ଏହାପରେ ସେହି ବ୍ରାଣ୍ଡ ଟି ତଳକୁ ଖସିବାକୁ ଲାଗିଲା । ଯେତେବେଳେ ଭାରତୀୟ ଙ୍କ ମୁଣ୍ଡ ଖରାପ ହୋଇଯାଏ ତାଙ୍କ ପାଖରେ କୌଣସି ବ୍ରାଣ୍ଡ ମଧ୍ୟ କିଛି ନୁହେଁ । ବନ୍ଧୁଗଣ ଏହି ବିଶେଷ ବିବାରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *