Bollywood ର ଏହି 6 ଷ୍ଟାର Couples ମଧ୍ୟରେ ବୟସ ଅନ୍ତର ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! 7 ନମ୍ବର Actress ତ ନିଜ ସ୍ବାମୀଙ୍କ ଠାରୁ 8 ବର୍ଷ ବଡ

ବନ୍ଧୁଗଣ, ବଲିଉଡ ରେ ଏଭଳି ଅଭିନେତା ତଥା ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ପରସ୍ପରକୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ମାତ୍ର ତାଙ୍କ ବୟସ ମଧ୍ୟରେ ଥିବା ବ୍ୟବଧାନକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।୧;- ଶୋହା ଅଲ୍ଲୀ ଖାନ ଏବଂ କୁନାଲ ଖେମ୍ମୁ, ଶୋହା ଅଲ୍ଲୀ ଖାନ କୁନାଲ ଙ୍କ ଠାରୁ ୫ ବର୍ଷ ବଡ ଅଟନ୍ତି । ଉଭୟ ପରସ୍ପରଙ୍କୁ କିଛି ଦିନ ଡେଟ କରିବା ପରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ବର୍ତ୍ତମାନ ଦୁହେଁ ନିଜ ପରିବାରରେ ବେସ ଖୁସ ଅଛନ୍ତି ।

୨;- ସାହିଦ କପୁର ଏବଂ ମୀରା ରାଜପୁତ, ସାହିଦ କପୁର ୧୩ ବର୍ଷ ବଡ ଅଟନ୍ତି ମୀରା ଙ୍କ ଠାରୁ । ସାହିଦ ପ୍ରଥମେ କରିନା କପୁରଙ୍କୁ ଭଲ ପାଉଥିଲେ ମାତ୍ର ଉଭୟଙ୍କ ମଧ୍ୟରେ କୌଣସି କାରଣ ବଶତ ଝଗଡା ଲାଗିବା କାରଣରୁ ଉଭୟ ଅଲଗା ହୋଇଯାଇଥିଲେ । ଏହାପରେ ସାହିଦ କପୁର ନିଜର ବନ୍ଧୁ ମୀରା ଙ୍କୁ ବିବାହ କରିଥିଲେ ।

୩;- ରିତେଶ ଏବଂ ଜେନେଲିଆ, ବଲିଉଡ ର ଏହି ତାରକା ଙ୍କୁ ସମସ୍ତେ ବହୁତ ପସନ୍ଦ କରି ଆସିଛନ୍ତି । ଉଭୟଙ୍କର ଯୋଡି ସମସ୍ତଙ୍କ ହୃଦୟରେ ଘର ବନାଇ ରଖିଛି । ରିତେଶ ୯ ବର୍ଷ ବଡ ଅଟନ୍ତି ଜେନେଲିଆ ଠାରୁ । ସାହିଦ ଗୋଟେ ପରେ ଗୋଟେ ସୁପର ଡୁପର ଫିଲ୍ମ କରି ଆସିଛନ୍ତି । ତାଙ୍କ ଚଳଚିତ୍ର କୁ ପରଦାରେ ଦେଖିବାକୁ ବହୁତ ଲୋକେ ପସନ୍ଦ କରନ୍ତି । ତାଙ୍କର ଅନେକ ଫ୍ୟାନ୍ସ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କୁ ବହୁତ ଶୁଭକାମନା ଦେଇ ଆସିଛନ୍ତି ।

୪;- ସୋନମ କପୁର ଏବଂ ଆନନ୍ଦ ଆହୁଜା, ସୋନମ କପୁର ୫ ବର୍ଷ ବଡ ଅଟନ୍ତି ଆନନ୍ଦ ଆହୁଜା ଙ୍କ ଠାରୁ । ଅନିଲ କପୁର ଙ୍କ ଝିଅ ସୋନମ କପୁର ବଲିଉଡରେ ନିଜର ଖାସ ସ୍ଥାନ ବନାଇ ପାରି ନାହାଁନ୍ତି । ଅନିଲ କପୁର ଙ୍କୁ ଲୋକେ ବର୍ତ୍ତମାନ ପର୍ଯ୍ୟନ୍ତ ହୃଦୟରେ ରଖିଛନ୍ତି ତାଙ୍କ ଡାଇଲୋଗ ଏବଂ ତାଙ୍କ ଅଭିନୟ କୁ ମଧ୍ୟ ବହୁତ ଦର୍ଶକେ ଭଲ ପାଇ ଆସିଛନ୍ତି । ତେବେ ସୋନାମ କପୁର ବିବାହ ପରେ ବେସ ଖୁସ ନଜର ଆସୁଛନ୍ତି ।

୫;- କରନ ସିଂ ଏବଂ ବିପାଶା ବାସୁ, କରନ ୩ ବର୍ଷ ବଡ ଅଟନ୍ତି ବିପାଶା ବାସୁ ଙ୍କ ଠାରୁ । ପୂର୍ବରୁ ବିପାଶା ଅଭିନେତା ଜନ ଇବ୍ରାହିମ ଙ୍କ ସହିତ ପ୍ରେମ ବନ୍ଧନରେ ଥିଲେ । କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହେବାପରେ ବିପାଶା କରନ ଙ୍କୁ ବିବାହ କରିଲେ । ବର୍ତ୍ତମାନ ଉଭୟ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । କ୍ୟାରିୟର କୁ ନେଇ ଉଭୟ ବହୁତ ସିରିୟସ ଅଛନ୍ତି । ଆଗକୁ ବଲିଉଡ ରେ କିଛି ନୂଆ କରିବେ ବୋଲି କହିଛନ୍ତି ବିପାଶା ।

୬;- ରନବୀର ସିଂ ଏବଂ ଦୀପିକା ପାଦୁକନ, ରନବୀର ସିଂ ଦୀପିକା ଙ୍କ ଠାରୁ ୧ ବର୍ଷ ବଡ ଅଟନ୍ତି । ଦୀପିକା ବଲିଉଡ ରେ ଗୋଟିଏ ପରେ ଗୋଟିଏ ଦମଦାର ଚଳଚିତ୍ର କରି ଚାଲିଥିଲେ । ତାଙ୍କ ଚଳଚିତ୍ର ସୁପର ଡୁପର ହିଟ ହୋଇ ଆସିଛି । ସେହିଭଳି ରନବୀର ମଧ୍ୟ ବହୁତ ଭଲ ଚଳଚିତ୍ର କରୁଥିବାର ନଜର ଆସିଥାନ୍ତି । ଉଭୟଙ୍କ ମଧ୍ୟରେ ବଲିଉଡ ରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ଏହାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

୭- ଅର୍ଚନା ପୁରନ ସିଂହ ଓ ପରିମିତ ସେଠି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅର୍ଚନା ପୁରନ ସିଂହ ଓ ତାଙ୍କ ସ୍ଵାମୀ ପରିମିତ ସେଠି । ଏହି ଦୁଇଜଣ ୧୯୯୨ ମସିହାରେ ପରସ୍ପର ସହ ବିବାହ କରିଥିଲେ । ଅର୍ଚନା ନିଜ ସ୍ଵାମୀଙ୍କ ଠାରୁ ୮ ବର୍ଷ ବଡ ଅଛନ୍ତି । ଏହି ଦୁଇଜଣ ବିବାହ ପୂର୍ବରୁ ୪ ବର୍ଷ ଲିଭିଙ୍ଗ ରିଲେସନ ସିପରେ ରହିଥିଲେ ଓ ବର୍ତ୍ତମାନ ଏମାନେ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

Leave a Reply

Your email address will not be published. Required fields are marked *