‘ଦୁଇ ପୁଅ ଗୋଟେ ଝିଅ ଆସିଲେ OYOରେ ଏଣ୍ଟ୍ରି ଦେଉନା, କିନ୍ତୁ ସେମାନେ ଯଦି…’ OYO ରୁମ ର ସବୁ ସିକ୍ରେଟ ଖୋଲି କହିଦେଲେ ଏହି OYO କର୍ମଚାରୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜିକାଲି ପୁଅ ଓ ଝିଅ ମାନେ ପ୍ରେମ ସମ୍ପର୍କ ରଖିଆବ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଛନ୍ତି । ଯାହା ପାଇଁ ସେମେନ ଏମିତି କିଛି କାଣ୍ଡ ଘଟାଉଛନ୍ତି ଯାହା କାରଣରୁ ସେମାନଙ୍କୁ ସାରା ଜୀବନ ଅନୁତାପ କରିବାକୁ ପଡୁଛି । ତେବେ ଏହି ଭିଡିଓ ରେ ଦେଖି ପାରିବେ କି OYO ର ଜଣେ କର୍ମଚାରୀ ଏହି ବିଷୟରେ କିଛି ରାଏ ଦେଇଛନ୍ତି । ସେ କହିଛନ୍ତି ଯଦି OYO ରେ ଦୁଇ ପୁଅ ଆଉ ଗୋଟେ ଝିଅ ଆସନ୍ତି ତେବେ ସେମାନେ ତାଙ୍କୁ ଏଣ୍ଟ୍ରି କରାନ୍ତି ନାହି ।

ଏହା ବ୍ଯତୀତ ଯେଉଁ ମାନେ କପାଳ ସେମାନଙ୍କର ଯେମିତି କିଛି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ସେମାନେ ଧ୍ୟାନ ଦେଇଥାନ୍ତି । ଏହା ସହ ସେମାନେ କୌଣସି ଗ୍ରାହକ ଙ୍କୁ ହୋଟେଲ ରେ ଏଣ୍ଟ୍ରି କରିବା ଅପର୍ବ ରୁ ତାଙ୍କର ଆଇଡି ପ୍ରମାଣ ପତ୍ର ରଖୁଛନ୍ତି । ଆଇଡି ପ୍ରମାଣ ପାତ୍ର ଦେଖିବା ପରେ ସେମାନେ ତାର ଜେରକସ ରଖିଥାନ୍ତି ।

ଅଧିକାଂଶ କପଲଙ୍କର ହସ୍ତାକ୍ଷର ନେଇଥାନ୍ତି ଓ ଡକୁମେଣ୍ଟ ନେବା ପରେ ରୁମ ଦେଇଥାନ୍ତି । ଏହା ବ୍ଯତୀତ ଯଦି ସେମାନେ ଦେଖନ୍ତି କି ୧୮ ବର୍ଷରୁ କମ ବୟସ ହୋଇଥିବ ତେବେ ଏଣ୍ଟ୍ରି କରନ୍ତି ନାହି । ଏହି ହୋଟେଲର ନିୟମ ଅନୁଯାୟୀ ଦୁଇ ଟି ପୁଆ ଆଉ ଗୋଟେ ଝିଆ ଆସିଲେ ସେମାନେ ଚେକିଙ୍ଗ ଦିଅନ୍ତୁ ନାହି । ଯଦି ପରିବାର ଅଛନ୍ତି ବା ରକ୍ତ ସମ୍ପର୍କ ହେଲେ ଆଜି ସେମାନେ ଚେକିଙ୍ଗ ଦେଇଥାନ୍ତି ।

ଏହା ଛଡା କୌଣସି ବନ୍ଧୁ ମାନଙ୍କୁ ହୋଟେଲ ର ପ୍ରବେଶ କରିବାକୁ ଦିଆଯାଏ ନାହି । ଏହି ନିୟମ ବହୁତ କଠୋର ଭାବେ ପ୍ଳାନ କରାଯାଏ । ରୋଡି କୌଣସି ବାହାର ଲୋକ ଆସନ୍ତି ତେବେ ସେମାନଙ୍କୁ ଗ୍ରାହକ ଙ୍କ ସହ ରୁମ କୁ ଭେଟିବାକୁ ଦିଆଯାଏ ନାହି । ଯଦି ଅଧିକ ଜରୁରୀ ହୋଇଥିବ ତେବେ ଋପ୍ଶେସନ ରେ ଭେଟିବାକୁ ନିୟମ ରହିଛି ।

ଯଦି ପରିବାରର କୌଣସି ସଦସ୍ୟଙ୍କର ଆଇଡି ପ୍ରମାଣ ପତ୍ର ବା ବ୍ଲଡ଼ ଗ୍ରୁପ ସମାନ ହୋଇଥାଏ ତେବେ ସେହି କ୍ଷେତ୍ର ରେ ବାହାର ଲୋକଙ୍କୁ ଭେଟିବା ପାଇଁ ରୁମ ଭିତରକୁ ଅନୁମତି ମିଳିଥାଏ । ଯଦି ବାପାଙ୍କ ନାମ ସମାନ ହୋଇଥାଏ ତେବେ ସେମାନଙ୍କୁ ଅନୁମତି ମିଳିଥାଏ ରୁମ ଭିତରକୁ ଯିବା ପାଇଁ । କପଲ ମାନେ ନିଜର ଆଇଡି ପ୍ରମାଣ ପତ୍ର ଦେଇଥାନ୍ତି ଯାହା ପାଇଁ କୌଣସି ଅସୁବିଧା ର ସମୁଖିନ୍ନ ହୁଅନ୍ତି ନାହି ।

ଆହୁରି ମଧ୍ୟ ଏହି ଯୁବତୀ ଜଣକ କହିଛନ୍ତି ଯେ କପଲ ମାନେ ମଧ୍ୟ କୌଣସି ହାଇରାଣ କରନ୍ତି ନାହି । ଏହା ବ୍ଯତୀତ କୋରୋନା ପାଇଁ ସେମାନେ ଦୁଇଟି ଡୋଜ ନେଇଥିବା ସାର୍ଟିୟଫିକେଟ ଦେଖିବା ପରେ ରୁମ ଦେଇଥାନ୍ତି । ତେବେ OYO ହୋଟେଲେ ଏହିପରି ଭାବେ କପଲ ମାନଙ୍କର ଏଣ୍ଟ୍ରି କରାଯାଏ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *