ଅକ୍ସିଜେନ ଲେଭଲ ଏକଦମ ତୁରନ୍ତ 95 ରୁ ଉପରକୁ ହେଇଯିବ, କରନ୍ତୁ ଏହି ଘରୋଇ ଉପାୟ- Health Tips

ବର୍ତ୍ତମାନ କରୋନା ମହାମାରୀର ସଂକ୍ରମଣ ଏକ କା-ଳ ହୋଇଛି । ଦିନକୁ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ।

ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏଇ ଭାଇରସର୍ତେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ସଂକ୍ରମଣ ବହୁତ ତୀବ୍ର ଗତିରେ ବଢିବାରେ ଲାଗିଛି । ଦିନକୁ ଲକ୍ଷ ଲକ୍ଷ ଲୋକ ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି ଯେଉଁଥି ପାଇଁ ସରକାର ଚିନ୍ତାରେ ଅଛନ୍ତି ।

ଏହା ସହିତ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ବନ୍ଧୁଗଣ ଅଧିକାଂଶ ଲୋକ ଏହି ଭାଇରସରେ ସଂକ୍ରମିତ ହେବା ପରେ ଅମ୍ଳଜାନ ଅଭାବରୁ ନିଜର ପ୍ରାଣ ହରାଇଛନ୍ତି । ସାଧାରଣତଃ ଯେଉଁ ଲୋକଙ୍କ ଶରୀରର ରୋଗପ୍ରତିଷେଧକ ଶକ୍ତି କମ ରହିଛି ସେହି ଲୋକ ମାନଙ୍କୁ ଏହି ଭାଇରସ ଅତି ଶୀଘ୍ର ଆକ୍ରାନ୍ତ କରୁଛି ।

ଏହି ଭାଇରସ ମୁଖ୍ଯତଃ ଶରୀରର ଫୁସଫୁସ ଉପରେ ଅଧିକ ପ୍ରଭାବ ପକାଉଛି ଯାହାଫଳରେ ମଣିଷକୁ ନିଶ୍ଵାସ ପ୍ରଶ୍ଵାସ ନେବା ପାଇଁ ଅଧିକ କଷ୍ଟ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଶରୀରର ଅମ୍ଳଜାନ ସ୍ତରକୁ ବଢାଇ ପାରିବେ । ଏହା ସହିତ ଏହା ଆପଣଙ୍କ ଫୁସଫୁସ ଓ ହାର୍ଟକୁ ମଧ୍ୟ ସୁସ୍ଥ ରଖିବ ।

ଏହା ହେଉଛି ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।ବନ୍ଧୁଗଣ ଏହି ଉପାୟକୁ ବନେଇବା ପାଇଁ ଆପଣ ପ୍ରଥମେ ୮ଟି ଗୁଜୁରାତି ଓ 50 ଗ୍ରାମ ଦେଶୀ କପୁର ଏକ କାଚ ପାତ୍ରରେ ନିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ଦୁଇଟି ଜିନିଷକୁ ଏକା ସହ ମିଶାଇ ନିଜ ବେଡ ତଳେ କିମ୍ବା ଏପରି ଏକ ସ୍ଥାନ ଯେଉଁଠି ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଶୁଙ୍ଗିପାରିବେ ସେହି ସ୍ଥାନରେ ରଖିଦିଅନ୍ତୁ ।

ଏହା ବନ୍ଧୁଗଣ ଆମ ଶରୀରର ଅକ୍ସିଜେନ ସ୍ତରକୁ ବଢେଇବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କ ନାକ ମଧ୍ୟରେ ଯାଇ ଆପଣଙ୍କ ଶରୀର ମଧ୍ୟକୁ ଯିବ ଯାହାଫଳରେ ଆପଣଙ୍କୁ ବହୁତ ଫାଇଦା ମିଳିବ । ଯଦି ବନ୍ଧୁଗଣ ଆପଣ ମାନଙ୍କର ଅନିଦ୍ରା ଓ ଥକାପଣ ଆଦି ସମସ୍ୟା ରହିଛି ତା ହେଲେ ଆପଣ ଏହାକୁ ଶୁଙ୍ଗି ନିଜର ଏହି ସମସ୍ୟାକୁ ଦୂର କରିପାରିବେ ।

ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସାମାନ୍ୟ ଉପାୟକୁ ନିଜ ଘରେ ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ବହୁତ ଫାଇଦା ମିଳିବ ଓ ଆପଣଙ୍କ ଶରୀରର ଅସ୍କିଜେନ ସ୍ତର ମଧ୍ୟ ବଢିବ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *