ବାହା ହେଲା ପରେ ବି ଛାଡ଼ିନଥିଲା ଉଭୟଙ୍କ ପ୍ରେମ ନିଶା, ଲୁଚି ଛପି ହୋଟେଲରେ କରୁଥିଲେ ରାସଲୀଳା, ଆଉ ତା’ ପରେ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି ।

ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଆପଣ ମାନେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଘଟଗାଁ ସ୍ଥିତ ମା’ ହୋଟେଲରେ ହୋଇଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଏହି ସ୍ଥାନରେ ସ୍ଵାମୀ ସ୍ତ୍ରୀର ମିଥ୍ୟା ପରିଚୟ ଦେଇ ଲୁଚି ରହିଥିଲେ ଜଣେ ବିବାହିତ ଯୁବକ ଓ ବିବାହିତା ମହିଳା ।

ବ୍ୟବସାୟ ଲୋ-ଭରେ ହୋଟେଲ ମାଲିକ କରୋନା କ-ଟ-କ-ଣା ଉ-ଲଂ-ଘ-ନ କରି ସେମାନଙ୍କୁ ରହିବାକୁ ଦେଇଥିଲେ । ମୋବାଇଲ ଟ୍ରା-କିଂ ଜରିଆରେ ଘଟଗାଁ ପୁ-ଲି-ସ ଚ-ଢା-ଉ କରି ଉଭୟଙ୍କୁ ଖୋଜି ବାହାର କରିଥିବାବେଳେ ହୋଟେଲ ମାଲିକଙ୍କ ପ୍ରତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବର୍ତ୍ତମାନ ଆଲୋଚନା ହେଉଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ଖବର ମିଳିଛି ଯେ, କେନ୍ଦୁଝର ଜିଲ୍ଲାର ଏକ ବିବାହିତ ଯୁବକ ଭୁବନେଶ୍ବର ବଦଗଡ ଥାନା ଅଧିନସ୍ଥ ଏକ କଣ୍ଟ୍ରାକ୍ଟର ବିଜୟ ଶେଠୀଙ୍କ ପାଖରେ କାମ କରୁଥିଲା । ବିଜୟଙ୍କ ଭାଣିଜିଙ୍କ ଯେକି ଗଞ୍ଜାମ ଜିଲ୍ଲାର ଜଣେ ଯୁବକଙ୍କୁ ବିବାହ କରିଥିବାବେଳେ କିଛି ମାସ ହେଲାଣି ମାମୁଁ ଘରେ ତଥା ଭୁବନେଶ୍ବରରେ ରହୁଥିଲେ ।

ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବିଜୟ ସେଠୀଙ୍କ ଘରକୁ ସଂପୃକ୍ତ ଯୁବକ ଯିବା ଆସିବା କରୁଥିଲା । ଏହି ସମୟରେ ଭାଣିଜି ଏବଂ ସଂପୃକ୍ତ ଯୁବକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ପିଲାଛୁଆଙ୍କ ମା’ ବାପା ହୋଇ ମଧ୍ୟ ପ୍ରେମ ନି-ଶା-ରେ ଗତ ୧ ତାରିଖରୁ ଘର ଛାଡି ଘଟଗାଁ ଚାଲି ଆସିଥିଲେ ।

ଘଟଗାଁରେ ପହଞ୍ଚିବା ପରେ ସ୍ୱାମୀ, ସ୍ତ୍ରୀର ପରିଚୟ ଦେଇ ସ୍ଥାନୀୟ ମା’ ହୋଟେଲରେ ରହିଥିଲେ । ଅଧିକ ଦିନ ବୀତି ଯିବାରୁ ମହିଳାଙ୍କ ମା ଗତ ୨ ତାରିଖରେ ବଡଗଡ ଥାନାରେ ଅ-ଭି-ଯୋ-ଗ କରିଥିଲେ । ମହିଳା ଜଣକଙ୍କ ନାମ ହେଉଛି ଆରତୀ । ଏହାପରେ ଆରତୀଙ୍କ ମୋବାଇଲ ଟ୍ରା-କିଂ କରାଯିବା ପରେ ସେ ଘଟଗାଁରେ ଥିବା ଜଣାପଡିଥିଲା ।

ଘଟଗାଁ ଥା-ନା ସହଯୋଗରେ ଗତ ଗୁରୁବାର ୬ ତାରିଖ ସନ୍ଧ୍ୟା ୬ଟାରେ ମା’ ହୋଟେଲ ପୁ-ଲି-ସ ଚଢାଉ କରିଥିଲା । ହୋଟେଲର ଏକ ରୁମ୍‌ରୁ ଉଭୟ ଧରା ପଡିଥିଲେ । ମହିଳା ଜଣକଙ୍କୁ ତାଙ୍କ ପରିବାର ଲୋକେ ନେଇ ଯାଇଥିବାବେଳେ ଯୁବକକୁ ପୁ-ଲି-ସ ରଖିଦେଇ ଥିଲେ । ଯୁବକଙ୍କ ଘର ଲୋକେ ପହଞ୍ଚି ଅଣ୍ଡରଟେକେନ ଦେବା ପରେ ପୁ-ଲି-ସ ତାଙ୍କୁ ଛାଡି ଥିବା ଜଣାପଡିଛି । ଅନ୍ୟପଟେ ହୋଟେଲ କର୍ତ୍ତୃପକ୍ଷ କରୋନା କଟକଣା ଉ-ଲଂ-ଘ-ନ କରି ଲୋକଙ୍କୁ ରଖିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗତ ଏପ୍ରିଲ ମାସ ୬ ତାରିଖରେ ହୋଇଥିବା ବୈଠକରେ ଘଟଗାଁ ତହସିଲଦାର କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ ପାଳନ ଲାଗୁ କରିଥିଲେ । ସ୍ଥାନୀୟ ହୋଟେଲ ଓ ଲଜ୍‌ ମାଲିକ ଏହାକୁ କଡାକଡି ପାଳନ ପାଇଁ ସଚେତନ କରାଇଥିଲେ । କିନ୍ତୁ ମା’ ହୋଟେଲ କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଉ-ଲଂ-ଘ-ନ କରିଥିବା ଜଣାପଡିଛି । ମିଥ୍ୟା ସ୍ୱାମୀ, ସ୍ତ୍ରୀର ପରିଚୟ ଦେଇ ରହିଥିବା ଦିଲୁ ଓ ଆରତୀଙ୍କ ପାଖେ କରୋନା ନେଗେଟିଭ୍‌ ରିପୋର୍ଟ ନଥିଲା ।

ଏହାବ୍ୟତୀତ ହୋଟେଲରେ ରହୁଥିବା ଗ୍ରାହକଙ୍କ ଦୈନିକ ତଥ୍ୟ ସ୍ଥାନୀୟ ପ୍ରଶାସନ ପାଖରେ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଥିବାବେଳେ ହୋଟେଲ କର୍ତ୍ତୃପକ୍ଷ ଏହାକୁ ମଧ୍ୟ ଖି-ଲା-ପି କରିଥିଲେ । ଏନେଇ ହୋଟେଲ ମାଲିକ ହୃଷିକେଶ ସାହୁଙ୍କ ପୁଅଙ୍କୁ ପଚାରିବାରୁ ସେ ଏ ବାବଦରେ ଘଟଗାଁ ଥାନାକୁ ଜଣାଇଥିବା ପ୍ରକାଶ କରିଥିଲେ ।

ବନ୍ଧୁଗଣ ଅନ୍ୟପଟେ ଏସଆଇଙ୍କ ମତରେ, ଲକ୍‌ଡାଉନ ଯୋଗୁ ସ୍ୱାମୀ, ସ୍ତ୍ରୀ ରହିବାକୁ ଚାହୁଁଛନ୍ତି ବୋଲି ହୋଟେଲ ପକ୍ଷରୁ ଫୋନ ଯାଇଥିଲା । କରୋନା ଗାଇଡଲାଇନ ଅନୁସାରେ ଉଭୟଙ୍କ ସମସ୍ତ ପ୍ରମାଣପତ୍ର ରଖିବା ସହ ସେମାନଙ୍କୁ ଦୁଇଟି ଅଲଗା ଅଲଗା ସାନିଟାଇଜ ରୁମ ଦେବା ପାଇଁ କୁହାଯାଇଥିଲା ।

ଗୋଟେ ଦିନ ରହିବା ପରେ ସେମାନଙ୍କୁ ପଠାଇ ଦେବାକୁ ପୁ-ଲି-ସ କହିଥିବାବେଳେ ହୋଟେଲ କର୍ତ୍ତୃପକ୍ଷ ଦିଲୁ ମୁଣ୍ଡା ଓ ଆରତୀ ସେଠୀକୁ ଏକାଠି ୩ ଦିନ ରହିବା ପାଇଁ ଦେଇଥିଲେ । ସେମାନଙ୍କ କୌଣସି ତଥ୍ୟ ପ୍ରଶାସନ ନିକଟରେ ଦାଖଲ କରି ନଥିଲେ । ଏ ବାବଦରେ ଘଟଗାଁ ତହସିଲଦାର ଜନକ ନାଏକଙ୍କୁ ଘଟଣା ବିଷୟରେ ପଚରା ଉଚରା କରିବା ପାଇଁ ଖବର ମିଳିଛି । ପୁ-ଲି-ସ ସହିତ ଆଲୋଚନା ପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *