ଓଠ ଖୋଲିଦେବ ଗର୍ଲ ଫ୍ରେଣ୍ଡର ସବୁ ରାଜ, କଳା ଓଠ ବାଲାଙ୍କ ଠାରୁ ସାବଧାନ ହିଁ ରୁହନ୍ତୁ କାହିଁକି ନା…

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ କାମନା କରିଥାଆନ୍ତି , ସମସ୍ତେ ଚାହାଁନ୍ତି କି ତାଙ୍କ ଆଖି , ନାକ ଓ ଓଠ ବିଲିକୁଲ ପର୍ଫେକ୍ଟ ହେଉ , କିନ୍ତୁ ଝିଅମାନେ ଯେଉଁ ଅଙ୍ଗକୁ ନେଇ ସବୁଠୁ ଅଧିକ ସଜାଗ ରୁହନ୍ତି ସେ ହେଉଛି ଓଠ , ସୁନ୍ଦର ଓ ନରମ ଓଠ ପାଇବା ପାଇଁ ଇଚ୍ଛା ସମସ୍ତଙ୍କର ଥାଏ , ଏଥି ପାଇଁ ଲୋକେ କେତେକ ପ୍ରକାରର ଉପାୟ ମଧ୍ୟ କରିଥାଆନ୍ତି , କେତେ ଆକ୍ଟ୍ରେସମାନେ ସୁନ୍ଦର ଓଠ ପାଇବାକୁ ନିଜର ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରିଛନ୍ତି , ମହିଳାମାନଙ୍କ ପର୍ସନାଲିଟିରେ ଓଠ ସବୁଠୁ ଅଧିକ ମୁଖ୍ୟ ଭୂମିକା ନିଭେଇ ଥାଏ ।

ଏହାମହିଳାଙ୍କ ଶରୀରର ସବୁଠୁ ଆକର୍ଷକ ଅଙ୍ଗ ହୋଇଥାଏ , କିନ୍ତୁ ଯଦି ସୁନ୍ଦରତା ବ୍ଯତୀତ ଆଉ କିଛି ଦେଖାଯାଏ ଓଠ ଆପଣଙ୍କ ସ୍ବାସ୍ଥ୍ୟ ବିଷୟରେ କେତେ ଗୁଡ଼ିଏ କଥା କହିଥାଏ , ଯଦି ଆପଣ କେଉଁ ରୋଗରେ ଅଛନ୍ତି ତେବେ ଆପଣଙ୍କ ଓଠର ରଙ୍ଗ ବଦଳିବା ଆରମ୍ଭ ହୋଇଥାଏ , ଏହି କଥାକୁ ଅଧିକାଂଶ ଲୋକେ ନଜର ଅନ୍ଦାଜ କରିଥାନ୍ତି ବା ଏଥିରେ ତାଙ୍କର ଧ୍ୟାନ ହିଁ ଯାଇ ନଥାଏ , ଏହି କଥାକୁ ଖାମ ଖିଆଲି କରିବା ଆପଣଙ୍କୁ ବଡ଼ ଅସୁବିଧାରେ ପକାଇ ପରେ । ଯଦି ଦେଖିବେ ଆପଣଙ୍କର ଓଠର ରଙ୍ଗ ବଦଳୁଛି ତେବେ ଡାକ୍ତର ପାଖକୁ ଯାଆନ୍ତୁ।

ଓଠ କେବଳ ମେଡିକାଲ୍ କଣ୍ଡିସନ ବିଷୟରେ କୁହେ ନାହିଁ ତାଙ୍କ ସ୍ଵଭାବ ବିଷୟରେ ମଧ୍ୟ ବହୁତ କିଛି କହିଥାଇ । ଯଦି ଆପଣ କାହା ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ତେବେ ଆପଣ ତାଙ୍କ ଓଠକୁ ଥରେ ଦେଖନ୍ତୁ , ଓଠର ରଙ୍ଗର ଓ ଆକାର ଜଣେ ବ୍ୟକ୍ତିର ସ୍ଵଭାବ ବିଷୟରେ ବହୁତ କିଛି କହିଥାଏ ।

ଆକର୍ଷକ ଓଠ

ଯଦି ଆପଣଙ୍କ ପ୍ରେମିକାର ଓଠ ଅଧିକ ଆକର୍ଷକ ଅଟେ ବା ଆପଣଙ୍କୁ ଏମିତି କେହି ଝିଅ ପସନ୍ଦ ଅଟେ ଯାହାର ଓଠ ଅଧିକ ଆକର୍ଷକ ଅଟେ ତେବେ ଆପଣ ବିଲକୁଲ ଠିକ ଟ୍ରାକରେ ଯାଉଛନ୍ତି , ଯେଉଁ ଝିଅମାନଙ୍କ ଓଠ ଦେଖିବାକୁ ବହୁତ୍ ଆକର୍ଷକ ହୋଇଥାଏ ସେ ବହୁତ ପରିଶ୍ରମି , ବୁଦ୍ଧିମାନ ଓ ସଚ୍ଚୋଟ ହୋଇଥାନ୍ତି , ଏହି ଝିଅମାନେ ଅଧିକ ନିର୍ମଳ ମନର ହୋଇଥାନ୍ତି , ଏମାନଙ୍କ ମନରେ ଯିଏ ଥାଏ ସେହି ତାଙ୍କ ମୁହଁରେ ଥାଏ , ଏମିତି ଝିଅମାନେ ଅନ୍ୟମାନଙ୍କ ବିଷୟରେ ଚୁଗୁଲି କରିବାକୁ ପସନ୍ଦ କରନ୍ତି ନାହିଁ ।

ପତଳା ଓଠ

ଯଦି ପତଳା ଓଠବାଲା ଆପଣଙ୍କ ପ୍ରେମିକା ବା ସ୍ତ୍ରୀ ଅଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ ଭାଗ୍ୟ ଖୋଲି ଗଲା , ପତଳା ଓଠ ବାଲା ଝିଅମାନେ ବିଶ୍ୱାସ ଯୋଗ୍ୟ ହେବା ସହିତ ବୁଦ୍ଧିମାନ ମଧ୍ୟ ଅଟନ୍ତି , ଏମାନେ ନିଜ ପାର୍ଟନରଙ୍କୁ ଅଧିକ ଭଲ ପାଆନ୍ତି , ଏହି ଝିଅମାନେ ମହତ୍ୱକାଙ୍ଖି ହେବା ସହିତ ଆତ୍ମନିର୍ଭରଶୀଳ ମଧ୍ୟ ହୋଇଥାନ୍ତି , ଏହି ଝିଅମାନଙ୍କ ସ୍ଵଭାବ ଟିକେ ରହସ୍ୟମୟ ହୋଇଥାଏ ।

ମୋଟା ଓଠ

ମୋଟା ଓଠ ଥିବା ଝିଅମାନେ ବହୁତ ତୀକ୍ଷଣ ମସ୍ତିଷ୍କର ହୋଇଥାନ୍ତି , ଏମାନେ ସ୍ଵଭାବରେ ଟିକେ ଝଗଡ଼ାଳୁ ଟାଇପର ହୋଇଥାନ୍ତି ଏବଂ ଏମାନେ କହାକୁ ବି ନିଜ ଆଡକୁ ଆକର୍ଷିତ କରିଦେଇଥାନ୍ତି , ଏମାନଙ୍କୁ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ଭଲ ଲାଗିଥାଏ ଓ ଏମାନେ ଫ୍ରେଣ୍ଡଲି ଟାଇପର ହୋଇଥାନ୍ତି ।

ଗୋଲାପୀ ଓଠ

ଯେଉଁ ଝିଅମାନଙ୍କ ଓଠ ଗୋଲାପୀ ହୋଇଥାଏ ସେ ଚତୁର ବ୍ୟବହାର , ଉଦାର ଓ ବୁଦ୍ଧିମାନ ହୋଇଥାନ୍ତି , ଏହି ଝିଅମାନେ ସ୍ୱଭାବରେ ବହୁତ୍ ଭଲ ଓ ପ୍ରେମରେ ବିଶ୍ଵାସ ରଖିଥାନ୍ତି , ଏମାନଙ୍କ ଆଗରେ ଟଙ୍କା ଠାରୁ ଅଧିକ ମୂଲ୍ୟବାନ ସମ୍ପର୍କ ଅଟେ , ଏମାନେ ବହୁତ ଆକର୍ଷିତ ବ୍ୟକ୍ତିତ୍ଵ ଅଟନ୍ତି , ଏମାନଙ୍କ ପାଖରେ ଆତ୍ମବିଶ୍ବାସ ଭରି ହୋଇ ରହିଥାଏ କିନ୍ତୁ ଓଭର କନ୍ଫିଡେଣ୍ଟ ନଥାଏ ।

କଳା ଓଠ

କଳା ଓଠ ବାଲା ଝିଅମାନେ ବହୁତ ତେଜ ଓ ଚାଲାଖ ହୋଇଥାନ୍ତି , ଏହି ଝିଅମାନେ ସ୍ୱଭାବରୁ ଅଧିକ ଗପୁଡି , ସ୍ବାମୀ ଓ ପରିବାରଙ୍କର ସେବା କରିବା ଏମାନଙ୍କୁ ଭଲ ଲାଗିଥାଏ , ଏମାନେ ଅନ୍ୟଙ୍କ ଠାରୁ ନିଜ କାମ ସହଜରେ ବାହାର କରି ପାରନ୍ତି , ଏମାନଙ୍କୁ ଅନ୍ୟମାନଙ୍କ ସହିତ ଟିକେ ସମୟ ଲାଗେ ମିଶିବା ପାଇଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଦୟାକରି ଏହାକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *