ବନ୍ଧୁଗଣ ସମାଜର ସୁରକ୍ଷା ଓ ଦୁର୍ନୀତିକୁ ଶେଷ କରିବା ପାଇଁ ଆମ ପୋଲିସ ଫୋର୍ସ ସବୁବେଳେ ପ୍ରସ୍ତୁତ ଥାନ୍ତି । ତେବେ ଆପଣ ମାନେ କଣ ପୋଲିସ କର୍ମଚାରୀଙ୍କ ଦରମା ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପୋଲିସ ମାନଙ୍କ ଦରମା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି କନେଷ୍ଟବଳ । କନେଷ୍ଟବଳ ମାସକୁ ୩୦ ହଜାର ୮୫୩ ଟଙ୍କା ପାଇଥାନ୍ତି ।
୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଲାନ୍ସନାଏକ । ଲାନ୍ସନାଏକଙ୍କ ମାସିକ ଦରମା ହେଉଛି ୩୫ ହଜାର ୪୭୫ ଟଙ୍କା ।
୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ହାବିଲଦାର । ତେବେ ହାବିଲଦାର ମାନଙ୍କ ମାସିକ ଦରମା ହେଉଛି ୩୫ ହଜାର ୪୭୫ ଟଙ୍କା ।
୪. ଏହା ପରେ ଆସୁଛନ୍ତି ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର । ଏଏସଆଇଙ୍କ ମାସିକ ଦରମା ହେଉଛି ୪୦ ହଜାର ୧୦୦ ଟଙ୍କା ।
୫. ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସବ୍ ଇନ୍ସପେକ୍ଟର । ସବ ଇନ୍ସପେକ୍ଟରଙ୍କ ମାସିକ ଦରମା ହେଉଛି ୪୭ ହଜାର ୮୫୦ ଟଙ୍କା ।
୬. ବନ୍ଧୁଗଣ ଏହା ପରେ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଇନ୍ସପେକ୍ଟର । ଇନ୍ସପେକ୍ଟରଙ୍କ ମାସିକ ଦରମା ହେଉଛି ୫୯ ହଜାର ୭୨୫ ଟଙ୍କା ।
୭. ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି DSP । ବନ୍ଧୁଗଣ DSPଙ୍କ ମାସିକ ଦରମା ହେଉଛି ୭୭ ହଜାର ୩୨୫ ଟଙ୍କା ।
୮. ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ASP । ବନ୍ଧୁଗଣ ASPଙ୍କ ମାସିକ ଦରମା ହେଉଛି ୭୭ ହଜାର ୩୨୫ ଟଙ୍କା ।
୯. ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଆସିଷ୍ଟାଣ୍ଟ SP । ତେବେ ଆସିଷ୍ଟାଣ୍ଟ SPଙ୍କ ମାସିକ ଦରମା ହେଉଛି ୯୧ ହଜାର ୧୮୫ ଟଙ୍କା ।
୧୦. ଏହା ପରେ ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ଏସପି । ବନ୍ଧୁଗଣ ଏସପିଙ୍କ ମାସିକ ଦରମା ହେଉଛି ୧ ଲକ୍ଷ ୫ ହଜାର ୭୦୦ ଟଙ୍କା ।
୧୧. ବନ୍ଧୁଗଣ ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଏସଏସପି । ତେବେ ଏସଏସପିଙ୍କ ମାସିକ ଦରମା ହେଉଛି ୧ ଲକ୍ଷ ୫୫ ହଜାର ୩୨୫ ଟଙ୍କା ।
୧୨. ବନ୍ଧୁଗଣ ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଡିଆଇଜି । ତେବେ ଡିଆଇଜିଙ୍କ ମାସିକ ଦରମା ହେଉଛି ୧ ଲକ୍ଷ ୭୧ ହଜାର ୭୫ ଟଙ୍କା ।
୧୩. ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଆଇଜି । ତେବେ ବନ୍ଧୁଗଣ ଆଇଜିଙ୍କ ମାସିକ ଦରମା ହେଉଛି ୧ ଲକ୍ଷ ୮୭ ହଜାର ୪୫୦ ଟଙ୍କା ।
୧୪. ବନ୍ଧୁଗଣ ଏହା ପରେ ଆମ ଲିଷ୍ଟରେ ଅଛନ୍ତି ADGP । ତେବେ ADGPଙ୍କ ମାସିକ ଦରମା ହେଉଛି ୨ ଲକ୍ଷ ୫ ହଜାର ୪୦୦ ଟଙ୍କା ।
୧୫. ଏବେ ଆମ ଲିଷ୍ଟରେ ଅଛନ୍ତି SDGP । ତେବେ SDGPଙ୍କ ମାସିକ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା ।
୧୬. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି DGP । ତେବେ DGPଙ୍କ ମାସିକ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା ।