ଚଳନ୍ତା ବସ୍‌ ଭିତରେ ସ୍କୁଲ ଛାତ୍ରୀ କଲେ ଏମିତି କାଣ୍ଡ, ନ ଦେଖିଲେ ବିଶ୍ଵାସ କରି ହେବନି….ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ନିଶଆ ମଅଦ ପିଇବା ଆଉ ପେସା ପାଠ ପଢିବା । ଢଗ ଢଗ କରି ପିଉଛନ୍ତି ମଅଦ ।

ବନ୍ଧୁଗଣ ଏହି ଦୃଶ୍ୟ ଟିକେ ଭଲ ଭାବରେ ଦେଖନ୍ତୁ କିଭଳି ଢଗ ଢଗ କରି ପିଇ ଯାଉଛନ୍ତି ମଅଦ । ସମସ୍ତେ ପିଇବାରେ ବ୍ୟସ୍ତ ସମସ୍ତଙ୍କ ମୁହଁରେ ମଅଦ ବୋତଲ । ନିଶଆ ଏମିତି ଧରିଛି ଯେ, ରାସ୍ତା ଘାଟ ବି ମାନୁ ନାହାନ୍ତି । ଚଳନ୍ତା ବସରେ କିଛି ଛାତ୍ରୀ ମଅଦ ପିଉଥିବାର ଦେଖିବାକୁ ମିଳିଛି । ତାମିଲନାଡୁର ଚେଙ୍ଗଲପାଟୁ ଜିଲ୍ଲାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ବସ ଭିତରେ ଶୁଟିଙ୍ଗ କରାଯାଇଛି । ଭିଡିଓରେ କିଛି ସ୍କୁଲ ଛାତ୍ରୀ ମଅଦ ବୋତଲ ଖୋଲି ଢଗ ଢଗ କରି ଜଣଙ୍କ ପରେ ଜଣେ ପିଉଥିବାର ଦେଖିବାକୁ ମିଳିଛି । ଏମାନେ ସମସ୍ତେ ଚେଙ୍ଗଲପାଟୁରେ ଥିବା ଏକ ସରକାରୀ ସ୍କୁଲର ଛାତ୍ରୀ ବୋଲି କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ଭିଡିଓଟି ଅତି ପୁରୁଣା ବୋଲି କୁହାଯାଉଥିଲା ।

ହେଲେ ପରେ ଏହି ଘଟଣା ବିଷୟରେ ସ୍ପର୍ଷ୍ଟ ଜଣା ପଡିଥିଲା । ଭିଡିଓଟି ଭାଇରାଲ ହେବା ପରେ ପ୍ରଶାସନ ଏହି ଘଟଣା ଉପରେ ଗୁରୁତ୍ଵ ଦେଇଛି ଏହା ସହ ପ୍ରଶାସନ ଏହାର ତଦନ୍ତ କରିବ ବୋଲି ସୂଚନା ଦେଇଛି । ବନ୍ଧୁଗଣ ସମୟ ବଦଳି ଯାଇଛି ଏବେ ଛୋଟ ଛୋଟ ଛାତ୍ରୀ ମାନେ ବି ମଅଦ ପିଉଛନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *