ଓଡ଼ିଶାର ଏହି ସବୁ ଅଞ୍ଚଳରେ ରହିଛି ପ୍ରବଳ ସୁନାଖଣି ! ଓଡିଶା ସୁନା ଖଣିରେ KGF ଲିଙ୍କ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ KGF ସୁନା ଖଣି ଲିଙ୍କ ! ତେବେ ସୁନା ପିନ୍ଧିବାକୁ କିଏ ଅବା ମନ ବଳାଇନଥାଏ । କାରଣ ସୁନା ପ୍ରତି ସମସ୍ତଙ୍କର ନିହାତି ଭାବରେ ଦୁର୍ବଳତା ରହିଥାଏ । ତେବେ ସୁନା ହେଉଛି ଏକ ଏପରି ଜିନିଷ ଯାହାର ଚାହିଦା ବଜାର ମାନଙ୍କରେ ବହୁ ମାତ୍ରାରେ ରହିଛି । ତେବେ ଏହି ସୁନା ସୁନା ଖଣିରୁ ହିଁ ଆସିଥାଏ । ତେବେ ଏହି ସୁନା ଖଣି ଯେଉଁ ସ୍ଥାନ ମାନଙ୍କରେ ରହିଥାଏ ।

ସେହି ସୁନା ଖଣିକୁ ନିଜ ଅଧୀନରେ ରଖିବା ତଥା ସୁନାର କଳାକାରବାର କରିବା ପାଇଁ ମଧ୍ୟ ଅନେକ ଖଣି ମଫିଆ ମାନେ ବାହାରିଥାନ୍ତି । ତେବେ ଫିଲ୍ମ KGF ମଧ୍ୟ ସୁନା ଖଣି ସହିତ ଲିଙ୍କ ରଖି ପ୍ରସ୍ତୁତ କରଯାଇଥିଲା । ତେବେ ସୂଚନା ମୁତାବିକ ଓଡିଶାରେ ମଧ୍ୟ ମିଳିଛି ସୁନା ଖଣିର ସନ୍ଧାନ । ତେବେ ଓଡିଶାର ୩ ଜିଲ୍ଲାରୁ ଡ୍ରିଲ କରି ସିଜିଏସଆଇ ମାଟିତଳେ ଗଚ୍ଛିତ ରହିଛି ବୋଲି ସୁନା  ସନ୍ଧାନ ପାଇପାରିଛି। ତେବେ ଇସ୍ପାତ ଓ ଖଣି ମନ୍ତ୍ରୀ ସୁନାଖଣିର ସନ୍ଧାନ ଦେଇଛନ୍ତି ।

ତେବେ ଯାହାକୁ ନେଇ ସାରା ଓଡିଶାବ୍ୟାପୀ ଚର୍ଚା ହେବାରେ ଲାଗିଛି । ଓଡିଶାରେ ସୁନା ଖଣିର ସନ୍ଧାନ ମିଳିପାରିଛି ବୋଲି ଏହା ଓଡିଶା ପାଇଁ ଯଦିଓ ଏକ ଭଲ ଖବର ଅଟେ । ତେବେ ସୁନା ଖଣି ସମ୍ପୃକ୍ତ କଥାକୁ ବିଚାରଭୁକ୍ତ କରିଲେ । ତେବେ ଏଥିରୁ ବହୁ କିଛି କଥା ମଧ୍ୟ ସାମ୍ନାକୁ ଆସିଯାଉଛି । ତେବେ ଜେପରି ଫିଲ୍ମ KGF ରେ ସୁନା KGF ସୁନା ଖଣିକୁ ଆଧାରିତ କରି ଫିଲ୍ମ ନିର୍ମାଣ ହେବ ସହ ସେଠାରେ ସୁନା ମାଫିଆଙ୍କର କିପରି ରାଜୁତି ଚାଲିଥିଲା ।

ଏପରି ସୁନା ପାଇଁ ଦଳ ଦଳ ମଧ୍ୟରେ ଯୁଦ୍ଧ ହେବାକୁ ମଧ୍ୟ ପଛାଇ ନଥିଲା । ତେବେ ତାପରେ KGF ସ୍ଥାନକୁ ମାଫିଆ ମାନଙ୍କର ସୁନାବେଆଇନ ଭାବରେ କାର୍ଯ୍ୟ ନଜରକୁ ଆସିଲା ପରେ ସରକାରଙ୍କର ସେଠାରେ ଚଢାଉ ହୋଇ ସେହି ସ୍ଥାନକୁ ବ୍ୟାନ କରଯାଇଥିଲା । ଯଦି ଓଡିଶାରେ ସୁନା ଖଣିର ସନ୍ଧାନ ସ୍ଥାନମାନଙ୍କରେ ଏହିପରି କିଛି ମାଫିଆ ମାନଙ୍କର ପାଦୁର୍ଭାବ ଦେଖାଦେବ ।

ତେବେ ଆଗାମୀ ସମୟରେ ଏହି ସୁନାଖଣିର ସୁରକ୍ଷା ବ୍ୟବସ୍ଥା ପାଇଁ କଣ ସବୁ ପଦକ୍ଷେପ ନେବେ ତାହାକୁ ନେଇ ଆଲୋଚନା ଚାଲିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *