1947 ରୁ 2023 ପର୍ଯ୍ୟନ୍ତ ଓଡିଶାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ନାମ ଓ କାର୍ଯ୍ୟକାଳ ! କିଏ ଥିଲେ ସବୁଠୁ ଭଲ ମୁଖ୍ୟମନ୍ତ୍ରୀ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜ୍ୟର ଶାସନ ଭାର ରାଜ୍ୟମୁଖ୍ୟଙ୍କ ହାତରେ ରହିଥାଏ । ଯାହାଙ୍କୁ କି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥାଉ । ତେବେ ୧୯୪୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧୪ ଜଣ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଲୋକଙ୍କର ସେବା କରିବାର ସୁଯୋଗ ପାଇପାରିଛନ୍ତି । ତେବେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ହରେକୃଷ୍ଣ ମହତାବ । ୧୯୪୭ ଅଗଷ୍ଟ ୧୫ ତାରିଖରେ ସେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୯୪୭ ଅଗଷ୍ଟ ୧୫ ରୁ ୧୯୫୦ ମେ’ ୧୨ ତାରିଖ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତାପରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୧୯୫୦ ମେ’ ୧୨ ରୁ ୧୯୫୬ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତାପରେ ପୁଣି ଠାରେ ହରେକୃଷ୍ଣ ମହତାବ ୧୯୫୬ ମସିହାରୁ ଅକ୍ଟୋବର ୧୯ ତାରିଖ ଠାରୁ ୧୯୬୧ ମସିହା ଫେବୃଆରି ୨୫ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ ।

ତାପରେ ମୁଖ୍ୟପଦବୀରେ ବିଜୁ ପଟ୍ଟନାୟକ ରହିଥିଲେ । ସେ ୧୯୬୧ ଜୁନ ୨୩ ତାରିଖ ଠାରୁ ୧୯୬୩ ଅକ୍ଟୋବର ୨ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ । ତାପରେ ଆସିଲେ ବିରେମ ମିଶ୍ର । ସେ ୧୯୬୩ ମସିହା ଅକ୍ଟୋବର ୨ ରୁ ୧୯୬୫ ମସିହା ଫେବୃଆରି ୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ତାପରେ ମୁଖ୍ୟମନ୍ତ୍ରୀ ପଦବୀରେ ରହିଲେ ସଦାଶିବ ତ୍ରିପାଠୀ । ସେ ୧୯୬୫ ଫେବୃଆରି ୨୧ ଠାରୁ ୧୯୬୭ ମାର୍ଚ ୮ ତାରିଖ ପର୍ଯ୍ୟନ୍ତ ସେ ଶାସନରେ ରହିଥିଲେ ।

ତାପରେ ରାଜେନ୍ଦ୍ର ନାରାୟଣ ସିଁଦେଓ ୧୯୬୭ ମାର୍ଚ ୮ ତାରିଖ ଠାରୁ ୧୯୭୧ ଜାନୁଆରୀ ୯ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ବିଶ୍ଵନାଥ ଦାସ ୧୯୭୧ ଏପ୍ରିଲ ୩ ଠାରୁ ୧୯୭୨ ଜୁନ ୧୪ ପର୍ଯ୍ୟନ୍ତ ପଦବୀରେ ରହିଥିଲେ। ତାପରେ ଆସିଲେ ନନ୍ଦିନୀ ଶତପଥି ୧୯୭୨ ଜୁନ ୧୪ ଠାରୁ ୧୯୭୬ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ପଦବୀରେ ଥିଲେ । ସେ ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ।

ତାପରେ ବିନୟକ ଆଚାର୍ଯ୍ୟ ୧୯୭୬ ଡିସେମ୍ବର ୨୯ ଠାରୁ ୧୯୭୭ ଏପ୍ରିଲ ୩୦ ପଦବୀରେ ରହିଥିଲେ । ତାପରେ ନୀଳମଣୀ ରାଉତରାୟ ୧୯୭୭ ଜୁନ ୨୬ ତାରିଖ ଠାରୁ ୧୯୮୦ ଫେବୃଆରି ୧୭ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଏ । ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦ ମସିହା ଜୁନ ୯ ରୁ ୧୯୮୯ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ହେମ ନନ୍ଦ ବିଶ୍ଵାଳ ୧୯୮୯ ଡିସେମ୍ବର ୭ ତାରିଖ ଠାରୁ ୧୯୯୦ ମାର୍ଚ ୫ ତାରଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ ।

ତାପରେ ପୁଣି ଆସିଥିଲେ ବିଜୁ ପଟ୍ଟନାୟକ । ସେ ୧୯୯୦ ମାର୍ଚ ୫ ରୁ ୧୯୯୫ ମାର୍ଚ ୧୫ ତାରିଖ ପର୍ଜୟାନ୍ତ ପଦବୀରେ ରହିଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୯୫ ମାର୍ଚ ୧୫ ଠାରୁ ୧୯୯୯ ଫେବୃଆରି ୧୭ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ଗିରିଧର ଗମଙ୍ଗ ଆସିଥିଲେ । ୧୯୯୯ ଅଫେବୃଆରି ୧୭ ତାରିଖ ଠାରୁ ୧୯୯୯ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ ।

ତାପରେ ହେମନନ୍ଦ ବିଶ୍ଵାଳ ୧୯୯୯ ଡିସେମ୍ବର ୬ ତାରିଖ ୨୦୦୦ ମାର୍ଚ ୫ ତାରିଖ ପର୍ଯ୍ୟନ୍ତ ପଦବୀରେ ରହିଥିଲେ । ତାପରେ ବର୍ତ୍ତମାନ ନବୀନ ପଟ୍ଟନାୟକ ୧୯୪୬ ମସିହା ଅକ୍ଟୋବର ୧୬ ରୁ ଏବେ ପର୍ଯ୍ୟନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ରହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *