ବିଶ୍ଵର ଏହି ଦେଶରେ ବର୍ଷକୁ 4 ଥର ବସେ କନ୍ୟା ହାଟ, ବୋଲି ଲଗେଇ କିଣା ଯାଏ ନିଜ ପସନ୍ଦର ସ୍ତ୍ରୀ…ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ଷକୁ ୪ ଥରେ ବସେ କନ୍ୟା ହାଟ ! ପୁଅ ମାନେ କନ୍ୟା ହାଟରୁ ନିଜ ମନ ପସନ୍ଦ ମୁତାବକ ଝିଅ ଖୋଜି ହୁଅନ୍ତି ବିବାହ ! ତେବେ ଏହା ଜାଣିକି ଆପଣଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛି କି ! ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ଆବଶ୍ୟକତା ନାହିଁ । ତେବେ ବୁଲଗେରିଆର ରୋମା ସମ୍ପ୍ରଦାୟର ଲୋକଙ୍କ ଠାରେ ଏହି ପ୍ରଥା ବର୍ଷକୁ ୪ ଥର ଝିଅ ହାଟ ବସିଥାଏ ।

ଯେଉଁ ହାଟରେ ସେଠାକାର ବାସିନ୍ଦା ନିଜ ନିଜ କୁମାରୀ ଝିଅ ମାନଙ୍କୁ ନେଇ ସେଠାରେ ସୁସଜ୍ଜିତ କରି ବସେଇଥାନ୍ତି । ଝିଅ ମାନଙ୍କୁ ୧୪ ବର୍ଷ ହୋଇଗଲେ । ତାଙ୍କୁ ଆଉ ଅଧିକ ପାଠ ପଢିବାର ସୁଯୋଗ ଦିଆନଯାଇ ତାଙ୍କର ବାହାଘର ପାଇଁ ବାପାମାଆ ତାଙ୍କୁ ଏହି କନ୍ୟା ହାଟକୁ ନେଇ ଆସିଥାନ୍ତି । ତାପରେ ସେହିଁ କନ୍ୟା ହାଟକୁ ବିଭିନ୍ନ ଏରିଆରୁ ପୁଅ ମାନଙ୍କ ସୁଅ ଛୁଟିଥାଏ । ତେବେ ପୁଅ ମାନେ ନିଜ ମନ ପସନ୍ଦର ଏକ ଝିଅକୁ ସେ ଝିଅ ହାଟରୁ ଖୋଜି ଖୋଜି ବାହାର କରନ୍ତି ।

ତେବେ ପୁଅ ପସନ୍ଦ କରିଥିବା ଝିଅ ସହିତ କିଛି ସମୟ ପାଇଁ ପୁଅ ଓ ଝିଅଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥାଏ । ତେବେ ଯେତେବେଳେ ଉଭୟ ଉଭୟଙ୍କର ପସନ୍ଦ ଆସିଯାଇଥାନ୍ତି । ତେବେ ଝିଅ ମାନଙ୍କ ଉପରେ ନିଲାମ ଡକାଯାଇଥାଏ । ଯିଏ ସବୁଠାରୁ ଅଧିକ ନିଲାମ ଦେବ । ସେହି ଝିଅଟି ତାହାର ହେବ । ସେତେବେଳେ ବାପା ଓ ମାଆଙ୍କ ସହମତି କ୍ରମେ ପୁଅ ସହିତ ଝିଅଙ୍କର ବାହାଘର କରେଇ ଦିଆଯାଇଥାଏ ।

ତେବେ ଏହି ବାହାଘର ପାଇଁ ଅନ୍ୟ କୌଣସି ମଧ୍ୟସ୍ଥିର ଆବଶ୍ୟକତା ପଡିନଥାଏ । ତେବେ ପୁଅ ମାନେ ଝିଅ ହାଟକୁ ଆସି ଅନେକ ସୁନ୍ଦରେ ସୁନ୍ଦରୀ ଝିଅଙ୍କ ମଧ୍ୟରୁ ନିଜ ମନ ପସନ୍ଦର ଏକ ମଇନାକୁ ଯେତେବେଳେ ଖୋଜି ଦେଇଥାନ୍ତି । ସେହି ଝିଅ ସହିତ ହିଁ ପୁଅର ବାହାଘର କରାଇ ଦିଆଯାଇଥାଏ । ତେବେ ଝିଅ ମାନେ ମଧ୍ୟ ନିଜ ବାହାଘର ପାଇଁ ଯେତେବେଳେ କନ୍ୟା ହାଟ ବସିଥାଏ ।

ସେତେବେଳେ ଝିଅ ମାନେ ନିଜକୁ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରି ହାଟକୁ ଯାଇଥାନ୍ତି । ଯେପରି ଯେଉଁ ପୁଅର ନଜର ସେହି ଝିଅ ଉପରେ ପଡିବ । ଯେପରି ପୁଅ ଥରେ ଦେଖାରୁ ହିଁ ସେହି ଝିଅକୁ ନିଜ ଜୀବନସାଥି ରୂପେ ଆପଣାଇଦେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ଝିଅ ମାନଙ୍କ ପାଇଁ ଥିବା ଏପରି ଅଜବ ପ୍ରକାର ପ୍ରଥା ଆପଣଙ୍କୁ କିପରି ଲାଗିଲା ନିଜର ମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *