ଓଡ଼ିଶାର 10 ଜଣ ସବୁଠୁ ଧନୀ ବ୍ୟକ୍ତିଙ୍କ List ! ଦେଖନ୍ତୁ ଓଡିଶାର ନମ୍ବର 1 ଧନୀ ବ୍ୟକ୍ତି କିଏ ଓ ତାଙ୍କ ପାଖରେ ଅଛି କେତେ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତ ଭଳି ରାଜ୍ୟବହୁଳ ଦେଶ ମଧ୍ୟରେ ଓଡିଶା ରାଜ୍ୟ ଅନ୍ୟତମ । ତେବେ ଭାରତର ପୂର୍ବ ଉପକୂଳରେ ଓଡିଶା ରାଜ୍ୟ ଅବସ୍ଥିତ । ତେବେ ଓଡିଶାର ସୁନାମ ଧନ୍ଯ ତଥା ଧନୀ ବ୍ୟକ୍ତିବିଶେଷଙ୍କ ଉପରେ ଚାଲନ୍ତୁ ଆଲୋଚନା କରିବା । ତେବେ ଓଡିଶାର ବଛା ବଛା ୧୦ ଜଣ ଧନୀ ହେଉଛନ୍ତି । ନମ୍ବର ୧୦ ଧନୀ ତାଲିକାରେ ଥିବା ନାମଟି ହେଉଛି ବିଯୟ ମହାପାତ୍ର । ତେବେ ସେ ଜଣେ ପ୍ରକ୍ଷାତ ରାଜନେତା ଅଟନ୍ତି ।

ବିଜେଡି କ୍ଯାବିନେଟର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଥିଲେ । ତେବେ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରୁ ସେ ୪ ଥର ବିଜୟ ଲାଭ କରି ବିଧାୟକ ଆସନରେ ରହିଥିଲେ । ଏହି ଧନୀ ତାଲିକାରେ ନବମ ସ୍ଥାନରେ ଅଛନ୍ତି ଓଡିଶାର ସୁପରଷ୍ଟାର ଅନୁଭବ ମହାନ୍ତି । ତେବେ ଅନୁଭବ ମହାନ୍ତି ଓଡିଆ ସିନେ ଜଗତରେ ଜଣେ ସୁପରିଚିତ କଳାକାର ଅଟନ୍ତି । ଏହା ସହିତ ଅନୁଭବ ମହାନ୍ତି ୨୦୧୩ ମସିହାରେ ବିଜେଡି ଦଳରେ ସାମିଲ ହୋଇଥିଲେ ।

ତେବେ ୨୦୧୪ ରେ ସେ କେନ୍ଦ୍ରାପଡା ସାଂସଦ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଧନୀ ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ଅଜିତ ଜୈନ । ଅଜିତ ଜୈନ IBM ସଂସ୍ଥାରେ ସେଲ୍ସମ୍ୟାନ ଭାବରେ କାର୍ଯ୍ୟ କରିଥିଲେ । ହେଲେ ଏବେ ସେ ଜଣେ ବଡ ସଂସ୍ଥାର ଉପଧ୍ୟାକ ଅଟନ୍ତି । ଧନୀ ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି ଡାକ୍ତର ପ୍ରଦୀପ୍ତ ମହାନ୍ତି । SN ଗୃପ ଓ ବ୍ରଡବ୍ଯାନ ସଂଯୋଗର ସଭାପତି ଓ ଅଧକ୍ଷ ଭାବରେ କାର୍ଯ୍ୟ କରନ୍ତି ।

ହୋମିଓପାଥି  ମେଡ଼ିସିନର ଏକ୍ସପର୍ଟ ଡାକ୍ତର ପ୍ରଦୀପ୍ତ ମହାନ୍ତି । CII ରାଜ୍ୟ ପରିଷଦର ଚେୟାରମ୍ୟାନ ଅଟନ୍ତି । ତେବେ ଷଷ୍ଠ ଧନୀ ବ୍ୟକ୍ତି ହେଉଛନ୍ତି ଦିଲ୍ଲୀପ ରାୟ । ସେ ଜଣେ ରାଜନେତା ସହ ହୋଟେଲ ବ୍ୟବସାୟୀ ମଧ୍ୟ ଅଟନ୍ତି । ଓଡିଶାର ପଞ୍ଚମ ଧନୀ ବ୍ୟକ୍ତି ହେଉଛନ୍ତି ଶୁଭକାନ୍ତ ପଣ୍ଡା । ସେ ଇଣ୍ଡିଆନ ମେଟାଲ ଓ ଫେରୋଅଲାଇଜ ଲିମିଟେଡର ମାନେଜିଙ୍ଗ ଡ଼ିରେକ୍ଟର ଅଟନ୍ତି । ଓଡିଶାର ଚତୁର୍ଥ ଧନୀ ବ୍ୟକ୍ତି ହେଉଛନ୍ତି ମଧୁସୁଡାନ ଶାହା ।

ସେ ଭାରତୀୟ ଦିବାଲା ଶୋଧନଅକ୍ଷମତା ବୋର୍ଡ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ଏହା ସହିତ ଅନେକ ଖଣୀ ପରିଚାଳନାର ମଧ୍ୟ ଦାୟିତ୍ଵ ନେଇଛନ୍ତି । ତୃତୀୟ ଧନୀ ବ୍ୟକ୍ତି ତାଲିକାରେ ଅଛନ୍ତି ପ୍ରେମ ପଟ୍ଟନାୟକ । ସେ ଓଡିଶାର ଜଣେ ବହୁତ ବଡ ବ୍ଯବସାୟିକ ପ୍ରତୀଷ୍ଟାତା । ଦିତୀୟ ଧନୀ ବ୍ୟକ୍ତି ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଇନ୍ଦ୍ରାଣୀ ପଟ୍ଟନାୟକ ।

ଆଇରନର ମାଇନ୍ସ ଓ ପଟ୍ଟନାୟକ ମାଇନ୍ସର ର ମାଲିକ ଅଟନ୍ତି । ତେବେ ଓଡିଶାର ପ୍ରଥମ ଧନୀ ମହିଳା ମଧ୍ୟ ଅଟନ୍ତି । ଓଡିଶାର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି କମଲଜିତ ସିଂ ଅହଲୁୱାଲିଆ । ସେ ଦୀର୍ଘ ୩୦ ବର୍ଷ ଧରି ଓଡିଶା ଖଣୀ ଶିଳ୍ପରେ ଜଡିତ ଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ନୂଆ ନୂଆ ପୋଷ୍ଟ ପାଇଁ ଆମ  ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *