ମନ୍ତ୍ରୀ Naba Das ଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ ! କ୍ରାଇମବ୍ରାଞ୍ଚ ଆଗରେ ଗୋଟି ଗୋଟି କରି ସବୁ ଗୁମର କହିଲା ଗୋପାଳ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟି ଗୋଟି କରି ସବୁ  କ୍ର-ଆ ଇ-ମବ୍ରାଞ୍ଚ ନିକଟରେ କହିଛି ସତ୍ୟ ! ତେବେ ନବ ଦାସଙ୍କୁ କାହିଁକି ଗୋପାଳ କରିଥିଲା ହତୟଆ ସେହି ସମ୍ପର୍କିତ ଅନେକ ଗୁଡିଏ ସୂଚନା ବର୍ତ୍ତମାନ ସମୟରେ କ୍ର-ଆ ଇ-ମବ୍ରାଞ୍ଚ ହାତରେ ଲାଗିଛି । ତେବେ ବହୁ ଚର୍ଚିତ ନବ ଦାସ ହତୟଆ ମାମଲାରେ ଆସିଲା ଏକ ନୂଆ ଟ୍ଵିସ୍ତ । ଗୋପାଳ ଦାସ ମୁହଁରୁ ନବ ଦାସ ହତୟଆକାଣ୍ଡ ପଛରେ ଥିବା ରହସ୍ୟ ଜାଣିବା ପାଇଁ କ୍ର-ଆ ଇ-ମବ୍ରାଞ୍ଚ ଅନେକ ଗୁଡିଏ ଗୋପାଳ ଉପରେ ପରୀକ୍ଷା କରିଥିଲା ।

ତେବେ ଲାଏ ଟେଷ୍ଟ ଠାରୁ ଆରମ୍ଭ କରି ନାର୍କୋଟେଷ୍ଟ ପର୍ଯ୍ୟନ୍ତ ବହୁ ଗୁଡିଏ ମଧ୍ୟ ଗୋପାଳ ଉପରେ କରଯାଇଥିଲା । ତେବେ ଗୋପାଳକୁ ଅନେକ ଗୁଡିଏ ପ୍ରଶ୍ନ ଗୁଡିଏ ପଚାରିବା ସହ ଜେରା ପରେ ଜେରା କରଯାଇଥିଲା । ତଥପି ସେପରି କିଛି ଠୋସ ପ୍ରମାଣ ଗୋପାଳ ମୁହଁରୁ ମିଳିପାରିନଥିଲା । ତେବେ ଏବେ ଏବେ ଏପରି କିଛି ଗୋପାଳ ମୁହଁରୁ ଶୁଣିବାକୁ ମିଳିଛି ।

ଯାହାକୁ ନେଇ କ୍ର-ଆ ଇ-ମବ୍ରାଞ୍ଚ ତରଫରୁ ସୂଚନା ମିଳିଛି । ଗୋପାଳ ସବୁକିଛି ସତ କଥା କ୍ର-ଆ ଇ-ମବ୍ରାଞ୍ଚ ଟିମ ନିକଟରେ ଓଗାଳିକି କହି ଦେଇଛି । ଯେଉଁ କଥା ହୁଏତ ଆଗାମୀ କିଛି ସମୟ ମଧ୍ୟରେ ଲୋକ ଲୋଚନକୁ ଆସିପାରେ । ତେବେ ଗୋପାଳ ଠାରୁ ଯେଉଁ ସବୁ ତଥ୍ୟ କ୍ର-ଆ ଇ-ମବ୍ରାଞ୍ଚ ହାତରେ ଲାଗିଛି ।

ସେହି ସବୁ ତଥ୍ୟକୁ ଆଧାର କରି ବହୁତ ଶୀଘ୍ର ପୂର୍ବତନ ସ୍ଵାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ହତୟଆ ମାମଲା ଉପରୁ ପରଦା ଉଠିଯିବ । ତେବେ ଏହି ସୂତ୍ରରୁ ମିଳିଥିବା ଗୋପାଳ ମୁହଁରୁ ତଥ୍ୟ ଅନୁଯାଇ ରାଜନୀତି କ୍ଷେତ୍ରରେ ମଧ୍ୟ ହଇଚଇ ସୃଷ୍ଟି ହୋଇଯାଇ ପାରେ ।

ତେବେ ମନ୍ତ୍ରୀ ନବ ଦାସ ହତୟଆକାଣ୍ଡକୁ ନେଇ ଏତେ ଦିନ ଧରି ଯେଉଁ ସବୁ କାରଣ ଠିକ ଭାବରେ ଜଣା ପଡିନଥିଲା । ବହୁତ ଶୀଘ୍ର କ୍ର-ଆ ଇ-ମବ୍ରାଞ୍ଚର ଟିମ ଲୋକଲୋଚନରେ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ହତୟଆ କରିଥିଲା ତାହାକୁ ସ୍ପଷ୍ଠ କରିଦେବ । ତେବେ ଏବେ କେବଳ ଗୋପାଳ ଦାସର ସାଇକୋ ଟେଷ୍ଟର ରିପୋର୍ଟର ଅପେକ୍ଷାରେ ରହିଛନ୍ତି କ୍ର-ଆ ଇ-ମବ୍ରାଞ୍ଚ ଟିମ ।

ତେବେ ଯେତେବେଳେ ଗୋପାଳର ସାଇକୋ ରିପୋର୍ଟ ସଠିକ ଭାବରେ ଆସିଯିବ । ସେତେବେଳେ ଯାଇ କ୍ର-ଆ ଇ-ମ ବ୍ରାଞ୍ଚ ଟିମ ଲୋକଲୋଚନରେ ସବୁ କିଛି ସ୍ପଷ୍ଠ କରିଦେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଆଗକୁ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *