ଏମାନେ ହେଲେ ଓଡିଶାର Top 13 କୋଟିପତି MLA ଙ୍କ ଲିଷ୍ଟ ! ଦେଖନ୍ତୁ କାହା ପାଖରେ ଅଛି ସବୁଠୁ ଅଧିକ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାରେ ଅନେକ ବିଧାୟକମାନ ରହିଛନ୍ତି । ସେମାନେ ଯେଉଁ ଦଳର ହୁଅନ୍ତୁ ନା କାହିଁକି  ନିଜ ଅଞ୍ଚଳ ତଥା ଏରିଆ ପାଇଁ ସେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ନିଜର ଦାୟିତ୍ଵ ସେ ଲିଭାଇଥାନ୍ତି । ତେବେ ସେହିପରି ପ୍ରଭାବସାଳୀ ୧୩ ଜଣ ବିଧାୟକଙ୍କ ସମ୍ପତ୍ତି ବିଷୟରେ ଆଲୋଚନା କରିବା । ବୀରମହାରାଜପୁର ଅଞ୍ଚଳର ବିଜେଡି ବିଧାୟକ ହେଉଛନ୍ତି ପଦ୍ମନାଭ ବେହେରା ।

ତାଙ୍କର ସମ୍ପତ୍ତି ହେଉଛି ୨, ୩୦, ୮୪, ୬୪୭ ଟଙ୍କା । ନିମାପଡାର ବିଜେଡି ବିଧାୟକ ହେଉଛନ୍ତି ସମୀର ରଞ୍ଜନ ଦାସ । ତାଙ୍କର ସମ୍ପତ୍ତି ହେଉଛି ୨, ୪୩, ୫୪, ୮୧୬ ଟଙ୍କା  ବାଙ୍ଗରୀପୋଶର ବିଜେଡି ବିଧାୟକ ହେଉଛନ୍ତି ବିଜେଡି ବିଧାୟକ ସୁଦାମ ମାରାଣ୍ଡି । ତାଙ୍କର ସମ୍ପତ୍ତି ହେଉଛି ୨, ୪୬, ୩୮, ୬୦୪ ଟଙ୍କା । ଆଠଗଡର ବିଜେଡି ବିଧାୟକ ହେଉଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ତାଙ୍କର ସମ୍ପତ୍ତି ହେଉଛି ୨, ୮୯, ୦୮, ୩୪୮ ଟଙ୍କା ।

ବାଲିକୁଣ୍ଡର ବିଜେଡି ବିଧାୟକ ହେଉଛନ୍ତି ରଘୁନନ୍ଦନ ଦାସ । ତାଙ୍କର ସମ୍ପତ୍ତି ହେଉଛି ୩, ୦୫, ୨୦, ୭୮୦ ଟଙ୍କା । ଭଞ୍ଜନଗରର ବିଜେଡି ବିଧାୟକ ହେଉଛନ୍ତି ବିକ୍ରମ କେଶରୀ ଆରୁଖ । ତାଙ୍କର ସମ୍ପତ୍ତି ହେଉଛି ୩, ୮, ୭୫, ୯୦୫ ଟଙ୍କା । ସୋନପୁରର ବିଜେଡି ବିଧାୟକ ହେଉଛନ୍ତି ନିରଞ୍ଜନ ପୂଜାରୀ । ତାଙ୍କର ସମ୍ପତ୍ତି ହେଉଛି ୩, ୯୭, ୨୫, ୧୦୦ ଟଙ୍କା । ଟିଟିଲାଗଡର ବିଜେଡି ବିଧାୟକ ହେଉଛନ୍ତି ଟୁକୁନି ସାହୁ । ତାଙ୍କର ସମ୍ପତ୍ତି ହେଉଛି ୪, ୫୧, ୧୯, ୦୦୨ ଟଙ୍କା ।

ଜୁନାଗଡର ବିଜେଡି ବିଧାୟକ ହେଉଛନ୍ତି  ଦିବ୍ୟଶଙ୍କର ମିଶ୍ର । ତାଙ୍କର ସମ୍ପତ୍ତି ହେଉଛି ୮, ୦୭, ୪୧, ୮୦୦ ଟଙ୍କା । ଭୁବନେଶ୍ବରର ଏକାମ୍ରର ବିଜେଡି ବିଧାୟକ ହେଉଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା । ତାଙ୍କର ସମ୍ପତ୍ତି ହେଉଛି ୮, ୫୨, ୩୪, ୦୦୭ ଟଙ୍କା । କଟକର ମାହାଙ୍ଗା ବିଜେଡି ବିଧାୟକ ହେଉଛନ୍ତି ପ୍ରତାପ ଜେନା । ତାଙ୍କର ସମ୍ପତ୍ତି ହେଉଛି ୯, ୬୪, ୯୪, ୭୭୫ ଟଙ୍କା । ଝାରସୁଗୁଡାର ଦିବଙ୍ଗତ ବିଜେଡି ବିଧାୟକ ହେଉଛନ୍ତି ନବ କିଶୋର ଦାସ ।

ତାଙ୍କର ସପତ୍ତି ହେଉଛି ୩୩, ୬୨, ୭୩, ୭୦୭ ଟଙ୍କା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ପୋଷ୍ଟ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *