ମୋ ପଇସାରେ ଫିଲ୍ମ କରିଛି ଠକ ପ୍ରଡ୍ୟୁସର, ଘର ଦେବ କହି 85 ଲକ୍ଷ ଠକି ଦେଲା, ଆଉ ଏବେ କହୁଛି କଣ ନା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର କିଣିବା ପାଇଁ ଠକାମୀର ଶିକାର ହେଲେ ଯୁବତୀ ! ଠକାମୀ ପଇସାରେ ଠକ ପ୍ରଡ୍ୟୁସର କରିଲା ଫିଲ୍ମ ! ତେବେ ସୂଚନା ମୁତାବିକ ଜଣେ ଯୁବତୀ ଘର କିଣିବା ନାମରେ ଟଙ୍କା ଦେଇ ସାରିବା ପରେ ମଧ୍ୟ ତାଙ୍କୁ ଘର ମିଳିପାରିନାହିଁ । ଯେଉଁ କାରଣ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ଭୁବନେଶ୍ବରର କୋଳଥିଆ ଅଞ୍ଚଳର MIG-46 ନାମରେ ଯେଉଁ ଘରଟି ରହିଅଛି ।

ସେହି ଘର ନାମରେ ବୃତ୍ତିରେ ପ୍ରଫେସର ଥିବା ଜଣେ ମହିଳା ନିଜ ଘର ଠକାମୀର ନ୍ୟାୟ ପାଇବା ପାଇଁ ଦାବୀ କରିଛନ୍ତି । ତେବେ ମହିଳା ଜଣଙ୍କ କହିବା ଅନୁସାରେ ମୋର ବହୁତ ଦିନର ଇଛା ଥିଲା । ଯେ ମୁଁ ମୋ ପାଇଁ ଏକ ଭଲ ଘରଟି କରିବି । ତେଣୁ ୨୦୨୦ ମସିହାରେ କୋଭିଡ ସମୟରେ ପ୍ରଡ୍ୟୁସର ଅଜିତାଭ ମଲିକଙ୍କ ସହ ଘର କିଣା ବିଷୟରେ କଥାବାର୍ତ୍ତା ହୋଇଥିଲା । ସେ ମଧ୍ୟ ଘରର କାଗଜ ପତ୍ର ଦେଖାଇ ପୂର୍ଣ୍ଣ ପ୍ରତିଶ୍ରୁତି ସହ ଘର ବିକିବା ପାଇଁ କଥା ମଧ୍ୟ ଉଠାଇଥିଲେ ।

ତେବେ ଘର କିଣିବା ପାଇଁ ମୋତେ ୧ କୋଟି ଟଙ୍କାର ମଧ୍ୟ ଡିଲ୍ ହୋଇଥିଲା । ହେଲେ ମୁଁ କଷ୍ଟମଷ୍ଟେ କରି ଘର ପାଇବା ଆଶାରେ ୮୫ ଲକ୍ଷ ଟଙ୍କା ଯୋଗାଡ କରି ଧୀରେ ଧୀରେ ତାଙ୍କୁ ଦେଇଦେଇଥିଲି । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ଘରଟି ମୋ ନାମରେ ହୋଇପାରୁନାହିଁ । ହେଲେ ମୋ ଠାରୁ ଘର ଦେବା ବାହାନାରେ ପଇସା ଠକି ନେଇ ନିଜର ଏକ ଫିଲ୍ମ ତିଆରି କରିଛି ଠକ ପ୍ରଡ୍ୟୁସର । ଯେଉଁ ଫିଲ୍ମରେ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବବି ମିଶ୍ର ଭଳି ବଡ ବଡ ଓଡିଆ କଳାକାର ମଧ୍ୟ ରହିଛନ୍ତି ।

ଫିଲ୍ମଟିର ନାମ ହେଉଛି ଅରୁନ୍ଧତୀ । ହେଲେ ନାରୀ ନି-ଇର୍ଯା-ତ-ଅନାକୁ ରୋକିବା ପାଇଁ ନାରୀଙ୍କ ଉପରେ କରାଯାଇଥିବା ଅରୁନ୍ଧତୀ ଫିଲ୍ମ ଜଣେ ମୋ ଭଳି ମହିଳାକୁ ଠକିକି ହିଁ ସେହି ଟଙ୍କାରେ ଫିଲ୍ମ କରାଯାଇଛି । ମୁଁ ଯେତେବେଳେ ଏହି କଥା ଘର ଦେବା ଲୋକକୁ କହିଲି, ସେ ମୋତେ ମାରିବେ ବୋଲି ମଧ୍ୟ dhamak ଚମକ ଦେଖେଇଛନ୍ତି ।

ତେଣୁ ମୁଁ ଘର ପାଇବା ପାଇଁ ଥାନାରେ ଅଭିଯୁକ୍ତ ନାମରେ ଏତଲା ଦେଇଛି । ଆଉ ମୋତେ ବହୁତ ଶୀଘ୍ର ନ୍ୟାୟ ମିଳିବ ବୋଲି ମଧ୍ୟ ମୁଁ ଆଶାବାଦୀ ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *