ଏମିତି ଶବ ଯାତ୍ରା ଆଗରୁ କେବେ ବି ଦେଖି ନଥିବେ ! DJ ତାଳେ ତାଳେ ଚାଲିଛି ଧୁମ ନାଚ…କାନ୍ଧରେ ଯାଉଛି ଶବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶତାୟୁ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ମିଳୁଛି ଆନନ୍ଦର ବିଦାୟ ! ଡିଜେ ଗୀତର ତାଳେ ତାଳେ ଯାଉଛି ଅନ୍ତିମ ଶୋଭାଯାତ୍ରା ! ତେବେ ଏହା ସମସ୍ତଙ୍କୁ ଅବାକ କରିଦେଉଥାଇପାରେ । ହେଲେ ଏପରି ଏକ ଦ୍ରୁଶ୍ଯ ବରଗଡ ଜିଲ୍ଲା ତବଡା ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମରେ ଦେଖିବାକୁ ମିଳିଛି । ତେବେ ଜନ୍ମ ଅଛି ମାନେ ମୃ-ତ୍ୟୁ ତ ସୁନିଶ୍ଚିତ ଅଛି । ହେଲେ ତଥାପି ମଧ୍ୟ ମୃ-ତ୍ୟୁ ଏକ ଏପରି ନିଛକ ସତ୍ୟ ଯାହାକୁ ଲୋକେ ପସନ୍ଦ ନକରିଲେ ।

ମଧ୍ୟ ଦିନେ ନା ଦିନେ ସମସ୍ତଙ୍କୁ ଏହି ଧରା ପୃଷ୍ଠରୁ ବିଦାୟ ନେବାକୁ ପଡିଥାଏ । ହେଲେ ଆଜିର ବର୍ତ୍ତମାନ ସମୟରେ ଏପରି କେତେ ଲୋକ ଅଛନ୍ତି । ଯେଉଁ ମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ସୁଯୋଗ ପାଉଛନ୍ତି । ତେବେ ଏଠାରେ ୧୦୦ ବର୍ଷରୁ ଉର୍ଦ୍ଧ ବା ୧୦୫ ବର୍ଷ ବୟସର ଜଣେ ବୃଦ୍ଧଙ୍କର ଦେହାନ୍ତ ଘଟିଛି । ଯାହାକୁ ନେଇ ଘର ପରିବାର ତଥା ଆତ୍ମୀୟ ସ୍ଵଜନ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।

ହେଲେ ଏତେ ବର୍ଷ ଅର୍ଥାତ ୧୦୫ ବର୍ଷ ଏହି ଧରା ପୃଷ୍ଠରେ ଜୀବିତ ହୋଇ ରହିଥିବାରୁ ବୃଦ୍ଧ ବ୍ୟକ୍ତିର ଦେହାନ୍ତ ଘଟିବା ପାରେ ତାଙ୍କର ଅନ୍ତିମ ଯାତ୍ରା କରଯାଇଥିଲା । ତେବେ ଖାଲି ଅନ୍ତିମ ଯାତ୍ରା କରାଯାଇଇନଥିଲା ବଂର ଏକ ନିଆରା ଢଙ୍ଗରେ ଅନ୍ତିମ ଶୋଭା ଯାତ୍ରା କରଯାଇଥିଲା । ତେବେ ଏଠାରେ ବୃଦ୍ଧ ବ୍ୟକ୍ତିଙ୍କର ଅନ୍ତିମ ଯାତ୍ରାରେ ଗ୍ରାମ ଲୋକେ ଆୟୋଜନ କରି ଡିଜେର ବ୍ୟବସ୍ଥା କରିଥିଲେ ।

ତାପରେ ସମସ୍ତ ଗ୍ରାମବାସୀ ୧୦୦ ବର୍ଷ ପାର କରିଥିବା ବୃଦ୍ଧ ବ୍ୟକ୍ତିଙ୍କର ଅନ୍ତିମ ଯାତ୍ରାରେ ଡିଜେ ଗୀତର ତାଳେ ତାଳେ ନାଚି ନାଚି ଯାଇଥିଲେ । ଯେଉଁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇ ହୋଇ ଯାଇଉଛି । ତେବେ ଆମେ ସମସ୍ତେ ଏହା ଜାଣୁକି । ଜଣେ ବ୍ୟକ୍ତିର ମୃ-ତ୍ୟୁର ଅନ୍ତିମ ଯାତ୍ରାରେ ତାଙ୍କର ଆତ୍ମୀୟ ସ୍ଵଜନ ତଥା ବନ୍ଧୁପରିଜନ ସମସ୍ତେ ଦୁଃଖ ପ୍ରକାଶ କରି ଦୁଃଖର ସହ ଅନ୍ତିମ ସଂସ୍କାର କରିଥାନ୍ତି ।

ହେଲେ ଏହି ଦ୍ରୁଶ୍ଯରେ କିଛି ନିଆରା ଭାବରେ ଶତାୟୁ ପର କରିଥିବା ବ୍ୟକ୍ତିର ଅନ୍ତିମ ଶୋଭା ଯାତ୍ରା କରାଯାଉଛି । ତେବେ ବହୁ ଗ୍ରାମର ଯୁବକ ତଥା ଗ୍ରାମବାସୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *