ଅର୍ଦ୍ଧ nagna ଅବସ୍ଥାରେ ଅର୍ଚ୍ଚନାଙ୍କ କୋଳରେ ଓଡିଶାର 2 ରାଜା, ପୋଲିସ ହାତରେ ଲାଗିଛି ଫଟୋ, ତେବେ କିଏ ସେହି ରାଜା ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ନୁହେଁ ଦୁଇ ଦୁଇ ଜଣ ରାଜା ଅର୍ଚ୍ଚନା ନାଗ ଙ୍କ କୋଳରେ ଶୋଇଥିବା ସୂଚନା ମିଳିଛି । ପୋଲିସ ହାତରେ ଲାଗିଛି ରାଜା ମାନଙ୍କ ର ଅର୍ଦ୍ଧ ନ-ଗନ ଫଟୋ । ତେବେ ଏହିସବୁ ଫଟୋ ଭିନ୍ନ ଭିନ୍ନ ମୁଦ୍ରାରେ ରହିଅଛି । ଏମାନେ ରାଣୀ ମାନଙ୍କୁ ଛାଡି ଅର୍ଚ୍ଚନା ଙ୍କ ପାଖରୁ ନେଇଛନ୍ତି ସୁଖ । ତେବେ ଏହିଭଳି କିଛି ତଥ୍ୟ ପାଇଛି ପୋଲିସ ବୋଲି ଖବର ସୂତ୍ର ରୁ ପ୍ରକାଶ ହୋଇଛି ।

ଅର୍ଚ୍ଚନା ଙ୍କ ମେଲ ରୁ ମିଳିଥିବା ୬୪ ଟି ଫଟୋ ମଧ୍ୟରୁ ଦୁଇଜଣ ରାଜାଙ୍କର ଫଟୋ ରହିଅଛି । ମାତ୍ର କିଏ ସେହି ରାଜା ତାହା ପୋଲିସ ସୂଚନା ଦେଇ ନାହିଁ । ଅର୍ଚ୍ଚନା ଙ୍କ ପାଖରେ ଯିଏ ଫସୁଥିଲା ତାହାର ମେଣ୍ଟୁଥିଲା ଦେହର ଭୋକ । ବହୁତ ବଡ ବଡିଆ ଲୋକେ ଅର୍ଚ୍ଚନା ଙ୍କ ସହିତ ସମ୍ପର୍କ ରଖିଥିବା ପୋଲିସ ସୂଚନା ପାଇ ସେ ମଧ୍ୟ ତାଯୁବ ହୋଇଯାଇଛି ।

ଏଥି ମଧ୍ୟରେ ରହିଛନ୍ତି ଓଡିଶା ର ଦୁଇଟି ନାମିଦାମୀ ରାଜା । ରାଜା ମଧ୍ୟ ଶେଷରେ ଏଭଳି କାମ କରିବେ ବୋଲି ତାହା କେବେ କେହି ଚିନ୍ତା କରି ନଥିଲେ । ଏହି ଫଟୋକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗୋଟିଏ ରାଜା ଙ୍କ ସହିତ ଅର୍ଚ୍ଚନା ଙ୍କ ର ଅର୍ଦ୍ଧ ନ-ଗନ ଫଟୋ ଥିବାବେଳେ ଆଉ ଗୋଟିଏ ରାଜା ଅର୍ଚ୍ଚନା ଙ୍କୁ ଆଲିଙ୍ଗନ କରିଛନ୍ତି । ଏହାକୁ ଦେଖିବା ପରେ ପୋଲିସ କିଭଳି ସେହି ରାଜା ମାନଙ୍କୁ ଜେରା ପାଇଁ ଡକାଇବ ତାହା ଜାଣିପାରୁନାହିଁ ପୋଲିସ ।

ପୋଲିସ ଅର୍ଚ୍ଚନା ଙ୍କ ଠାରୁ ଜବତ କରୁଥିବା ପେନଡ୍ରାଇଭରେ ଖାଲି ରାଜା କିମ୍ବା ନେତା ନାହାଁନ୍ତି ଅର୍ଚ୍ଚନା ଙ୍କୁ ଛାଡି ଅନ୍ୟ ଯୁବତୀ ମାନଙ୍କ ସହିତ ରହିଛନ୍ତି ନାମିଦାମୀ ବ୍ୟକ୍ତି । ରେଲୱେ ର ବରିଷ୍ଠ ଅଧିକାରୀ, ତହସିଲ ଦାର, ଏବଂ ନେତା ମାନଙ୍କର ଚେଲା ରହିଥିବା ପୋଲିସ ସୂଚନା ଦେଇଛି । ଏହିସବୁ ଫଟୋ ଘରେ ଲାଗିଥିବା ଶିକ୍ରେଟ କ୍ୟାମେରାରୁ ନିଆ ଯାଇଛି ।

ଏହି ରାଜା ଙ୍କ କଥା ଉଠିବା ପରେ ବର୍ତ୍ତମାନ ସଂପୂର୍ଣ୍ଣ ରାଜ୍ୟ ରେ ଚହଳ ପଡି ଯାଇଛି ଯେ କିଏ ସେହି ରାଜା ?ତେବେ ଏଭଳି କାରାନାମ କରିବାକୁ ଜଣେ ସ୍ଵାମୀ କିଭଳି ଭାବରେ ନିଜ ସ୍ତ୍ରୀ କୁ ଅନୁମତି ଦେଉଥିଲେ ? ସ୍ଵାମୀ ସ୍ତ୍ରୀ ର ମହତ୍ଵ କୁ ବୋଧ ହୁଏ ଏମାନେ ବୁଝି ନାହାଁନ୍ତି ଯଦି ବୁଝିଥାନ୍ତେ ତେବେ ପବିତ୍ର ସମ୍ପର୍କ ରେ ଦାଗ ଲାଗିବାକୁ ଦେଇ ଏଭଳି ଦେହ ବ୍ୟବସାୟ କରି ନଥାନ୍ତେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *