ନିଜ ଦାଦା ଖୁଡୀଙ୍କ ବିଷୟରେ କାନ୍ଦି କାନ୍ଦି କୁନି ପିଲାଟି ଯାହା କହିଲା ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ୮ ବର୍ଷ ର ଶିଶୁ ଟି କହିଛି ଯେ ମୋ ଦାଦା, ଖୁଡୀ ଏବଂ ପିଉସୀ ମିଶି ମତେ ମ-ଆଡ ମାରନ୍ତି । ମ-ଆଡ ମ-ଆରିବା ସହିତ ସେମାନେ ଚେଙ୍କ ମଧ୍ୟ ଦିଅନ୍ତି ବୋଲି କହିଛି । ଏହା ସହିତ ଶିଶୁ ଟି କହିଛି ଯେ ମତେ ସେମାନେ ପ୍ରତିଦିନ କାମ ବତାନ୍ତି ଏବଂ ନିର୍ଯଆତନଆ ମଧ୍ୟ ଦିଅନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ଜଣେ ୮ ବର୍ଷ ର ବାଳକ ନିଜ ଦାଦା ଖୁସି ଙ୍କ ନାମ ରେ ଆଣିଛି ଏଭଳି ସାଂଘାତିକ ଅଭିଯୋଗ । 

କୁନି ପୁଅର ଅଜା ଆଈ କଟକ ମର୍କତ ନଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । କୁନି ପୁଅ ର ଆଇ କହିଛନ୍ତି ଯେ ଦଶହରା ଛୁଟି ରେ ମୁଁ ତାଙ୍କ ଜେଜେ ମା’ ଘରକୁ ଯାଇଥିଲି କହିଲି ମାମୁଁ ଘରକୁ ବୁଲିବାକୁ ଯିବୁ ଆସେ । ମାତ୍ର ପୁଅ ର ଖୁଡୀ ମନା କରୁଥିଲେ ଏବଂ ପରେ କହିଲେ ଯେ ହଉ ନିଅ କିନ୍ତୁ ସକାଳେ ଆଣି ଛାଡିଦେଇ ଯିବ । ଏହା ପରେ ଆଈ ପିଲାଟିକୁ ନେଇ ଘରକୁ ଗଲେ ।

ସେଠାରେ ମାମୁଁ ଘରେ ବୁଲାବୁଲି ସାରି ରାତିରେ ଶୋଇଲା ବେଳକୁ କୁନି ପିଲାଟି ଆଉ ଶୋଊନଥିଲା । ଏହା ପରେ ଆଈ କୁ ଶିଶୁ ଟି କହିଲା ଯେ ଆଈ ଗୋଟିଏ କଥା କହିବି ତମେ ଅଜା ଙ୍କୁ କିଛି କହିବ ନାହିଁ ।  ଆଈ କହିଲେ କହ ଏହାପରେ କହୁ କହୁ ପିଲାଟି ସମସ୍ତ ନିର୍ଯଆତନଆ ସମ୍ବନ୍ଧରେ କହିଥିଲା ଯେ କିଭଳି ତାକୁ ମ-ଆଡ ମ-ଆରିବା ସହିତ ସଂପୂର୍ଣ୍ଣ ନ-ଗନ କରି ବାହାରେ ଛିଡା କରିଦେଉଥିଲେ ।

ଏହା ପରେ ଜେଜେ ବାପା ଜେଜେ ମା’ ମଧ୍ୟ ମଆରୁଥିଲେ । ଖୁସି ଦାଦା ଙ୍କ ସହିତ ତାଙ୍କ ଭଉଣୀ ମଧ୍ୟ ନିର୍ଦ୍ଧୂମ ମ-ଆଡ ମାରୁଥିଲେ । ଏବଂ ପିଠାଖଡିକା ରେ ଚେଙ୍କ ମଧ୍ୟ ଦେଇଛନ୍ତି ବୋଲି କହିଛନ୍ତି କୁନି ପିଲା । ଏହିସବୁ କଥା କହୁ କହୁ ପିଲାଟିର ଆଈ କାନ୍ଦିବାକୁ ଲାଗିଲେ । ଏହାପରେ ଆଈ କହିଲେ ଯେ ମୋ ନାତି ଯେତେବେଳେ ୩ ବର୍ଷ ର ଥିଲା ସେତେବେଳେ ତା’ ମା ଅର୍ଥାତ ମୋ ଝିଅ ମରି ଯାଇଥିଲା ।

ଏବଂ ଜ୍ଵାଇଁ ଦ୍ଵିତୀୟ ବିବାହ କରିଲା କିନ୍ତୁ ବର୍ତ୍ତମାନ କେଉଁଠାରେ ନିଶଆ ସେବନ କରି ଗଡୁଛି ତାହା ଠିକ ନାହିଁ । ଜେଜେ ମା’ ପାଖରେ ରଖି ପଢାଇବେ ବୋଲି କହିଲେ ମାତ୍ର ସେ ଦାଦା ଖୁଡୀ ଙ୍କ ପାଖକୁ ପଠାଇ ଦେଇଛନ୍ତି କଟକ । ଏବଂ କଟକରେ ଏଭଳି ନିର୍ଯଆତନଆ କରୁଥିଲେ ଦାଦା ଖୁଡୀ । କିନ୍ତୁ ଦାଦା ଖୁଡୀ ସଂପୂର୍ଣ୍ଣ ଭାବରେ ଏହା ମିଛ ଅଭିଯୋଗ ବୋଲି କହିଛନ୍ତି । ବର୍ତ୍ତମାନ ପୋଲିସ ସଂପୂର୍ଣ୍ଣ ଘଟଣା ର ତଦନ୍ତ ଆରମ୍ଭ କରିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *