ଏମାନେ ହେଲେ Odisha ର Top 10 ଧନୀ ବ୍ୟକ୍ତି ? ଦେଖନ୍ତୁ ନଂ 1 ରେ କିଏ ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଓଡ଼ିଶାର ୧୦ ଜଣ ସବୁଠାରୁ ଧନୀ ବ୍ୟକ୍ତି ଙ୍କ ବିଷୟରେ ଆଲୋଚନା କରିବା । ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ଧନୀ ହେବା ପାଇଁ ଦିନ ରାତି କଷ୍ଟ କରିଥାନ୍ତି । ହେଲେ ପରିଶ୍ରମ ସହ ବୁଦ୍ଧିର ଉପଯୋଗ କରିଲେ ଏହି ଦୁନିଆରେ ମଣିଷ ଧନୀ ହୋଇପାରିବ । କେତେଜଣ ନିଜ ଭଲ ଭାଗ୍ୟ ପାଇଁ ମଧ୍ୟ ଧନୀ ହୋଇ ପାରନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଶାର ଟପ୍ 10 ଧନୀ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଅଜିତ ଜୈନ । ତେବେ ସେ ବର୍ତ୍ତମାନ ଆମେରିକା ରେ ରହୁଛନ୍ତି ବର୍କଶାୟର ହାଥୱେ ର ଭାଇସ ଚେୟାରମ୍ୟାନ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୨ ବିଲିୟନ ।

୨- ଦ୍ଵିତୀୟ ରେ ହେଉଛନ୍ତି ରିତେଶ ଅଗ୍ରୱାଲ । ତେବେ ସେ ଓୟୋଓ ର ସିଇଓ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧.୧ ବିଲିୟନ ।

୩- ତୃତୀୟ ରେ ହେଉଛନ୍ତି ଶୁଭ୍ରକାନ୍ତ ପଣ୍ଡା । ତେବେ ସେ ଇମ୍ଫା ର ଏମ ଡ଼ି ଏବଂ ସିଇଓ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ଟଙ୍କା ।

୪- ଚତୁର୍ଥ ରେ ହେଉଛନ୍ତି ମଧୁସୂଦନ ସାହୁ । ତେବେ ସେ ଏମଏନସି କମ୍ପାନୀ ର ସେୟାର ହୋଲଡ଼ର । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୫୩ କୋଟି ଟଙ୍କା ।


୫- ପଞ୍ଚମ ରେ ହେଉଛନ୍ତି ଦିଲୀପ ରାୟ । ତେବେ ସେ ହେଉଛନ୍ତି ମେଫେୟାର ଏ ଓନର । ତେବେ ସେ ପୂର୍ବତନ ନେତା ମଧ୍ୟ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୪୪୩ କୋଟି ଟଙ୍କା ।

୬- ଷଷ୍ଠ ରେ ହେଉଛନ୍ତି ପ୍ରଦୀପ୍ତ ମହାନ୍ତି । ତେବେ ସେ ହେଉଛନ୍ତି ଏସଏନଏମ ଗ୍ରୁପର ପ୍ରେସିଡେଣ୍ଟ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୬୯ କୋଟି ଟଙ୍କା ।

୭- ସପ୍ତମ ରେ ହେଉଛନ୍ତି ଇନ୍ଦ୍ରାଣୀ ପଟନାୟକ । ତେବେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାଉଜ । ତେବେ ସେ ଆଇରନ ଏବଂ ମିନେରାଲ କମ୍ପାନୀର ଓନର ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୩୩ କୋଟି ଟଙ୍କା ।

୮- ଅଷ୍ଟମ ରେ ହେଉଛନ୍ତି ପ୍ରେମ ପଟ୍ଟନାୟକ । ତେବେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ । ତେବେ ସେ ହରିୟାଣା କୋଟେଡ଼ ପେପେର ଲିମିଟେଡ଼ ର ଏମ ଡ଼ି । ତେବେ ତାଙ୍କର ମୋଟ ସମ୍ପତି ହେଉଛି ୩୧୦ କୋଟି ଟଙ୍କା ।


୯- ନବମ ରେ ହେଉଛନ୍ତି ବୈଜୟନ୍ତ ପଣ୍ଡା । ତେବେ ସେ ଜଣେ ରାଜନେତା ଏବଂ ଇମ୍ଫା ର ଭାଇସ ଚେୟାରମ୍ୟାନ । ତେବେ ତାଙ୍କର ମୋଟ ସମ୍ପତ୍ତି ହେଉଛି ୮୦ କୋଟି ଟଙ୍କା ।

୧୦- ଦଶମ ରେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ତାଙ୍କର । ମୋଟ ସମ୍ପତ୍ତି ହେଉଛି ୬୩ କୋଟି ଟଙ୍କା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *