ନାରୀ ନୁହେଁ ତୁ ମାୟାବିନୀ ! ଦେଖନ୍ତୁ ଏହି ମାୟାବିନୀ ମହିଳାଙ୍କ 2 ଟି ରୂପ, ସ୍ଵାମୀ ଥାଇ ପ୍ରେମିକ ସହ ଖେଳ ଆଉ ତା’ପରେ…ଦେଖନ୍ତୁ Video 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଖୁସି ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଗତ କିଛି ସମୟ ହେବ ଜଣେ ମାୟାବିନୀ ମହିଳାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କ୍ୟାମେରା ଆଗରେ କାନ୍ଦି କାନ୍ଦି ଅଭିନୟ ଆଉ ହିଡେନ କ୍ୟାମେରା ଆଗରେ ହସ । ବନ୍ଧୁଗଣ ନାରୀ ପାଇଁ ସୃଷ୍ଟି ହୋଇଥିଲା ମହାଭାରତ ଆଉ ନାରୀ ପାଇଁ ସୃଷ୍ଟି ହୋଇଥିଲା ରାମାୟଣ । କିନ୍ତୁ ଏହି କଳିଯୁଗରେ ସେହି ନାରୀ ପାଇଁ ଭୋଗିବାକୁ ପଡୁଛି କାରାଦଣ୍ଡ ।

ବନ୍ଧୁଗଣ ଏହି ମାୟାବିନୀ ମହିଳା ଜଣକ କାନ୍ଦି କାନ୍ଦି ନ୍ୟାୟ ପାଇଁ କ୍ୟାମେରା ଆଗରେ ଭିକ୍ଷା ମାଗୁଛନ୍ତି । ମହିଳା ଜଣକ କ୍ୟାମେରା ଆଗରେ ଅଭିନୟ କରିବା ପରେ ବହୁତ ଆନନ୍ଦର ସହ ଦହିବରା ଖାଉଛନ୍ତି । ଘଟଣା ଅନୁଯାଇ ଏହି ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରି ଚନ୍ଦନପୂର ଅଞ୍ଚଳର ଲୀନା ମହାନ୍ତ । ସେ 9 ବର୍ଷ ତଳେ ବିବାହ କରିଥିଲେ ଆଉ ତାଙ୍କର ଗୋଟେ 8 ବର୍ଷର ପୁଅ ମଧ୍ୟ ଅଛି । ହେଲେ ଏହି ମହିଳା ଜଣକ ଏକ ବ୍ୟକ୍ତିଙ୍କୁ ଧରମ ପୁଅ କରିଥିଲେ ।

https://www.youtube.com/watch?v=rLvVV7iJCgg

ସେହି ଧରମ ପୁଅକୁ ପ୍ରେମ କରି ରାସନୀଳା ମଧ୍ୟ କରିଥିଲେ । ପ୍ରେମ ସମ୍ପର୍କ ଏତେ ନିବିଡ ହୋଇଯାଇଥିଲା ଯେ ନିଜ କାମନା ବାସନାରେ ଅନ୍ଧ ହୋଇ ନିଜର ସ୍ଵାମୀ ଓ ଜନ୍ମ କରିଲା ଛୁଆକୁ ଛାଡି ପ୍ରେମିକ ସହ ଫେରାର ହେଇଗଲେ । ଦୁଇ ବର୍ଷ ଯୁବତୀ ନିଜ ପ୍ରେମିକ ସହ ରହି ବିବାହ ମଧ୍ୟ କରିଲେ । ପରେ ପ୍ରେମିକ ତୁ କିଏ ଚିହ୍ନିନୀ ବୋଲି କହି ଯୁବତୀଙ୍କୁ ଛାଡି ଦେଇଥିଲେ ।

ପରେ ଉକ୍ତ ମହିଳା ଜଣକ ଯାଜପୁର ଜିଲ୍ଲା ସୁକିନ୍ଦା ରଥଦାଣ୍ଡରେ ଏକ ପେଟ୍ରୋଲ ବୋତଲ ହାତରେ ଧରି ଆତ୍ମହତ୍ୟା ଉଦ୍ୟମ କରିବାର ସୁନ୍ଦର ଅଭିନୟ କରିଥିଲେ । ତେବେ ଏହି ମହିଳାଙ୍କ ହାଇଡ୍ରାମା ଭିଡିଓର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ମହିଳାଙ୍କ ଅସଲ ମୁଖା ମଧ୍ୟ ସାମ୍ନାକୁ ଆସିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *