ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜେନେରାଲ ନଲେଜ ନେଇ ଆସିଛୁ । ଏହା ଆମର ଦୈନନ୍ଦିନ ଜୀବନ ସହ ବିଭିନ୍ନ ଚାକିରି ପାଇଁ ମଧ୍ୟ ସହାୟତା କରିବ । ଆପଣ ମାନେ ଏହି ଜେନରାଲ ନଲେଜ ବିଷୟରେ ଜାଣିବା ପରେ ନିଜର ଭାଇ ଭଉଣୀ ଓ ସମ୍ପର୍କୀୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ । ଏହି ଜେନରାଲ ନଲେଜ ବିଷୟରେ ଜାଣିଲେ ଆପଣଙ୍କ ଜ୍ଞାନ ବଢିବା ସହିତ ଆପଣ ଦୁନିଆ ବିଷୟରେ କିଛି ନୂଆ କଥା ଜାଣିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
୧. ଏମିତି କେଉଁ ଜିନିଷ ଆପଣଙ୍କର ଅଛି ଯାହାକୁ ଅନ୍ୟମାନେ ବ୍ୟବହାର କରନ୍ତି ?
ଉତ୍ତର- ଆପଣଙ୍କ ନାମ
୨. ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚେଇ କି ଚାଲିଥାନ୍ତି ଓ ମହିଳାମାନେ ଦେଖେଇ କି ଚାଲିଥାନ୍ତି ?
ଉତ୍ତର- ପର୍ସ
୩. ମୁଁ ସମୁଦ୍ରରେ ଜନ୍ମ ହୁଏ ଓ ଆପଣଙ୍କ ଘରେ ରୁହେ, କୁହ ମୁଁ କିଏ ?
ଉତ୍ତର- ଲୁଣ
୪. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କାଟି ଥାଉ, ପେଶୀ ଥାଉ ହେଲେ ଆମେ ଖାଇ ନଥାଉ ?
ଉତ୍ତର – ତାସର ପତା
୫. ଏମିତି କେଉଁ ଫଳ ଅଛି ଯାହା କଞ୍ଚା ଥିବା ସମୟରେ ମିଠା ଓ ପାଚିବା ପରେ ଖଟା ବା କଡା ଲାଗିଥାଏ ?
ଉତ୍ତର- ସପୁରି
୬. ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ଅନ୍ଧାରରେ ନୁହେଁ ?
ଉତ୍ତର- ଆପଣଙ୍କ ଛାଇ
୭. ବିଶ୍ଵର ସବୁଠାରୁ ମହଙ୍ଗା ଫଳ କେଉଁ ଦେଶରେ ମିଳିଥାଏ ?
ଉତ୍ତର- ଜାପାନରେ
୮. ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ହୋଇ ନଥାଏ ?
ଉତ୍ତର- କାଶ୍ମୀରରେ
୯. ଚୀନର କେଉଁ ମୋବାଇଲ ଫୋନ ଭାରତରେ ସବୁଠାରୁ ଅଧିକ ବିକ୍ରି ହୁଏ ?
ଉତ୍ତର- ଏମ ଆଇ ଫୋନ
୧୦. ଭାରତର ପ୍ରଥମ ଆଇପିଏସ ମହିଳା ଅଧିକାରୀ କିଏ ଥିଲେ ?
ଉତ୍ତର- କିରଣ ବେଦି
୧୧. ପାକିସ୍ତାନର ରାଷ୍ଟ୍ରୀୟ ପଶୁ କଣ ?
ଉତ୍ତର- ମାରଖୋର
୧୨. କେଉଁ ପ୍ରାଣୀର ଲାଞ୍ଜ କଟିବା ପରେ ଆଉ ଏକ ଲାଞ୍ଜ ଆସିଯାଏ ?
ଉତ୍ତର- ଝିଟିପିଟି
୧୩. କେଉଁ ଦେଶରେ ବିଲେଇର ପୂଜା କରାଯାଇଥାଏ ?
ଉତ୍ତର- ଇଜିପ୍ଟ ଦେଶରେ
୧୪. ଦୁର୍ଯୋଧନ ର ଭଉଣୀ ନାମ କଣ ଥିଲା ?
ଉତ୍ତର- ଦୁଶାଲା
୧୫. ଏମିତି କେଉଁ ବର୍ଷ ଅଛି ଯାହାକୁ ଓଲଟା ଲେଖନ୍ତୁ ବା ସଧା କୌଣସି ଫରକ ପଡି ନଥାଏ ?
ଉତ୍ତର- 1961
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ