ଏମିତି କେଉଁ ବର୍ଷ ଅଟେ ଯାହାକୁ ଓଲଟା ଲେଖ ବା ସିଧା କିଛି ଫରକ ପଡେ ନାହିଁ ?

 

ନମସ୍କାର ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜେନେରାଲ ନଲେଜ ନେଇ ଆସିଛୁ । ଏହା ଆମର ଦୈନନ୍ଦିନ ଜୀବନ ସହ ବିଭିନ୍ନ ଚାକିରି ପାଇଁ ମଧ୍ୟ ସହାୟତା କରିବ । ଆପଣ ମାନେ ଏହି ଜେନରାଲ ନଲେଜ ବିଷୟରେ ଜାଣିବା ପରେ ନିଜର ଭାଇ ଭଉଣୀ ଓ ସମ୍ପର୍କୀୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ । ଏହି ଜେନରାଲ ନଲେଜ ବିଷୟରେ ଜାଣିଲେ ଆପଣଙ୍କ ଜ୍ଞାନ ବଢିବା ସହିତ ଆପଣ ଦୁନିଆ ବିଷୟରେ କିଛି ନୂଆ କଥା ଜାଣିପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

୧. ଏମିତି କେଉଁ ଜିନିଷ ଆପଣଙ୍କର ଅଛି ଯାହାକୁ ଅନ୍ୟମାନେ ବ୍ୟବହାର କରନ୍ତି ?

ଉତ୍ତର- ଆପଣଙ୍କ ନାମ

୨. ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚେଇ କି ଚାଲିଥାନ୍ତି ଓ ମହିଳାମାନେ ଦେଖେଇ କି ଚାଲିଥାନ୍ତି ?

ଉତ୍ତର- ପର୍ସ

୩. ମୁଁ ସମୁଦ୍ରରେ ଜନ୍ମ ହୁଏ ଓ ଆପଣଙ୍କ ଘରେ ରୁହେ, କୁହ ମୁଁ କିଏ ?

ଉତ୍ତର- ଲୁଣ

୪. ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କାଟି ଥାଉ, ପେଶୀ ଥାଉ ହେଲେ ଆମେ ଖାଇ ନଥାଉ ?

ଉତ୍ତର – ତାସର ପତା

୫. ଏମିତି କେଉଁ ଫଳ ଅଛି ଯାହା କଞ୍ଚା ଥିବା ସମୟରେ ମିଠା ଓ ପାଚିବା ପରେ ଖଟା ବା କଡା ଲାଗିଥାଏ ?

ଉତ୍ତର- ସପୁରି

୬. ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହ ରହିଥାଏ ଅନ୍ଧାରରେ ନୁହେଁ ?

ଉତ୍ତର- ଆପଣଙ୍କ ଛାଇ

୭. ବିଶ୍ଵର ସବୁଠାରୁ ମହଙ୍ଗା ଫଳ କେଉଁ ଦେଶରେ ମିଳିଥାଏ ?

ଉତ୍ତର- ଜାପାନରେ

୮. ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ହୋଇ ନଥାଏ ?

ଉତ୍ତର- କାଶ୍ମୀରରେ

୯. ଚୀନର କେଉଁ ମୋବାଇଲ ଫୋନ ଭାରତରେ ସବୁଠାରୁ ଅଧିକ ବିକ୍ରି ହୁଏ ?

ଉତ୍ତର- ଏମ ଆଇ ଫୋନ

୧୦. ଭାରତର ପ୍ରଥମ ଆଇପିଏସ ମହିଳା ଅଧିକାରୀ କିଏ ଥିଲେ ?

ଉତ୍ତର- କିରଣ ବେଦି

୧୧. ପାକିସ୍ତାନର ରାଷ୍ଟ୍ରୀୟ ପଶୁ କଣ ?

ଉତ୍ତର- ମାରଖୋର

୧୨. କେଉଁ ପ୍ରାଣୀର ଲାଞ୍ଜ କଟିବା ପରେ ଆଉ ଏକ ଲାଞ୍ଜ ଆସିଯାଏ ?

ଉତ୍ତର- ଝିଟିପିଟି

୧୩. କେଉଁ ଦେଶରେ ବିଲେଇର ପୂଜା କରାଯାଇଥାଏ ?

ଉତ୍ତର- ଇଜିପ୍ଟ ଦେଶରେ

୧୪. ଦୁର୍ଯୋଧନ ର ଭଉଣୀ ନାମ କଣ ଥିଲା ?

ଉତ୍ତର- ଦୁଶାଲା

୧୫. ଏମିତି କେଉଁ ବର୍ଷ ଅଛି ଯାହାକୁ ଓଲଟା ଲେଖନ୍ତୁ ବା ସଧା କୌଣସି ଫରକ ପଡି ନଥାଏ ?

ଉତ୍ତର- 1961

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *